ଭୁବନେଶ୍ୱର: ୯୦ ପ୍ରତିଶତ ଜିଲ୍ଲା ପରିଷଦ ଆସନ ପୋଛି ନେଇଥିବା ବିଜେଡ଼ି ୩୦ଟି ଯାକ ଜିଲ୍ଲାରେ ପରିଷଦ ଗଠନ କରିଛି । ଆଜି ଏହାର ନିର୍ବାଚନ ଥିଲା । କେଉଁ ଜିଲ୍ଲାରେ କିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି ତାହାର ତାଲିକା ଦିଆଗଲା ।
କଟକ- କିଶୋର ଚନ୍ଦ୍ର ମିଶ୍ର
ପୁରୀ- ସ୍ୱପ୍ନାରାଣୀ ସ୍ୱାଇଁ
ଖୋର୍ଦ୍ଧା- ରୂପଶ୍ରୀରାଣୀ ଗୁମାନ ସିଂହ
ନୟାଗଡ଼- ଦେବାଶିଷ ପଟ୍ଟନାୟକ
ଗଞ୍ଜାମ- ଅଞ୍ଜଳି ସ୍ୱାଇଁ
ଯାଜପୁର- ନଳିନୀପ୍ରଭା ଜେନା
ଜଗତସିଂହପୁର- ମନୋଜ କୁମାର ଭୋଇ
କେନ୍ଦ୍ରାପଡ଼ା- ଗୀତାଞ୍ଜଳି ସେଠୀ
କେନ୍ଦୁଝର- ସାଗରିକା ସାହୁ
ବାଲେଶ୍ୱର- ନାରାୟଣ ପ୍ରଧାନ
ଭଦ୍ରକ- ପ୍ରଫୁଲ୍ଲ ଜେନା
ସମ୍ବଲପୁର- କୁମୁଦିନୀ ନାୟକ
ବରଗଡ଼- ମାନିନୀ ଭୋଇ
ବଲାଙ୍ଗୀର- ଦେବକୀ ସାହୁ
ସୁବର୍ଣ୍ଣପୁର- ସୁପାର ଠେଲା
ବୌଦ୍ଧ-ପ୍ରଭାସିନୀ ଦାସ
ଦେବଗଡ଼- କୌଶିକ ପ୍ରଧାନ
ଢ଼େଙ୍କାନାଳ- ଅର୍ଚ୍ଚନା ପୁହାଣ
ଅନୁଗୁଳ- ବବିତା ପ୍ରଧାନ
ସୁନ୍ଦରଗଡ଼- କୁନ୍ତୀ ପ୍ରଧାନ
ଝାରସୁଗୁଡ଼ା- ତୁଳାବତୀ ମିଞ୍ଜ୍
କଳାହାଣ୍ଡି- ପୁଷ୍ପେନ୍ଦ୍ର କୁମାର ସିଂହଦେଓ
କନ୍ଧମାଳ- ନନ୍ଦିନୀ ମଲ୍ଲିକ
କୋରାପୁଟ- ସସ୍ମିତା ମେଲେକା
ମାଲକାନଗିରି- ସମାରୀ ଟାଙ୍ଗୁଲୁ
ନବରଙ୍ଗପୁର- ମୋତିରାମ ନାୟକ
ଗଜପତି- ତିରୁପତି ରାଓ
ନୂଆପଡ଼ା- ଡଲି ମାଝୀ
ରାୟଗଡ଼ା- ସରସ୍ୱତୀ ମାଝୀ
ମୟୁରଭଞ୍ଜ- ଭାରତୀ ହାଁସଦା