Tuesday, April 21, 2026 08:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସହରୀ ଭୋଟ ବି ପୁଣି ବିଜେଡ଼ି ସପକ୍ଷରେ !

ପୌର ନିର୍ବାଚନ ଫଳାଫଳ

by Our Correspondent
26 Mar, 2022- 02:54 PM
in Latest News, News
1 min read
0
ସହରୀ ଭୋଟ ବି ପୁଣି ବିଜେଡ଼ି ସପକ୍ଷରେ !

ଭୁବନେଶ୍ୱର: ପୌର ନିର୍ବାଚନରେ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରତିଫଳନ ହୋଇଛି । ଦୀର୍ଘ ୨୨ ବର୍ଷ ଧରି କ୍ଷମତାରେ ଥିବା ବିଜେଡ଼ି ଉପରୁ ସହରୀ ଭୋଟରଙ୍କ ମନ ମଧ୍ୟ ଭାଙ୍ଗିନି । ଆଜି ଆସିଥିବା ପୌର ନିର୍ବାଚନ ଫଳାଫଳ ବା ଟ୍ରେଣ୍ଡରୁ ଏହା ସ୍ପଷ୍ଟ ହେଉଛି । ୧୦୮ ଟି ପୌରାଧ୍ୟକ୍ଷ ଆସନ ମଧ୍ୟରୁ ବିଜେଡ଼ି ୭୫ ଟି ଆସନରେ ବିଜୟୀ/ଆଗୁଆ ରହିଛି । ବିଜେପି ୧୭ ଟି, କଂଗ୍ରେସ ୭ ଟି ଏବଂ ଅନ୍ୟାନ୍ୟ ପ୍ରାର୍ଥୀ ୯ଟି ସ୍ଥାନରେ ବିଜୟୀ/ଆଗୁଆ ଅଛନ୍ତି । ତେବେ ଏହା ଅନ୍ତର୍ଭୁକ୍ତ ୱାର୍ଡଗୁଡ଼ିକରେ ବିଜେଡ଼ି ବିପୁଳ ସଂଖ୍ୟାରେ ବିଜୟ ଲାଭ କରିଛି ।

ଭୁବନେଶ୍ୱର, କଟକ ଏବଂ ବ୍ରହ୍ମପୁର ତିନିଟିଯାକ ମହାନଗର ନିଗମର ମେୟର ଆସନ ବିଜେଡ଼ି ହାତକୁ ଯିବା ସ୍ପଷ୍ଟ ହୋଇଗଲାଣି । ବ୍ରହ୍ମପୁରରେ ସଂଘମିତ୍ରା ଦଳାଇ ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ୨୦ରୁ ଅଧିକ ଭୋଟରେ ପରାସ୍ତ କରି ମେୟର ନିର୍ବାଚିତ ହୋଇଛନ୍ତି । ଭୁବନେଶ୍ୱର ଏବଂ କଟକରେ ବିଜେଡ଼ି ପ୍ରାର୍ଥୀ ଯଥେଷ୍ଟ ବ୍ୟବଧାନରେ ଆଗୁଆ ଅଛନ୍ତି । ତିନୋଟିଯାକ ମହାନଗର ନିଗମରେ ବିଜେଡ଼ିର କର୍ପୋରେଟର ପ୍ରାର୍ଥୀମାନେ ଯଥେଷ୍ଟ ସଂଖ୍ୟାରେ ଆଗୁଆ/ବିଜୟୀ ହୋଇଛନ୍ତି ।

ସାରା ରାଜ୍ୟରେ ୱାର୍ଡୱାରୀ ଦେଖିଲେ, ୧୮୮୮ ପୌର ୱାର୍ଡ ମଧ୍ୟରୁ ଦିନ ୨ ଟା ସୁଦ୍ଧା ୧୭୯୦ ୱାର୍ଡର ଫଳ ହସ୍ତଗତ ହୋଇଛି । ବିଜେଡ଼ି ୧୨୨୨ ୱାର୍ଡରେ ବିଜୟୀ ହୋଇଥିବା ବେଳେ ବିଜେପି ୩୦୨, କଂଗ୍ରେସ ୧୩୭ ଏବଂ ଅନ୍ୟାନ୍ୟଙ୍କ ପାଖକୁ ୧୨୯ ୱାର୍ଡ ଯାଇଛି ।

ତେବେ ବିଜେଡ଼ି ପାଇଁ କିଛି ଜାଗାର ପୌରାଧ୍ୟକ୍ଷ ଫଳାଫଳ ଝଟକା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମର କୋଦଳା, ରମ୍ଭା ଏନଏସି ପୌରାଧ୍ୟକ୍ଷ ଆସନ ବିଜେପି ଦଖଲକୁ ଯାଇଥିବା ବେଳେ ଦିଗପହଣ୍ଡି ଏନଏସି କଂଗ୍ରେସକୁ ଏବଂ ଗଞ୍ଜାମ ଏନଏସି ସ୍ୱାଧୀନ ପ୍ରାର୍ଥୀଙ୍କ ଦଖଲକୁ ଯାଇଛି । ଢ଼େଙ୍କାନାଳ, ଫୁଲବାଣୀ, ଟିଟିଲାଗଡ଼, ରେଢ଼ାଖୋଲ, ଧର୍ମଗଡ଼, ଜୁନାଗଡ, ନବରଙ୍ଗପୁର ଆଦି ଆସନ ବିଜେପି ପାଖକୁ ଯାଇଛି । ଅନ୍ୟପକ୍ଷରେ ଜୟପୁର, କୋଟପାଡ଼, ଖଡ଼ିଆଳ ଆଦି ଆସନରେ କଂଗ୍ରେସର ବିଜୟ ହୋଇଛି ।

Previous Post

‘ଚିପ୍’ରେ ଥିଲା ଯୁବତୀଙ୍କ ସହ ନିରଞ୍ଜନଙ୍କ ସମୁଦ୍ର ଗାଧୁଆ ଦୃଶ୍ୟ !

Next Post

୬୧ ହଜାରରୁ ଅଧିକ ଭୋଟରେ ବିଜୟୀ ହେଲେ ସୁଲୋଚନା ଦାସ

Next Post
୬୧ ହଜାରରୁ ଅଧିକ ଭୋଟରେ ବିଜୟୀ ହେଲେ ସୁଲୋଚନା ଦାସ

୬୧ ହଜାରରୁ ଅଧିକ ଭୋଟରେ ବିଜୟୀ ହେଲେ ସୁଲୋଚନା ଦାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA