Tuesday, April 21, 2026 10:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୬୧ ହଜାରରୁ ଅଧିକ ଭୋଟରେ ବିଜୟୀ ହେଲେ ସୁଲୋଚନା ଦାସ

ଭୁବନେଶ୍ୱରର ପ୍ରଥମ ମହିଳା ମେୟର

by Our Correspondent
26 Mar, 2022- 07:13 PM
in Latest News, News
1 min read
0
୬୧ ହଜାରରୁ ଅଧିକ ଭୋଟରେ ବିଜୟୀ ହେଲେ ସୁଲୋଚନା ଦାସ

ଭୁୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମେୟର ନିର୍ବାଚିତ ହୋଇଛନ୍ତି ଶ୍ରୀମତୀ ସୁଲୋଚନା ଦାସ । ଭୁବନେଶ୍ୱରର ସେ ହୋଇଛନ୍ତି ପ୍ରଥମ ମହିଳା ମେୟର । ବିଜେଡ଼ି ପ୍ରାର୍ଥୀ ସୁଲୋଚନା ତାଙ୍କ ନିକଟତମ ବିଜେପି ପ୍ରାର୍ଥୀ ଡ. ସୁନୀତି ମୁଣ୍ଡ୍ ଙ୍କୁ ୬୧ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।

ସୁଲୋଚନା ୧, ୭୪, ୫୬୨ ଭୋଟ ପାଇଥିଲା ବେଳେ ସୁନୀତି ୧, ୧୩, ୪୧୯ ଭୋଟ ପାଇଛନ୍ତି । କଂଗ୍ରେସର ମଧୁସ୍ମିତା ଆଚାର୍ଯ୍ୟଙ୍କୁ ମିଳିଛି ୧୧ହଜାର ୬ ଖଣ୍ଡ ଭୋଟ ।

ସାମ୍ବାଦିକତାରୁ ରାଜନୀତିକୁ ଆସିଥିବା ସୁଲୋଚନା ଦାସ କଂଗ୍ରେସ ଦଳରୁ କ୍ୟାରିୟର୍ ଆରମ୍ଭ କରିଥିଲେ । ପ୍ରଦେଶ କଂଗ୍ରେସ କମିଟିରେ ତାଙ୍କର ଯଥେଷ୍ଟ ଗୁରୁତ୍ୱ ଥିଲା । ପିସିସି ସାଧାରଣ ସମ୍ପାଦକ ପଦବୀ ସହ ଦଳର ମୁଖପାତ୍ର ଦାୟିତ୍ୱରେ ଥିଲେ । ତେବେ କଂଗ୍ରେସ ସହ ୪ ବର୍ଷର ସମ୍ପର୍କ ଛିନ୍ନ କରି ୨୦୧୭ ଜୁନ୍ ରେ ବିଜେଡ଼ିରେ ଯୋଗଦେଇଥିଲେ । ବିଜେଡ଼ିରେ ମିଶିଲା କ୍ଷଣି ତାଙ୍କୁ ଦଳର ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୨୦୧୯ ରେ ନୂଆ ସରକାର ଗଠନ ପରେ ତାଙ୍କୁ ଭିନ୍ନକ୍ଷମ କମିସନର ଅଧ୍ୟକ୍ଷା ଭାବେ ନିଯୁକ୍ତି ମିଳିଥିଲା । ଆଉ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଆଚମ୍ବିତ କରି ତାଙ୍କୁ ଏଥର ଭୁବନେଶ୍ୱର ମେୟର ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ।

କଟକରେ ସୁବାସ ସିଂ ଏବଂ ବ୍ରହ୍ମପୁରରେ ସଂଘମିତ୍ରା ଦଳେଇ ମେୟର ହୋଇଛନ୍ତି । ବିଜେଡ଼ିର ସୁବାସ ସିଂହ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଶ୍ରୀମତୀ ଗିରିବାଳା ବେହେରାଙ୍କୁ ୪୫ ହଜାରରୁ ଅଧିକ ଭୋଟର ଜିତିଛନ୍ତି । ଏଠାରେ ବିଜେପି ତୃତୀୟ ସ୍ଥାନରେ ଅଛି ।

ବ୍ରହ୍ମପୁରରେ ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ସଂଘମିତ୍ର ଦଳେଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସବିତା ସୁଆରଙ୍କୁ ୨୦, ୨୮୬ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଶ୍ରୀମତୀ ଦଳାଇ ୬୬,୦୬୮ ଭୋଟ ପାଇଥିଲା ବେଳେ ଶ୍ରୀମତୀ ସୁଆର ୪୫, ୭୮୨ ଭୋଟ ପାଇଛନ୍ତି ।

Previous Post

ସହରୀ ଭୋଟ ବି ପୁଣି ବିଜେଡ଼ି ସପକ୍ଷରେ !

Next Post

କିଟକୁ ଏସିଆ ଏଜୁକେସନ୍‍ ପୁରସ୍କାର ୨୦୨୨

Next Post
କିଟକୁ ଏସିଆ ଏଜୁକେସନ୍‍ ପୁରସ୍କାର ୨୦୨୨

କିଟକୁ ଏସିଆ ଏଜୁକେସନ୍‍ ପୁରସ୍କାର ୨୦୨୨

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA