Saturday, June 27, 2026 05:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪୨ ହଜାର ଭୋଟରେ ଜିତିଲେ ବର୍ଷା ବରିହା

by Our Correspondent
08 Dec, 2022- 03:03 PM
in Latest News, News, Politics
1 min read
0
୪୨ ହଜାର ଭୋଟରେ ଜିତିଲେ ବର୍ଷା ବରିହା

ଭୁୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ବିଜେଡି ବିପୁଳ ଭୋଟରେ ବିଜୟ ହାସଲ କରିଛି । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ରେକର୍ଡ ୪୨ ହଜାର ୬୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଶ୍ରୀମତୀ ବରିହା ୧ ଲକ୍ଷ ୧୮ ହଜାର ୮୫୮ ଭୋଟ ପାଇଥିବା ବେଳେ ଶ୍ରୀ ପୁରୋହିତ ୭୭ ହଜାର ୧୮୫ ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କ ଅମାନତ ଉଡ଼ିଯାଇଛି । ତିନି ଥରର ବିଧାୟକ ସତ୍ୟଭୂଷଣ ସାହୁ ମାତ୍ର ୩ ହଜାର ୫୩୧ ଭୋଟ ପାଇବାକୁ ସକ୍ଷମ ହୋଇଛନ୍ତି ।

ସମୁଦାୟ ୨୩ ରାଉଣ୍ଡ ଭୋଟ ଗଣତି ହୋଇଥିଲା । ବିଜେଡି ପ୍ରାର୍ଥୀ ବର୍ଷା ପ୍ରଥମ ରାଉଣ୍ଡ ଗଣତିରୁ ଆଗୁଆ ରହିଥିଲେ । ଶେଷ ପର୍ଯ୍ୟନ୍ତ ସବୁ ରାଉଣ୍ଡରେ ସେ ଥିଲେ ଆଗୁଆ । ପଦ୍ମପୁର ଆସନରୁ ଏତେ ଭୋଟ ବ୍ୟବଧାନରେ ବିଜୟୀ ହେବାରେ ବର୍ଷା ରେକର୍ଡ ସୃଷ୍ଟି କରିଛନ୍ତି । ପୂର୍ବରୁ ପଡୋଶୀ ନିର୍ବାଚନମଣ୍ଡଳୀ ବିଜେପୁର ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ରୀତା ସାହୁ ମଧ୍ୟ ରେକର୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ୯୭,୯୯୦ ଅଧିକ ଭୋଟରେ ସେ ଜିତିଥିଲେ ।
ପଦ୍ମପୁର ଆସନରୁ ଗତ ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିଜୟ ରଞ୍ଜନ ସିଂ ବରିହା ବିଜେପିର ପ୍ରଦୀପ ପୁରୋହିତଙ୍କଠାରୁ ମାତ୍ର ୫,୭୩୪ ଖଣ୍ଡ ଅଧିକ ଭୋଟ ପାଇ ଜିତିଥିଲେ । ୨୦୧୪ ନିର୍ବାଚନରେ ବିଜେପି ପ୍ରାର୍ଥୀ ଶ୍ରୀ ପୁରୋହିତ ୪,୫୧୩ ଭୋଟରେ ବିଜୟୀ ହୋଇଥିଲେ । ଶ୍ରୀ ବରିହାଙ୍କ ବିୟୋଗ ଯୋଗୁଁ ପଦ୍ମପୁରରେ ଅନୁଷ୍ଠିତ ଉପନିର୍ବାଚନରେ ଝିଅ ବର୍ଷାଙ୍କୁ ବିଜେଡି ପ୍ରାର୍ଥୀ କରିଥିଲା ।
ପଦ୍ମପୁର ଉପନିର୍ବାଚନ ଉଭୟ ବିଜେଡି ଓ ବିଜେପି ପାଇଁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ଧାମନଗର ଉପନିର୍ବାଚନରୁ ଶକ୍ତ ଝଟକା ପାଇଥିବା ବିଜେଡି ପାଇଁ ପଦ୍ମପୁର କର ବ । ମର ପରିସ୍ଥିତି ସୃଷ୍ଟି କରିଥିଲା । ସେଥିପାଇଁ ପ୍ରାର୍ଥୀ ଚୟନଠାରୁ ଆରମ୍ଭ କରି ଉପନିର୍ବାଚନ ପରିଚାଳନା ସବୁ କ୍ଷେତ୍ରରେ ଦଳର ପରାକାଷ୍ଠା ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷରେ ବିଜେପି ଏହି ଆସନ ଅକ୍ତିଆର କରିବାର କୌଣସି ସୁଯୋଗକୁ ହାତଛଡ଼ା କରିବା ମାନସିକତାରେ ନ ଥିଲା । ଧାମନଗର ଫଳାଫଳରେ ଉତ୍ସାହିତ ଦଳ ପଦ୍ମପୁରରେ ଏକ ହୋଇ ଲଢ଼ିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୪ ଦିନ ଧରି ପ୍ରଚାର କରିଥିଲେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ମଧ୍ୟ ପ୍ରଚାର କରିଥିଲେ । ମାତ୍ର ତୃଣମୂଳସ୍ତରରେ ପରିଚାଳନାଗତ ତ୍ରୁଟି ଦଳ ପାଇଁ ସମସ୍ୟା ହୋଇଥିଲା । ବିଜେପି ନେତାମାନେ ବିଜେଡିକୁ ଟକ୍କର ଦେଇପାରି ନ ଥିଲେ ।
ପଦ୍ମପୁରରେ କଂଗ୍ରେସର ୨୫ ହଜାରରୁ ୩୦ ହଜାର ପକେଟ୍ ଭୋଟ ଅଛି ବୋଲି ବିଶ୍ୱାସ କରାଯାଉଥିଲା । ମାତ୍ର ସତ୍ୟଭୂଷଣଙ୍କ ପ୍ରତି ଭୋଟରଙ୍କ ସମର୍ଥନ ଦେଖିଲା ପରେ କଂଗ୍ରେସ ଭୋଟକୁ ନେଇ ପ୍ରଶ୍ନ ଉଠିଛି ।
Previous Post

ସତ୍ୟନଗର ମଶାଣିକୁ ମାଗଣାରେ ଶବ ବୋହିବ “ଶେଷ ସାଥୀ”

Next Post

ଧାମନଗର ପରାଜୟର ପ୍ରତିଶୋଧ ନେଲା ବିଜେଡି

Next Post
ଧାମନଗର ପରାଜୟର ପ୍ରତିଶୋଧ ନେଲା ବିଜେଡି

ଧାମନଗର ପରାଜୟର ପ୍ରତିଶୋଧ ନେଲା ବିଜେଡି

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA