Wednesday, April 22, 2026 10:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅପରାଜିତାଙ୍କୁ ବ୍ରଜରାଜନଗର ଝଟକା !

by Our Correspondent
08 May, 2022- 08:25 PM
in Latest News, News, Politics
1 min read
0
ଅପରାଜିତାଙ୍କୁ ବ୍ରଜରାଜନଗର ଝଟକା !

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀତ୍ୱକୁ ନେଇ ଦଳ ଭିତରେ ଚାଲିଥିବା ଛକାପଂଝାର ଅବସାନ ଘଟିଛି । ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି ଦଳ । କେନ୍ଦ୍ରୀୟ ନିର୍ବାଚନ କମିଟିର ଏହି ନିଷ୍ପତ୍ତି ଦଳର ଏକ ଗୋଷ୍ଠୀକୁ ନିରାଶ କରିଥିବା ବେଳେ ସବୁଠାରୁ ବେଶୀ ଝଟକା ପାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସୁଜିତ ସିଂହଙ୍କ ପାଇଁ ତାଙ୍କର ଗୋଟିଚାଳନା କାମ କରିନାହିଁ ।

ଝାରସୁଗୁଡ଼ା ଜିଲ୍ଲାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜଣେ ଟାଣୁଆ ସଂଗଠକ ହେଉଛନ୍ତି ସୁଜିତ୍ । ବିଜେପି ଯୁବମୋର୍ଚ୍ଚାର ରାଜ୍ୟ ସମ୍ପାଦକ ଏବଂ ରାଜ୍ୟ ସଂଯୋଜକ ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ତେବେ ଏବେ ତାଙ୍କର ସବୁ କାର୍ଯ୍ୟକ୍ରମ ଯୋଡି ହୋଇଛି ଅପରାଜିତାଙ୍କର ନିଜସ୍ୱ ଯୁବ ସଂଗଠନ ୟୁଥ୍ ଫର୍ ଆକ୍ସନ୍ ରେ । ସୁଜିତ୍ ହେଉଛନ୍ତି ଏହି ସଂଗଠନର ଜଣେ ପ୍ରମୁଖ କାର୍ଯ୍ୟକର୍ତ୍ତା ।

ତେଣୁ ବ୍ରଜରାଜନଗର ଉପନିର୍ବାଚନରେ ସୁଜିତ ସିଂହଙ୍କୁ ପ୍ରାର୍ଥୀ କରି ନିଜର ପତିଆରା ବଢ଼ାଇବା ପାଇଁ ଅପରାଜିତା ଚାହିଁଥିଲେ । ଏଥିପାଇଁ ନିଜର ପ୍ରଭାବ ଖଟାଇଥିବା ଆଲୋଚନା ହେଉଛି । ରାଧାରାଣୀ ପଣ୍ଡାଙ୍କୁ ଚେକ୍ ଦେବା ପାଇଁ ଅପରାଜିତା-ସୁଜିତ୍ ସମର୍ଥିତ ଗୋଷ୍ଠୀ କୁଆଡ଼େ ବିଭିନ୍ନ କୌଶଳ ଲଗାଇଥିଲେ । ରାଧାରାଣୀଙ୍କ ବିପକ୍ଷରେ ଜନମତ ରହିଥିବା ପ୍ରଚାର କରାଯାଇଥିଲା । ମୋଟାମୋଟି ଭାବେ ତାଙ୍କୁ ଖଳନାୟିକା ଭାବେ ବିପକ୍ଷ ଗୋଷ୍ଠୀ ଉପସ୍ଥାପିତ କରିଥିଲେ ।

ତେବେ ସୂଚନା ଅନୁଯାୟୀ, ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ସୁଜିତ୍ ସିଂହଙ୍କ ନାଁ ଆଦୌ ବିଚାରକୁ ନେଇନାହାନ୍ତି । ରାଜ୍ୟ ନେତୃତ୍ୱର ସୁପାରିଶକୁ ଗ୍ରହଣ କରି ଦଳର ବରିଷ୍ଠ ନେତ୍ରୀ ରାଧାରାଣୀ ପଣ୍ଡାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଏହା ଅପରାଜିତାଙ୍କ ପାଇଁ ନିଶ୍ଚିତ ଝଟକା ବୋଲି କୁହାଯାଉଛି ।

Previous Post

ବାଗ୍ମୀ ରଜତ କରଙ୍କ ପରଲୋକ

Next Post

ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

Next Post
ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

ଅଳକା ମହାନ୍ତି ବିଜେଡି ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA