Friday, June 26, 2026 08:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କନେଷ୍ଟବଳଙ୍କ ପାଖରୁ ମିଳିଲା ୬ ଲକ୍ଷ ବଟି ଟଙ୍କା!

by Our Correspondent
01 Nov, 2023- 07:29 PM
in Latest News, News
1 min read
0
କନେଷ୍ଟବଳଙ୍କ ପାଖରୁ ମିଳିଲା ୬ ଲକ୍ଷ ବଟି ଟଙ୍କା!

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାର ଜଣେ ପୁଲିସ କନେଷ୍ଟବଳଙ୍କ ପାଖରୁ ନଗଦ ୬ ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନସ୍ ବିଭାଗ । ଏହି ଟଙ୍କା ସେ କେଉଁଠୁ ଆଣିଲେ ପ୍ରଶ୍ନରେ ତାଙ୍କ ପାଟି ଖନି ମାରିଯାଇଛି । ଗଞ୍ଚେଇ ଚାଷୀ ଓ ବେପାରୀଙ୍କଠାରୁ ବଟି ଆକାରରେ ଏହି ଟଙ୍କା ସେ ଆଦାୟ କରିଥିବା ସନ୍ଦେହ କରାଯାଉଛି ।

ଏହି କନେଷ୍ଟବଳ ହେଉଛନ୍ତି ହରୀଶ ଚନ୍ଦ୍ର ସାହୁ । ବୌଦ୍ଧ ଜିଲ୍ଲାରେ ଡିଭିଏଫ(ଡିଷ୍ଟ୍ରିକ୍ଟ ଭଲୁଣ୍ଟାରୀ ଫୋର୍ସ) ରେ କାମ କରୁଛନ୍ତି । ଡିଭିଏଫ ସ୍କ୍ୱାଡ୍ ରେ ନିୟୋଜିତ କନେଷ୍ଟବଳ ହରୀଶ ସେଠାକାର ଗଞ୍ଜେଇ ଚାଷୀ, ବେପାରୀ ଓ ଚାଲାଣକାରୀଙ୍କଠାରୁ ମୋଟା ରକମ ବଟି ନେଇ ଗଞ୍ଜେଇ ବେପାରକୁ ସୁଗମ କରୁଥିବାର ଅଭିଯୋଗ ଭିଜିଲାନସ୍ ପାଖକୁ ଆସିଥିଲା । ସେବେଠାରୁ ଭିଜିଲାନସ୍ ର ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିଲେ ।

ମାତ୍ର ଆଜି ହରୀଶଙ୍କ ଭାଗ୍ୟ ଖରାପ ପଡ଼ିଗଲା । ବୌଦ୍ଧ ଥାନା ଅନ୍ତର୍ଗତ ବାଘିଆପଡ଼ା ନିକଟରେ ତାଙ୍କୁ ସନେ୍ଦହଜନକ ଅବସ୍ଥାରେ ଭିଜିଲାନସ୍ ର ଏହି ଟିମ୍ ଧରିପକାଇଥିଲେ । ସର୍ଚ୍ଚ ବେଳେ ତାଙ୍କ ପାଖରୁ ନଗଦ ୬ ଲକ୍ଷ ଟଙ୍କା ମିଳିଥିଲା । ଏହି ଟଙ୍କା କେଉଁଠୁ ଆଣିଛନ୍ତି ତାଙ୍କ ପାଖରେ ଉତ୍ତର ନ ଥିଲା । ଭିଜିଲାନସ୍ ଟିମ୍ ଏହି ଟଙ୍କାକୁ ଜବତ କରିବା ସହ ତାଙ୍କର ଅନ୍ୟ ତିନୋଟି ଜାଗା ଉପରେ ଚଢ଼ଉ କରିଛି । ତାଙ୍କୁ ଅଧିକ ପଚରାଉଚୁରା ଜାରି ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ସଂପୃକ୍ତ କନେଷ୍ଟବଳ ହରିଶ ସାହୁ କୁଆଡ଼େ ଜଣେ ପେଶାଦାର ଲାଞ୍ଚୁଆ । ଏକଦା ପୂର୍ବତନ ଏସପିଙ୍କ ନାଁରେ ଟଙ୍କା ଆଦାୟ କରି ସେ ଧରାପଡ଼ିବା ପରେ ଚାକିରିରୁ ସସପେଣ୍ଡ ହୋଇଥିଲେ । ପରବର୍ତ୍ତୀ ସମୟରେ ଚାକିରିରେ ଅବସ୍ଥାପିତ ହୋଇ ଏସପିଙ୍କ ସ୍ପେଶାଲ ସେଲ୍ ରେ ନିୟୋଜିତ ହୋଇଥିଲେ । ଏହି ସୁଯୋଗ ତାଙ୍କୁ ଆହୁରି ମାଲେମାଲ କରିଥିଲା । ତାଙ୍କର ଏହି ତଥାକଥିତ ବଟି ଟଙ୍କାରେ ଉପରିସ୍ଥ ଅଧିକାରୀଙ୍କ ଭାଗ ଥିବା ଚର୍ଚ୍ଚା ହେଉଛି ।

Previous Post

କଳାହାଣ୍ଡିରେ ‘ଲକ୍ଷ୍ମୀ’ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Next Post

ସଞ୍ଜୟଙ୍କ ଗୁରୁତ୍ୱ ଫେରିଲା, ପ୍ରତାପଙ୍କ ଉପରେ ବିଶ୍ୱାସ ଅତୁଟ

Next Post
ସଞ୍ଜୟଙ୍କ ଗୁରୁତ୍ୱ ଫେରିଲା, ପ୍ରତାପଙ୍କ ଉପରେ ବିଶ୍ୱାସ ଅତୁଟ

ସଞ୍ଜୟଙ୍କ ଗୁରୁତ୍ୱ ଫେରିଲା, ପ୍ରତାପଙ୍କ ଉପରେ ବିଶ୍ୱାସ ଅତୁଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA