Wednesday, September 23, 2026 10:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବେଙ୍ଗାଲୁରୁରେ ନବୀନ

କାଲି ଇନଭେଷ୍ଟର୍ସ ମିଟ୍, ଯୋଗଦେବେ ୫୦୦ରୁ ଅଧିକ ନିବେଶକ

by Our Correspondent
27 Sep, 2022- 09:48 PM
in Latest News, News
1 min read
0
ବେଙ୍ଗାଲୁରୁରେ ନବୀନ

ଭୁବନେଶ୍ୱର: ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ଅପରାହ୍ନରେ ମେକ୍ ଇନ ଓଡ଼ିଶା ରୋଡ୍ ସୋ’ ରେ ୱିପ୍ରୋର ପୂର୍ବତନ ଅଧ୍ୟକ୍ଷ ଅଜିମ୍ ପ୍ରେମଜୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପ୍ରତଷ୍ଠିତ ଆଇଟି କମ୍ପାନୀର ଅନ୍ୟ କିଛି ବିଶିଷ୍ଟ ବ୍ୟକ୍ତିଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ୱାନ ଟୁ ୱାନ୍ ଆଲୋଚନା କରିଥିଲେ ।

ସେମାନଙ୍କ ମଧ୍ୟରେ ଥିଲେ ଗୋଲଡେନ୍ ହାଚେରି ପ୍ରତିଷ୍ଠାତା ସୟଦ ଫାହଦ, ଷ୍ଟ୍ରିଙ୍ଗବୋର୍ଡ ସହ ପ୍ରତିଷ୍ଠାତା ବରୁଣ ଚାୱାଲା ଏବଂ ପ୍ରଣୟ ଗୁପ୍ତା, ଡୋଡଲା ଡାଇରୀ ନିଦେ୍ର୍ଦଶକ ଏଏମଏସ ରେଡ୍ଡୀ, ନନ୍ଦୀ ପାୱାରଟ୍ରୋନିକସ୍ ଏମଡି ଏଚଏନ ରାମକ୍ରିଷ୍ଣୟା, ନେଷ୍ଟଆୱେ ଏମଡି ଅମରେନ୍ଦ୍ର ସାହୁ, ମର୍ଲିନହକ୍ ଏରୋସ୍ପେସ୍ ନିର୍ଦ୍ଦେଶକ ଜାବି ଜୋସେଫ ଆଣ୍ଟ୍ରୋଥ୍, ଏମଭିଏମ ଇଣ୍ଡଷ୍ଟ୍ରିସ୍ ପ୍ରତିଷ୍ଠାତା ନନ୍ଦ ଭେଙ୍କଟ ରାଓ ଏବଂ ଶ୍ରାବଣୀ ଏନର୍ଜି ଏମଡି ଏନ ପ୍ରଶାନ୍ତ ରାଓ ।

ଆସନ୍ତାକାଲି ହୋଟେଲ ତାଜ୍ ୱେଷ୍ଟ ଏଣ୍ଡ୍ ରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ ରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ସେଥିରେ ୫୦୦ ରୁ ଅଧିକ ଶିଳ୍ପପତି, ଉଦ୍ୟୋଗୀ ଏବଂ ନିବେଶକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଅନୁକୂଳ ପରିବେଶ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ବୁଝାଇବା ସହ ଆସନ୍ତା ନଭେମ୍ବର ୩୦ ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍ ଇନ ଓଡ଼ିଶା କନକ୍ଲେଭ୍ ରେ ଯୋଗଦେବାକୁ ସେମାନଙ୍କୁ ଆମନ୍ତ୍ରଣ କରିବେ ।

ଏହାପୂର୍ବରୁ କାଲି ସକାଳେ ମୁମ୍ବାଇ ଭଳି ଶିଳ୍ପପତିମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ୱାନ୍ ଟୁ ୱାନ୍ ଭେଟିବା କାର୍ଯ୍ୟକ୍ରମ ରହିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ଆଇବିଏମ୍ ଇଣ୍ଡିଆର ମ୍ୟାନେଜିଂ ପାର୍ଟନର ଅମିତ ଶର୍ମା, ୱିପ୍ରୋର ଡକ୍ଟର ଶ୍ରବଣ ସୁବ୍ରମଣ୍ୟମ୍, ଏବିବି ଲିମିଟେଡର ଟି.କେ.ଶ୍ରୀଧର, ଟିଟିକେ ପ୍ରେଷ୍ଟିଜ୍ ର ସରଣ୍ୟ ପି, ଇଣ୍ଡୋ ନିସିନ ଫୁଡସ୍ ର ଗୌତମ ଶର୍ମା, ପେଜ୍ ଇଣ୍ଡଷ୍ଟ୍ରିସ୍ ର ଭି.ଏସ. ଗଣେଶ, ହାପିଏଷ୍ଟ ମାଇଣ୍ଡସ୍ ର ଭେଙ୍କଟରମଣ ଏନ, କଟନ୍ ୱାଲର୍ଡର ବି.ଏନ.ମୋନ୍ନାପା, ୱଣ୍ଡରଲାର ଅରୁଣ ଚିତ୍ତାପଲ୍ଲୀ ଏବଂ ଇଣ୍ଡିଆନ୍ ଷ୍ଟିଚେସ୍ ର ବିଶାଲ ସେହେଗଲ ।

ମୁଖ୍ୟମନ୍ତ୍ରୀଙ୍କ ସହ ବେଙ୍ଗାଲୁରୁ ଯାଇଥିବା ପ୍ରତିନିଧିମଣ୍ଡଳୀରେ ଅଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଇଲେକଟ୍ରୋନିକ୍ସ ଏବଂ ଆଇଟି ସଚିବ ମନୋଜ କୁମାର ମିଶ୍ର ଏବଂ ଷ୍ଟାର୍ଟ ଅପ ଓଡ଼ିଶା କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡକ୍ଟର ଓମକାର ରାୟ ।

Previous Post

ସେପ୍ଟେମ୍ବର ୨୯ରେ ବଳ କଷାକଷି!

Next Post

ଅଡୁଆରେ ମନ୍ତ୍ରୀ ସମୀର ଦାଶ

Next Post
ଅଡୁଆରେ ମନ୍ତ୍ରୀ ସମୀର ଦାଶ

ଅଡୁଆରେ ମନ୍ତ୍ରୀ ସମୀର ଦାଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA