Thursday, October 1, 2026 10:09 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲଢ଼ାଲଢ଼ି ହେବେ ମୁକୁ-ବବି

ବିଜେଡିର ୯ ଲୋକସଭା, ୭୨ ବିଧାନସଭା ପ୍ରାର୍ଥୀ ତାଲିକା

by Our Correspondent
27 Mar, 2024- 04:08 PM
in Latest News, News, Politics
1 min read
0
ଲଢ଼ାଲଢ଼ି ହେବେ ମୁକୁ-ବବି

ଭୁବନେଶ୍ୱର: ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହା ଘୋଷଣା କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୯ ଟି ଲୋକସଭା ଆସନ ଏବଂ ୭୨ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ପ୍ରକାଶ ପାଇଛି । ବହୁଚର୍ଚ୍ଚିତ ସମ୍ବଲପୁର ଲୋକସଭା ଆସନରେ ପ୍ରଣବ ପ୍ରକାଶ(ବବି) ଦାସ ପ୍ରାର୍ଥୀ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର(ମୁକୁ) ପ୍ରଧାନଙ୍କ ସହ ତାଙ୍କର ଲଢ଼େଇ ହେବ । ସେହିଭଳି ଭୁବନେଶ୍ୱର ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଲଢ଼ିବେ ବିଜେଡିର ନବାଗତ ତଥା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟକଙ୍କ ସାନପୁଅ ମନ୍ମଥ ରାଉତରାୟ । କେନ୍ଦ୍ରାପଡ଼ାରୁ ଅଂଶୁମାନ ମହାନ୍ତି ଏବଂ ବୈଜୟନ୍ତ ପଣ୍ଡାଙ୍କ ମଧ୍ୟରେ ମୁକାବିଲା ହେବ ।

ଲୋକସଭା ପ୍ରାର୍ଥୀ

ସମ୍ବଲପୁର- ପ୍ରଣବ ପ୍ରକାଶ ଦାସ
କଳାହାଣ୍ଡି-ଲମ୍ବୋଦର ନିଆଲ
ସୁନ୍ଦରଗଡ଼-ଦିଲ୍ଲୀପ ତିର୍କୀ
ମୟୁରଭଞ୍ଜ-ସୁଦାମ ମାରାଣ୍ଡି
କେନ୍ଦ୍ରାପଡ଼ା-ଅଂଶୁମାନ ମହାନ୍ତି
ନବରଙ୍ଗପୁର-ପ୍ରଦୀପ ମାଝୀ
ଭୁବନେଶ୍ୱର- ମନ୍ମଥ ରାଉତରାୟ
କୋରାପୁଟ- ଶ୍ରୀମତୀ କୌଶଲ୍ୟା ହିକକା
ଆସିକା- ମିସ୍ ରଂଜିତା ସାହୁ

ବିଧାନସଭା ପ୍ରାର୍ଥୀ

ବିଷମ କଟକ- ଜଗନ୍ନାଥ ସାରକା
ଗୁଣୁପୁର-ରଘୁନାଥ ଗମାଙ୍ଗ
ରାୟଗଡ଼ା- ଶ୍ରୀମତୀ ଅନୂସୟା ମାଝୀ
ବରଗଡ଼-ଦେବେଶ ଆଚାର୍ଯ୍ୟ
ବିଜେପୁର- ଶ୍ରୀମତୀ ରୀତା ସାହୁ
ଅତାବିରା- ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ
ଭଟଲି-ସୁଶାନ୍ତ ସିଂହ
ଜଳେଶ୍ୱର-ଅଶ୍ୱିନୀ କୁମାର ପାତ୍ର
ବସ୍ତା- ଶ୍ରୀମତୀ ସୁଭାସିନୀ ଜେନା
ଭଣ୍ଡାରୀପୋଖରୀ-ସଞ୍ଜୀବ କୁମାର ମଲ୍ଲିକ
ଭଦ୍ରକ-ପ୍ରଫୁଲ୍ଲ ସାମଲ
ବାସୁଦେବପୁର-ବିଷ୍ଣୁବ୍ରତ ରାଉତରାୟ
ଧାମନଗର-ଡ. ସଞ୍ଜୟ କୁମାର ଦାସ
ଚାନ୍ଦବାଲି-ବ୍ୟୋମକେଶ ରାୟ
ବିଂଝାରପୁର- ଶ୍ରୀମତୀ ପ୍ରମିଳା ମଲ୍ଲିକ
ଧର୍ମଶାଳା-ପ୍ରଣବ କୁମାର ବଳବନ୍ତରାୟ
ଯାଜପୁର- ଶ୍ରୀମତୀ ସୁଜାତା ସାହୁ
ସୁକିନ୍ଦା- ପ୍ରୀତିରଞ୍ଜନ ଘଡ଼ାଇ
ଢ଼େଙ୍କାନାଳ-ସୁଧୀର କୁମାର ସାମଲ
କାମାକ୍ଷାନଗର-ପ୍ରଫୁଲ୍ଲ ମଲ୍ଲିକ
ପରଜଙ୍ଗ-ଡ. ନୃସିଂହ ସାହୁ
ପାଲଲହଡ଼ା-ମୁକେଶ କୁମାର ପାଲ
ଛେଣ୍ଡିପଦା-ସୁଶାନ୍ତ କୁମାର ବେହେରା
ସୋନପୁର-ନିରଞ୍ଜନ ପୂଜାରୀ
ଲୋଇସିଂହା-ନିହାର ରଂଜନ ବେହେରା
ପାଟଣାଗଡ଼-ସରୋଜ କୁମାର ମେହେର
ବଲାଙ୍ଗୀର-କଳିକେଶ ନାରାୟଣ ସିଂହଦେଓ
ଟିଟିଲାଗଡ଼- ଶ୍ରୀମତୀ ଟୁକୁନି ସାହୁ
ନୂଆପଡ଼ା-ରାଜେନ୍ଦ୍ର ଢ଼ୋଲକିଆ
ଉମରକୋଟ- ଶ୍ରୀମତୀ ନବୀନା ନାୟକ
ଝରିଗାଁ-ରମେଶ ଚନ୍ଦ୍ର ମାଝୀ
ନବରଙ୍ଗପୁର- ଶ୍ରୀମତୀ କୌଶଲ୍ୟା ପ୍ରଧାନୀ
ଡ଼ାବୁଗାଁ-ମନୋହର ରାନ୍ଧାରୀ
ଲାଞ୍ଜିଗଡ଼- ପ୍ରଦୀପ କୁମାର ଦିଶାରୀ
ଜୁନାଗଡ଼-ଦିବ୍ୟଶଙ୍କର ମିଶ୍ର
ଧର୍ମଗଡ଼-ପୁଷ୍ପେନ୍ଦ୍ର ସିଂହଦେଓ
ଭବାନୀପାଟଣା- ଶ୍ରୀମତୀ ଲତିକା ନାୟକ
ଜି ଉଦୟଗିରି-ସାଲୁଗା ପ୍ରଧାନ
କଣ୍ଟାମାଳ-ମହୀଧର ରଣା
ବୌଦ୍ଧ- ପ୍ରଦୀପ କୁମାର ଅମାତ
ବଡ଼ମ୍ବା- ଦେବୀ ପ୍ରସାଦ ମିଶ୍ର
ବାଙ୍କୀ-ଦେବୀ ରଂଜନ ତ୍ରିପାଠୀ
ଆଠଗଡ଼-ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କଟକ ଚୌଦ୍ୱାର-ସୌଭିକ ବିଶ୍ୱାଳ
ନିଆଳୀ-ଡ.ପ୍ରମୋଦ କୁମାର ମଲ୍ଲିକ
କଟକ ସଦର-ଚନ୍ଦ୍ର ସାରଥୀ ବେହେରା
ପାଟକୁରା-ଅରବିନ୍ଦ ମହାପାତ୍ର
ଆଳି-ପ୍ରତାପ କେଶରୀ ଦେବ
ରାଜନଗର-ଧ୍ରୁବ ଚରଣ ସାହୁ
ମହାକାଳପଡ଼ା-ଅତନୁ ସବ୍ୟସାଚୀ ନାୟକ
ପୁରୀ-ସୁନୀଲ ମହାନ୍ତି
ବ୍ରହ୍ମଗିରି-ଉମାକାନ୍ତ ସାମନ୍ତରାୟ
ସତ୍ୟବାଦୀ-ସଞ୍ଜୟ ଦାସବର୍ମା
ପିପିଲି-ରୁଦ୍ର ପ୍ରତାପ ମହାରଥୀ
ଜଟଣୀ- ବିଭୂତି ବଳବନ୍ତରାୟ
ରଣପୁର-ସତ୍ୟନାରାୟଣ ପ୍ରଧାନ
ଦଶପଲ୍ଲା-ରମେଶ ଚନ୍ଦ୍ର ବେହେରା
ନୟାଗଡ଼-ଡ. ଅରୁଣ କୁମାର ସାହୁ
ଭଞ୍ଜନଗର- ବିକ୍ରମ କେଶରୀ ଆରୁଖ
ପୋଲସରା-ଶ୍ରୀକାନ୍ତ ସାହୁ
କବିସୂର୍ଯ୍ୟନଗର- ଶ୍ରୀମତୀ ଲତିକା ପ୍ରଧାନ
ଛତ୍ରପୁର-ସୁବାସ ବେହେରା
ସୋରଡ଼ା- ଶ୍ରୀମତୀ ସଂଘମିତ୍ରା ସ୍ୱାଇଁ
ହିଞ୍ଜିଳି-ନବୀନ ପଟ୍ଟନାୟକ
ଗୋପାଳପୁର-ବିକ୍ରମ କୁମାର ପଣ୍ଡା
ଦିଗପହଣ୍ଡି-ବିପ୍ଲବ ପାତ୍ର
ଚିକିଟି-ଚିନ୍ମୟାନନ୍ଦ ଶ୍ରୀରୂପ ଦେବ
କୋଟପାଡ଼-ଚନ୍ଦ୍ରଶେଖର ମାଝୀ
କୋରାପୁଟ-ରଘୁରାମ ପୋଡ଼ାଲ
ମାଲକାନଗିରି-ମାନସ ମାଡ଼କାମୀ
ଘସିପୁରା-ବଦ୍ରି ନାରାୟଣ ପାତ୍ର
ପାଟଣା-ଜଗନ୍ନାଥ ନାୟକ

 

Previous Post

ବିଜେଡିରେ ସୁରଙ୍କ ପୁଅ ମନ୍ମଥ

Next Post

ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ

Next Post
ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ

ବିଜେଡିର ଆଉ ୬ ଲୋକସଭା ପ୍ରାର୍ଥୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA