ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ମେୟର ଓ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣାରେ କଂଗ୍ରେସ ଆଗୁଆ ରହିଛି । ସକାଳେ ମେୟର ପ୍ରାର୍ଥୀନୀ ଶ୍ରୀମତୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମ ଘୋଷଣା କରିଥିଲା ବେଳେ ସଂଧ୍ୟାରେ ପ୍ରଥମ ପର୍ଯ୍ୟାୟ କର୍ପୋରେଟର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏଥିରେ ୩୦ ଜଣ ପ୍ରାର୍ଥୀ ଅଛନ୍ତି ।
ସେମାନେ ହେଲେ:
କାଜଲ ମଣ୍ଡଳ (ୱାର୍ଡ ନଂ ୧), ସୁକାନ୍ତି ଜେନା (୩), ପ୍ରଦୀପ କୁମାର ପଟ୍ଟନାୟକ (୪), ସୁଜିତ କୁମାର ସାହୁ (୬), ମନୋଜ କୁମାର ମହାପାତ୍ର (୭), ଶ୍ରୀଧର ବଳିଆର ସିଂ (୧୦), ଶୈଳବାଳା ମହାପାତ୍ର (୧୩), ସୁପ୍ରିୟା ମହାପାତ୍ର (୧୪), ଲିପ୍ସା ମହାନ୍ତି (୧୫), ନଗମା ଖାତୁନ (୧୬), ନିବାସ କୁମାର ଭୋଇ (୧୮), ମଂଟୁ ମଲ୍ଲିକ (୨୪), ପବିତ୍ର ଦାସ (୨୫), ପଦ୍ମିନୀ ମାରାଣ୍ଡି (୨୬), ଅନିଲ କୁମାର ଦାସ (୨୭), ଅଞ୍ଜଳି ସାହୁ (୨୮), ସ୍ମୃତି ରଞ୍ଜନ ତ୍ରିପାଠୀ (୩୦), ମମତା ମଲ୍ଲିକ (୩୫), ଲିଜା ମହାନ୍ତି (୩୯), ପ୍ରତିମା ମହାନ୍ତି (୪୧), ପ୍ରଭାତ କୁମାର ପ୍ରତାପ ସିଂ (୪୪), ବିଭୁ ପ୍ରସାଦ ଜେନା (୫୦), ନିବାସୀ ଦେଇ (୫୩), ପୁଷ୍ପିତା ଦାସ (୫୪), ସଂଜୟ କୁମାର ପରିଡ଼ା (୫୬), ମିହିର ରଞ୍ଜନ ଆଚାର୍ଯ୍ୟ (୫୭), ଦେବୀ ପ୍ରସାଦ ସ୍ୱାଇଁ (୫୯), ନାରାୟଣ ଜେନା (୬୧), ନିତିଶା ମହାନ୍ତି (୬୩), ଶିବାନୀ ଶିବଦର୍ଶିନୀ ମହାନ୍ତି (୬୭)।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଏହି ତାଲିକା ଘୋଷଣା କରିଛନ୍ତି।