Tuesday, April 21, 2026 05:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

କନେଷ୍ଟବଳ ପ୍ରସନ୍ନ ଚାକିରିରୁ ବିଦା

ହୋଟେଲ ସାଉଥସିଟି କେଳେଙ୍କାରୀ ମାମଲା

by Our Correspondent
24 Oct, 2021- 07:42 PM
in Crime, Latest News, News
1 min read
0
କନେଷ୍ଟବଳ ପ୍ରସନ୍ନ ଚାକିରିରୁ ବିଦା

ଭୁବନେଶ୍ୱର: ହୋଟେଲ୍ ସାଉଥ୍ ସିଟି ମାର୍କା କମିଶନରେଟ୍ ପୁଲିସର କରିତକର୍ମା କନେଷ୍ଟବଳ ପ୍ରସନ୍ନ କୁମାର ବେହେରା ଶେଷରେ ଚାକିରିରୁ ବିଦା ହୋଇଛନ୍ତି । ସମ୍ବିଧାନର ଧାରା ୩୧୧(୨)(ବି) ବଳରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଆଜି ତାଙ୍କୁ ଚାକିରିରୁ ବହିଷ୍କୃତ କରିଛନ୍ତି । ତାଙ୍କ ବିରୋଧରେ ୮ଟି ବିଭାଗୀୟ ପ୍ରୋସିଡିଂ ଚାଲିଥିଲା ବେଳେ ୫ଟି ଫୌଜଦାରୀ ମାମଲା ଥିବା କମିଶନରେଟ୍ ପୁଲିସ ପକ୍ଷରୁ ଏକ ପ୍ରେସ୍ ଇସ୍ତାହାରରେ କୁହାଯାଇଛି ।

ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟାକାଣ୍ଡର ପୃଷ୍ଠଭୂମି ତମାଣ୍ଡୋ ଥାନା ଅଞ୍ଚଳର ସାଉଥସିଟି ହୋଟେଲ ଆଣ୍ଡ ବାର୍ ର ପ୍ରତ୍ୟକ୍ଷ ତତ୍ତ୍ୱାବଧାରକ ଥିଲେ ଏହି କନେଷ୍ଟବଳ ପ୍ରସନ୍ନ ବେହେରା । ଭୁବନେଶ୍ୱର ହାବିଲଦାର ଓ କନେଷ୍ଟବଳ ସଂଘର ସମ୍ପାଦକ ଥିବାରୁ ଅଖଣ୍ଡ ପ୍ରଭାବ ବଳରେ ସେ ବିଭିନ୍ନ କେଳେଙ୍କାରୀରେ ସଂପୃକ୍ତ ଥିବା ଜଣାପଡ଼ିଛି । ଭାଇଙ୍କ ନାଁରେ ପ୍ରସନ୍ନ ଲିଜ୍ ସୂତ୍ରରେ ଆଣିଥିବା ସାଉଥସିଟି ହୋଟେଲ୍ ରେ ରାତି ତମାମ ମଦମାଂସ ଓ ନାଚଗୀତର ଆସର ଜମୁଥିଲା । ଅଧିକାଂଶ ସମୟରେ ପ୍ରସନ୍ନ ନିଜେ ବାର୍ ରେ ମଦ ପିଇ ନାଚୁଥିଲେ ।

ମନୀଷ ହତ୍ୟାକାଣ୍ଡର ତଦନ୍ତ ବେଳେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ବାର୍ ଗୁମର ଓ କନେଷ୍ଟବଳ ପ୍ରସନ୍ନର କାରନାମା ଜଣାପଡ଼ିଥିଲା । ଖାଲି ସେତିକି ନୁହେଁ, ପ୍ରସନ୍ନଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ସାମନାକୁ ଆସିଥିଲା । ଏଥିରେ ପୂର୍ବରୁ ସେ ଗିରଫ ହୋଇଥିଲେ, ଚାକିରିରୁ ନିଲମ୍ବିତ ହୋଇଥିଲେ । ତେବେ ସାଉଥସିଟି ମାମଲାରେ ଗତ ୨୨ ତାରିଖରେ ତାଙ୍କୁ ଚାକିରିରୁ ପୁଣିଥରେ ନିଲମ୍ବନ କରାଯାଇଥିଲା । ପରଦିନ ଅର୍ଥାତ ଗତକାଲି ତାଙ୍କୁ ଗିରଫ କରାଯାଇଥିଲା । ଆଉ ଆଜି ଚାକିରିରୁ ବିଦା କରିଦିଆଗଲା ।

Previous Post

ବିଜେଡ଼ିରେ ମିଶିବି: ପ୍ରଦୀପ ମାଝୀ

Next Post

‘ଗୋବିନ୍ଦ-ମମିତାଙ୍କ ମଧ୍ୟରେ ମନ୍ତ୍ରୀ କରିଥିଲେ ବୁଝାମଣା ବୈଠକ’

Next Post
‘ଗୋବିନ୍ଦ-ମମିତାଙ୍କ ମଧ୍ୟରେ ମନ୍ତ୍ରୀ କରିଥିଲେ ବୁଝାମଣା ବୈଠକ’

'ଗୋବିନ୍ଦ-ମମିତାଙ୍କ ମଧ୍ୟରେ ମନ୍ତ୍ରୀ କରିଥିଲେ ବୁଝାମଣା ବୈଠକ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA