Tuesday, April 21, 2026 07:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିରେ ମିଶିବି: ପ୍ରଦୀପ ମାଝୀ

by Our Correspondent
24 Oct, 2021- 05:33 PM
in Latest News, News, Politics
1 min read
0
ବିଜେଡ଼ିରେ ମିଶିବି: ପ୍ରଦୀପ ମାଝୀ

ଭୁୁବନେଶ୍ୱର: ଦୁଇ ଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ପ୍ରଦୀପ ମାଝୀ ବିଜେଡ଼ିରେ ଯୋଗଦେବେ ବୋଲି ଆଜି ନିଷ୍ପତ୍ତି ଶୁଣାଇଛନ୍ତି । ବିଜେଡ଼ି ସରକାର ଦୁର୍ନୀତିଗ୍ରସ୍ତ, ଭ୍ରଷ୍ଟାଚାର କହି ମୁଖ୍ୟମନ୍ତ୍ରୀଙ୍କୁ ବର୍ଷ ବର୍ଷ ଧରି ଗାଳି କରୁଥିବା ଏହି ଆଦିବାସୀ ଯୁବନେତା ଆଜି ସର୍ବସାଧାରଣରେ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି । ନବୀନ ସରକାର ଜନକଲ୍ୟାଣ କାର୍ଯ୍ୟକ୍ରମ ଜରିଆରେ ବିକାଶ ଆଗକୁ ନେଉଥିବା ସେ କହିଛନ୍ତି ।

ନବରଙ୍ଗପୁରରେ ନିଜର ସମର୍ଥକଙ୍କ ଗହଣରେ ଆଜି ଶ୍ରୀ ମାଝୀ ତାଙ୍କର ପରବର୍ତ୍ତୀ ରାଜନୈତିକ ନିଷ୍ପତ୍ତି ଘୋଷଣା କରିଥିଲେ । ସେ କହିଲେ ଯେ କଂଗ୍ରେସରେ ରହି ବାଟ ଚାଲିବା ସମ୍ଭବପର ହେଲା ନାହିଁ । ତେଣୁ ଦଳ ଛାଡ଼ିବାକୁ ବାଧ୍ୟ ହେଲି । ମୁଁ ବିଜେଡ଼ିରେ ମିଶିବି ।

ସେ କହିଥିଲେ, ରାଜ୍ୟରେ ନବୀନ ପଟ୍ଟନାୟକ ସ୍ଥିର ସରକାର ଜରିଆରେ ଗରିବ ଏବଂ ଜନକଲ୍ୟାଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ । ଏଥିପାଇଁ ଆମେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ସମ୍ପୂର୍ଣ୍ଣ ଭରସା ଅଛି । ଆମେ ସମସ୍ତେ ବିଜେଡ଼ିରେ ସାମିଲ ହୋଇ ନବୀନଙ୍କ ହାତମୁଠା ଆହୁରି ଟାଣ କରିବୁ । ନବୀନଙ୍କ ପ୍ରତିଶ୍ରୁତି ଓ କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ଗତିଶୀଳ କରିବାରେ ସାହାଯ୍ୟ କରିବୁ ।

ସୂଚନାଯୋଗୀ, କଂଗ୍ରେସର ଏହି ପୂର୍ବତନ ସାଂସଦ ବିଜେଡ଼ିରେ ମିଶୁଥିବା ନେଇ ବହୁ ଦିନ ଆଗରୁ ଚର୍ଚ୍ଚା ହୋଇ ଆସୁଥିଲା । ଗତ ୨୨ ତାରିଖରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଥିଲେ । ନିଜ ଅଞ୍ଚଳର ନେତା ଓ ସମର୍ଥକଙ୍କ ସହ ଆଲୋଚନା କରିବା ପରେ ଔପଚାରିକ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିରେ ଯୋଗଦେବେ ବୋଲି କହିଛନ୍ତି ।

ତାରିଖ କହି ନ ଥିଲେ ମଧ୍ୟ ଆଗାମୀ ଦୁଇ ତିନି ଦିନ ମଧ୍ୟରେ ଶ୍ରୀ ମାଝୀ ସମର୍ଥକମାନଙ୍କ ସହ ବିଜେଡ଼ିରେ ଯୋଗଦେବେ ବୋଲି ଜଣାପଡ଼ିଛି ।

Previous Post

ବିଜେପି ମହିଳା ବ୍ରିଗେଡ୍ ର ଶକ୍ତି ପ୍ରଦର୍ଶନ

Next Post

କନେଷ୍ଟବଳ ପ୍ରସନ୍ନ ଚାକିରିରୁ ବିଦା

Next Post
କନେଷ୍ଟବଳ ପ୍ରସନ୍ନ ଚାକିରିରୁ ବିଦା

କନେଷ୍ଟବଳ ପ୍ରସନ୍ନ ଚାକିରିରୁ ବିଦା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA