Wednesday, April 22, 2026 08:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଲାଞ୍ଚୁଆ ପ୍ରଶାନ୍ତ ରାଉତ ଚାକିରିରୁ ବିଦା

ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

by Our Correspondent
27 Jun, 2023- 01:06 PM
in Latest News, News
1 min read
0
ଲାଞ୍ଚୁଆ ପ୍ରଶାନ୍ତ ରାଉତ ଚାକିରିରୁ ବିଦା

ଭୁବନେଶ୍ୱର: ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କୁ ରାଜ୍ୟ ସରକାର ଆଜି ଚାକିରିରୁ ବିଦା କରିଛନ୍ତି । ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ୩ ଦିନ ତଳେ ଏହି ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘରେ ଭିଜିଲାନସ୍ ଚଢ଼ଉ କରି ପେଟି ପେଟି ଟଙ୍କା ଠାବ କରିଥିଲା । ଘରୁ ମିଳିଥିବା ନଗଦ ୩ କୋଟି ୧୬ ଲକ୍ଷ ଟଙ୍କାକୁ ମିଶାଇ ତାଙ୍କର ୫ କୋଟିରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି ଆକଳନ କରାଯାଇଛି । ଯାହା ତାଙ୍କ ଆୟର ୫୦୬ ପ୍ରତିଶତ ଅଧିକ ବୋଲି ଦର୍ଶାଯାଇଛି । ଗତ ୨୪ ତାରିଖରେ ଏହି ବାବୁଙ୍କୁ ଭିଜିଲାନସ୍ ଗିରଫ କରି ଜେଲ୍ ପଠାଇଛି ।

ଗିରଫ ହୋଇ ଜେଲ୍ ଯିବା ଏହି ଲାଞ୍ଚୁଆ ବ୍ୟକ୍ତିଙ୍କ ପାଇଁ ନୂଆ ନୁହେଁ । ଏଥରକୁ ମିଶାଇ ୩ ଥର ସେ ଜେଲ୍ ଯାଇଛନ୍ତି । ୨୦୧୦ ରେ ସେ ଯାଜପୁର ଦାନଗଦିରେ ଚାକିରି କରିଥିଲା ବେଳେ ଏକ ଲାଞ୍ଚ ମାମଲାରେ ଗିରଫ ହୋଇଥିଲେ । ୨୦୧୮ ମସିହାରେ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକ୍ ବିଡିଓ ଥିବା ବେଳେ ଜଣଙ୍କଠାରୁ ୧ ଲକ୍ଷ ଲାଞ୍ଚ ନେଲାବେଳେ ଭିଜିଲାନସ୍ ହାତରେ ଧରାପଡ଼ି ଜେଲ୍ ଯାଇଥିଲେ । ଏହି ମାମଲାରେ ଗିରଫ ହୋଇ ଚାକିରିରୁ ନିଲମ୍ବିତ ମଧ୍ୟ ହୋଇଥିଲେ । ତେବେ ନିଲମ୍ବନ ହଟିବା ପରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଭାବେ ସେ ଅବସ୍ଥାପିତ ହେବା ସମସ୍ତଙ୍କୁ ଚକିତ କରିଥିଲା ।

ଏଭଳି ଜଣେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପୃଷ୍ଠପୋଷକ କିଏ ବୋଲି ବିରୋଧୀ ଦଳ ପ୍ରଶ୍ନ କରି ରାଜ୍ୟ ସରକାରଙ୍କୁ ଘେରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁର୍ନୀତିଗ୍ରସ୍ତଙ୍କ ଅଧିକାରୀଙ୍କ ଉପରେ କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି । ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ବାର୍ତ୍ତା ଦେଇଛନ୍ତି ।

 

Previous Post

ମୋର ସଚିବ ପାଣ୍ଡିଆନ ବାବୁଙ୍କୁ ମୁଁ ପଠେଇଛି: ମୁଖ୍ୟମନ୍ତ୍ରୀ

Next Post

ଏଠି ପାରିଲେନି, ଦିଲ୍ଲୀ ଗଲେ

Next Post
ଏଠି ପାରିଲେନି, ଦିଲ୍ଲୀ ଗଲେ

ଏଠି ପାରିଲେନି, ଦିଲ୍ଲୀ ଗଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA