Sunday, September 27, 2026 09:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସ୍ଥିତି ଅସମ୍ଭାଳ: ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ପାର୍

ଦେଶରେ ସଂକ୍ରମଣ ୩ ଲକ୍ଷ ପାର୍

by Our Correspondent
22 Apr, 2021- 10:46 AM
in Health, Latest News, News
1 min read
0
ସ୍ଥିତି ଅସମ୍ଭାଳ: ରାଜ୍ୟରେ ଦୈନିକ ସଂକ୍ରମଣ ୬ ହଜାର ପାର୍

ଭୁୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ଭୟଙ୍କର ଭାବେ ମାଡ଼ି ଚାଲିଛି । ତିନି ଦିନ ଧରି ରାଜ୍ୟରେ ଦୈନିକ ସଂକ୍ରମଣ ୪ ହଜାର ଉପରେ ଥିଲା । ଆଜି ସିଧାସଳଖ ୬ ହଜାରକୁ ଡେଇଁଛି । ଗତ ୨୪ ଘଣ୍ଟାରେ ୩୦ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୬୧୬୪ ପଜିଟିଭ୍ । କରୋନା ସଂକ୍ରମଣରେ ଏହା ରାଜ୍ୟର ନୂଆ ରେକର୍ଡ । ଖୋର୍ଦ୍ଧା ଜିଲ୍ଲାରୁ ରେକର୍ଡ ସଂଖ୍ୟକ ସର୍ବାଧିକ ୧୧୩୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆପଡ଼ା ଜିଲ୍ଲାରୁ ୪୫୯, କଳାହାଣ୍ଡିରୁ ୪୫୨, ସୁନ୍ଦରଗଡ଼ରୁ ୪୨୭, କଟକରୁ ୩୬୦ ଏବଂ ଝାରସୁଗୁଡ଼ାରୁ ୩୫୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟାମୋଟି ଏହି ପଜିଟିଭ୍ ତାଲିକାରେ କ୍ୱାରେଣ୍ଟାଇନ୍ ରୁ ୩୫୭୫ ଏବଂ ଲୋକାଲ୍ କଣ୍ଟାକ୍ଟ ରୁ ଅଛନ୍ତି ୨୫୮୯ ।

ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୮,୪୭୯ ହୋଇଥିଲା ବେଳେ ଆକ୍ଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୩୫,୦୭୫ ।

ସୂଚନାଥାଉକି, ଗତବର୍ଷ ସେପ୍ଟେମ୍ବର ୨୫ ତାରିଖରେ ରାଜ୍ୟରେ ସର୍ବାଧିକ ୪୩୫୬ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହା ରେକର୍ଡ ଥିଲା । ମାତ୍ର ଦ୍ୱିତୀୟ ଲହର କରୋନା ଏହି ରେକର୍ଡକୁ ବହୁତ ପଛରେ ପକାଇ ଦେଇଛି । ଚଳିତବର୍ଷ ମାର୍ଚ୍ଚ ୧୯ ରୁ ସଂକ୍ରମଣ ବଢ଼ି ବଢ଼ି ଏବେ ୬ ହଜାର ପାର୍ କରିସାରିଛି ।

କରୋନା ମୃତ୍ୟୁସଂଖ୍ୟା ବି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତୁ୍ୟ ହୋଇଥିଲା ବେଳେ କଳାହାଣ୍ଡି, କନ୍ଧମାଳ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୧୯୬୫ କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଦେଶରେ ମଧ୍ୟ ସଂକ୍ରମଣ ହୁ ହୁ ବଢ଼ି ଆଜି ସବୁ ରେକର୍ଡ ଭାଙ୍ଗିଛି । ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍ ହୋଇଛି । ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୩,୧୪, ୮୩୫ ପଜିଟିଭ୍ । ମହାରାଷ୍ଟ୍ରରେ ୬୭,୪୬୮, ଉତ୍ତର ପ୍ରଦେଶରେ ୩୩,୧୦୬ ଏବଂ ଦିଲ୍ଲୀରେ ୨୪, ୬୩୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଣ୍ଟାରେ ୨୧୦୪ ଜଣଙ୍କର ମୃତ୍ୟୁ ହୋଇଛି ।

ଆଜି କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ

ଅନୁଗୁଳ-୧୩୬, ବାଲେଶ୍ୱର-୭୮, ବରଗଡ଼-୨୩୬, ଭଦ୍ରକ-୭୧, ବଲାଙ୍ଗୀର-୨୨୬, ବୌଦ୍ଧ-୩୮, କଟକ-୩୬୦, ଦେବଗଡ଼-୩୧, ଢ଼େଙ୍କାନାଳ-୧୭, ଗଜପତି-୫୫, ଗଞ୍ଜାମ-୧୩୫, ଜଗତସିଂହପୁର-୬୩, ଯାଜପୁର-୧୫୪, ଝାରସୁଗୁଡ଼ା-୩୫୫, କଳାହାଣ୍ଡି-୪୫୨, କନ୍ଧମାଳ-୨୩, କେନ୍ଦ୍ରାପଡ଼ା-୪୮, କେଉଁଝର-୨୦୫, ଖୋର୍ଦ୍ଧା- ୧୧୩୨, କୋରାପୁଟ-୪୫, ମାଲକାନଗିରି-୧୬, ମୟୁରଭଞ୍ଜ-୧୩୬, ନବରଙ୍ଗପୁର-୨୦୭, ନୟାଗଡ଼-୯୯, ନୂଆପଡ଼ା-୪୫୯, ପୁରୀ-୨୮୬, ରାୟଗଡ଼ା-୧୦୫, ସମ୍ବଲପୁର-୨୨୯, ସୋନପୁର-୯୯, ସୁନ୍ଦରଗଡ଼-୪୨୭,ଷ୍ଟେଟ୍ ପୁଲ୍-୨୪୧ ।

Previous Post

ଅକ୍ସିଜେନ୍ ମିଳିଲାନି, ଛଟପଟରେ ମଲେ ୨୨ କରୋନା ରୋଗୀ

Next Post

କରୋନାରେ ପ୍ରାଣ ହରାଇଲେ ସୀତାରାମ୍ ୟେଚୁରୀଙ୍କ ୩୪ ବର୍ଷୀୟ ପୁଅ

Next Post
କରୋନାରେ ପ୍ରାଣ ହରାଇଲେ ସୀତାରାମ୍ ୟେଚୁରୀଙ୍କ ୩୪ ବର୍ଷୀୟ ପୁଅ

କରୋନାରେ ପ୍ରାଣ ହରାଇଲେ ସୀତାରାମ୍ ୟେଚୁରୀଙ୍କ ୩୪ ବର୍ଷୀୟ ପୁଅ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA