Friday, May 1, 2026 12:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News Health

୭ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଟିପିଆର୍ ୧୦.୨୪%

by Our Correspondent
11 Jan, 2022- 10:42 AM
in Health, Latest News, News
1 min read
0
୭ ହଜାର ଡେଇଁଲା ଦୈନିକ ସଂକ୍ରମଣ, ଟିପିଆର୍ ୧୦.୨୪%

ଭୁବନେଶ୍ୱର: ଗତକାଲି ରାଜ୍ୟରେ ୪୮୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଟେଷ୍ଟ ପଜିଟିଭିଟି ହାର ଥିଲା ୬.୫% । ଆଜି ତାହା ୭ ହଜାର ଡେଇଁ ଟେଷ୍ଟ ପଜିଟିଭିଟି ହାର ୧୦.୨୪% କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯, ୦୧୮ ଜଣଙ୍କର ନମୁନା ପରୀକ୍ଷା ହୋଇଥିଲା । ସେମାନଙ୍କ ମଧ୍ୟରୁ ୭,୦୭୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୧୮ ବର୍ଷରୁ କମ୍ ବର୍ଗରେ ଅଛନ୍ତି ୭୦୭ ଆକ୍ରାନ୍ତ । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରେଣ୍ଟାଇନ୍ ରୁ ୪୧୨୮ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୯୪୩ ଅଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୨୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ଆକ୍ଟିଭ୍ ସଂକ୍ରମିତଙ୍କ ସଂଖ୍ୟା ୨୭,୨୧୬ ରେ ପହଞ୍ଚିଛି ।

କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ

ଅନୁଗୁଳ-୮୩, ବାଲେଶ୍ୱର-୧୯୮, ବରଗଡ଼-୮୫, ଭଦ୍ରକ-୫୪, ବଲାଙ୍ଗୀର-୧୯୦, ବୌଦ୍ଧ-୨୦, କଟକ-୫୦୫, ଦେବଗଡ଼-୧୮, ଢ଼େଙ୍କାନାଳ-୫୫, ଗଜପତି-୪୫, ଗଞ୍ଜାମ-୧୧୧, ଜଗତସିଂହପୁର-୬୦, ଯାଜପୁର-୧୩୦, ଝାରସୁଗୁଡ଼ା-୧୪୩, କଳାହାଣ୍ଡି-୭୩, କନ୍ଧମାଳ-୧୮, କେନ୍ଦ୍ରାପଡ଼ା-୨୭, କେନ୍ଦୁଝର-୬୫, ଖୋର୍ଦ୍ଧା-୨୨୨୬, କୋରାପୁଟ-୧୦୭, ମାଲକାନଗିରି-୬, ମୟୁରଭଞ୍ଜ-୨୦୧, ନବରଙ୍ଗପୁର-୯୫, ନୟାଗଡ଼-୩୫, ନୂଆପଡ଼ା-୨୬, ପୁରୀ-୧୫୬, ରାୟଗଡ଼ା-୩୬, ସମ୍ବଲପୁର-୬୦୯, ସୋନପୁର-୬୧, ସୁନ୍ଦରଗଡ଼-୧୧୪୭ ଏବଂ ଷ୍ଟେଟ୍ ପୁଲ-୪୮୬ ।

ଅନ୍ୟପକ୍ଷରେ ଦେଶରେ ଦୈନିକ ସଂକ୍ରମଣ ହାରରେ ହ୍ରାସ୍ ହୋଇଛି । ଗତକାଲି ଟେଷ୍ଟ ପଜିଟିଭିଟି ରେଟ୍ ୧୩.୨୯% ଥିଲା ବେଳେ ଆଜି ତାହା ୧୦.୬୪% କୁ ହ୍ରାସ୍ ପାଇଛି । ଗତ ୨୪ ଘଣ୍ଟାରେ ଦେଶରେ ୧,୬୮, ୦୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୩୩,୪୭୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପଶ୍ଚିମବଙ୍ଗରେ ୧୯,୨୮୬, ଦିଲ୍ଲୀରେ ୧୯,୧୬୬, ତାମିଲନାଡୁରେ ୧୩,୯୯୦ ଏବଂ କର୍ଣ୍ଣାଟକରେ ୧୧,୬୯୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Previous Post

ଚାକିରି ପାଇଁ ବୟସ ସୀମା ୫ ବର୍ଷ ବଢ଼ିଲା

Next Post

ପୂର୍ବତନ ମନ୍ତ୍ରୀ ଦୁର୍ଯୋଧନ ମାଝୀଙ୍କ ପରଲୋକ

Next Post
ପୂର୍ବତନ ମନ୍ତ୍ରୀ ଦୁର୍ଯୋଧନ ମାଝୀଙ୍କ ପରଲୋକ

ପୂର୍ବତନ ମନ୍ତ୍ରୀ ଦୁର୍ଯୋଧନ ମାଝୀଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA