Friday, September 4, 2026 11:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜଧାନୀ ବଜାର ଦଖଲ ପାଇଁ ଡାଲମିଆର ବଡ଼ ବାଜି

by Our Correspondent
03 Sep, 2026- 08:07 PM
in Business & Economy, Latest News, News
1 min read
0
ରାଜଧାନୀ ବଜାର ଦଖଲ ପାଇଁ ଡାଲମିଆର ବଡ଼ ବାଜି

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ସିଏନ୍ଏଫ୍ ସଞ୍ଜୀବ ନାୟକଙ୍କ ଉପରେ ଭରସା ବଢାଇଛି ଡାଲମିଆ ସିମେଣ୍ଟ ଭାରତ ଲିମିଟେଡ୍। କମ୍ପାନୀ ପକ୍ଷରୁ ରାଜ୍ୟ ରାଜଧାନୀ ଭୁବନେଶ୍ୱରର ତିନୋଟି ଗୁରୁତ୍ୱପୂର୍ଣ୍ଣ ଡିପୋ ମଞ୍ଚେଶ୍ୱର, ସାମନ୍ତରାୟପୁର, ପାତ୍ରପଡ଼ା ଏବଂ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ଡିପୋର ସିଏନ୍ଏଫ୍ ଦାୟିତ୍ୱ ତାଙ୍କୁ ପ୍ରଦାନ କରାଯାଇଛି।

ପୂର୍ବରୁ ସଞ୍ଜୀବ ନାୟକ ୬ଟି ଡିପୋକୁ ସଫଳତାର ସହ ପରିଚାଳନା କରୁଥିଲେ। ସେଗୁଡ଼ିକ ହେଲା- କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ଯାଜପୁର ଜିଲ୍ଲାର ଯାଜପୁର ଓ ଧାନମଣ୍ଡଳ, ଏବଂ ପୁରୀ ଜିଲ୍ଲାର ପିପିଲି, ଚାରିଛକ ଏବଂ ଚନ୍ଦନପୁର। ଗତ କିଛି ବର୍ଷ ମଧ୍ୟରେ ଅଡିଟ୍, ବିକ୍ରି ବୃଦ୍ଧି, ପରିବହନ, ଭଣ୍ଡାର ପରିଚାଳନା ଏବଂ ବ୍ୟବସାୟୀ ସେବା କ୍ଷେତ୍ରରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନକୁ ଦୃଷ୍ଟିରେ ରଖି କମ୍ପାନୀ ତାଙ୍କୁ ରାଜଧାନୀ ଭଳି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବଜାରର ଦାୟିତ୍ୱ ଦେଇଛି। ଏହି ନୂଆ ନିଷ୍ପତ୍ତି ପରେ ତାଙ୍କ ଅଧୀନରେ ମୋଟ ସିଏନ୍ଏଫ୍ ଡିପୋ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

୧୯୩୯ ମସିହାରେ ଶିଳ୍ପପତି ସ୍ୱର୍ଗତ ଜୟଦୟାଲ ଡାଲମିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଡାଲମିଆ ସିମେଣ୍ଟ ଆଜି ଦେଶର ଚତୁର୍ଥ ବୃହତ୍ତମ ସିମେଣ୍ଟ ଗୋଷ୍ଠୀ। ବର୍ତ୍ତମାନ କମ୍ପାନୀର ୧୦ଟି ରାଜ୍ୟରେ ୧୫ଟି କାରଖାନା ଏବଂ ୪୬ ଦଶମିକ ୬ ନିୟୁତ ଟନ୍ ବାର୍ଷିକ ଉତ୍ପାଦନ କ୍ଷମତା ରହିଛି। କମ୍ପାନୀର ୩୩ ହଜାରରୁ ଅଧିକ ବ୍ୟବସାୟୀ ଜାଲ ସହ ୨୨ଟି ରାଜ୍ୟରେ ସେବା ଯୋଗାଉଛି। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର ଏବଂ ଝାଡ଼ଖଣ୍ଡ – ଏହି ଚାରି ପୂର୍ବାଞ୍ଚଳ ରାଜ୍ୟର ପ୍ରତ୍ୟେକରେ କାରଖାନା ଥିବା ଏକମାତ୍ର କମ୍ପାନୀ ହେଉଛି ଡାଲମିଆ। ଏହା ଦେଶର ସବୁଠାରୁ ବଡ଼ ସ୍ଲାଗ୍ ସିମେଣ୍ଟ ଉତ୍ପାଦନକାରୀ ଏବଂ ବିଶ୍ୱର ସବୁଠାରୁ କମ୍ ଅଙ୍ଗାରକ ନିର୍ଗମନ କରୁଥିବା ସିମେଣ୍ଟ କମ୍ପାନୀ।

ଭାରତର ପ୍ରଥମ କମ୍ପାନୀ ଭାବେ ଶହେ ପ୍ରତିଶତ ଅକ୍ଷୟ ଶକ୍ତି, ଶକ୍ତି ଦକ୍ଷତା ଏବଂ ବୈଦ୍ୟୁତିକ ଯାନ ପ୍ରତିଜ୍ଞାରେ ସାମିଲ ହୋଇ ୨୦୪୦ ସୁଦ୍ଧା ଅଙ୍ଗାରକ ନେଗେଟିଭ୍ ହେବା କମ୍ପାନୀ ଲକ୍ଷ୍ୟ ରଖିଛି। ଡାଲମିଆ ସିମେଣ୍ଟ, ଡାଲମିଆ ଡିଏସ୍ପି ଏବଂ କୋଣାର୍କ ବ୍ରାଣ୍ଡ ମାଧ୍ୟମରେ ଆରସିଏଫ୍ ମଜବୁତ୍ ତ ଘର ମଜବୁତ୍ ମନ୍ତ୍ରରେ ପ୍ରତ୍ୟେକ ଓଡ଼ିଆ ଘରକୁ ମଜବୁତ କରିବା ଏହାର ଲକ୍ଷ୍ୟ ବୋଲି କୁହାଯାଇଛି।

Previous Post

ବନ୍ୟା ସହାୟତା ପ୍ରଦାନରେ ପାତରଅନ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA