Tuesday, April 28, 2026 05:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭାଣ୍ଡିଆ ହେଲେ ଦେବାଶିଷ ନାୟକ

ବିଜେପି ଛାଡ଼ି କଂଗ୍ରେସରେ ମିଶିଲେ

by Our Correspondent
04 May, 2024- 06:44 PM
in Latest News, News, Politics
1 min read
0
ଭାଣ୍ଡିଆ ହେଲେ ଦେବାଶିଷ ନାୟକ

ଭୁବନେଶ୍ୱର: ଏକଦା ବିଜେଡିର ଥିଲେ ହେଭିୱେଟ୍ ନେତା । ନିଜର ଥିଲା ସ୍ୱତନ୍ତ୍ର ପରିଚୟ । ବିନା କ୍ଷମତାରେ ଘରେ ବସି ରହିଲେ ବି ସମ୍ମାନ ମିଳୁଥିଲା । ମାତ୍ର ଖଣ୍ଡେ ଟିକେଟ୍ ପାଇଁ ବାରଦ୍ୱାର ହୋଇ ନିଜର ଇଜ୍ଜତକୁ ଶେଷରେ ମାଟିରେ ମିଶେଇଦେଲେ । ଗେରୁଆ ଟୋପି ପିନ୍ଧି ଯେଉଁ ଦମ୍ଭରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଗାଳିମନ୍ଦ କଲେ, ସେହି ଦମ୍ଭ ନିମିଷକେ ଚୂନା ହୋଇଗଲା । ନବୀନଙ୍କ ବିରୋଧରେ ଚୋଖା ଭାଷଣ ଦେଇ ବିଜେପି ହାଇକମାଣ୍ଡଙ୍କ ପାଖ ହେବାକୁ ଚାହୁଁଥିବା ଏହି ନେତାଙ୍କୁ ତାଙ୍କ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିବାକୁ ଦଳ ଅଯୋଗ୍ୟ ମଣିଲା । ଏହା ତାଙ୍କୁ ଭୀଷଣ ଅପମାନିତ କଲା । ଅପମାନ ଓ ଲାଜରେ ଜର୍ଜରିତ ହୋଇ ଶେଷରେ କଂଗ୍ରେସରେ ମିଶିଛନ୍ତି । ସେଥିରେ ନୀତି ଆଦର୍ଶର କଥା ନାହିଁ । ଅଛି କେବଳ ଟିକେଟ୍ ହାତେଇବାର ଇଚ୍ଛା ।

ଆମେ କହୁଛୁ, ଦେବାଶିଷ ନାୟକଙ୍କ କଥା । ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଖାସ୍ ଅନୁଗତ ଏହି ବାବୁ ୨୦୦୦ ମସିହାରୁ କ୍ରମାଗତ ୪ ଥର ବରୀରୁ ବିଧାୟକ ହୋଇଥିଲେ । ନବୀନ ସରକାରଙ୍କ ଦ୍ୱିତୀୟ ପାଳିରେ୨୦୦୪ ରୁ ୨୦୦୮ ପର୍ଯ୍ୟନ୍ତ ସେ କ୍ରୀଡ଼ା ଓ ଯୁବ କଲ୍ୟାଣ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ମନ୍ତ୍ରୀ ଥିଲେ । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ମତାନ୍ତର ହେବାରୁ ୨୦୧୯ ରେ ବରୀରୁ ଟିକେଟ୍ କଟିଥିଲା । ମଝିରେ ମଝିରେ ଟିଭି କ୍ୟାମେରା ଆଗରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଷ ଓଗାଳୁଥିଲେ । ଗଲା ଫେବ୍ରୁଆରୀ ୨୫ ତାରିଖରେ ବିେଜେପି ଅଫିସ ଆସି ମନମୋହନ ସାମଲଙ୍କ ହାତରୁ ଗେରୁଆ ଟୋପି ପିନ୍ଧିଥିଲେ । ପଦ୍ମ ମାର୍କା ଉତ୍ତରୀୟ ପିନ୍ଧି ବିଜେପିରେ ଦୀକ୍ଷିତ ହୋଇଥିଲେ ।

ଭାବିଥିଲେ ବରୀରୁ ଟିକେଟ୍ ଟା ଥୟ । ମାତ୍ର ତାଙ୍କ ଭାବନା ଭାବନାରେ ରହିଗଲା । ବିଜେପି ତାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଯୋଗ୍ୟ ମଣିଲା ନାହିଁ । ଏହା ଦେବାଶିଷଙ୍କ ମୁହଁ ପୋଡ଼ିିଦେଲା । ଲାଜରେ କାହାରି ମୁହଁ ଚାହିଁପାରିଲେ ନାହିଁ ।

ନିଜର ଇଜ୍ଜତ ବଞ୍ଚାଇବାକୁ କଂଗ୍ରେସ ସହ ଯୋଗସୂତ୍ର ରଖିଲେ । ପିସିସି ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଡ. ଅଜୟ କୁମାରଙ୍କ ଶରଣ ପଶିଲେ । ସମ୍ଭବତଃ ସେମାନଙ୍କଠାରୁ ବରୀ ଟିକେଟ୍ ର ପ୍ରତିଶ୍ରୁତି ପାଇ ଆଜି କଂଗ୍ରେସରେ ଯୋଗଦେଇଛନ୍ତି ।

Previous Post

ପାର୍ଟି ଫଣ୍ଡିଂ କଲାନି; ଟିକେଟ ଫେରାଇଲେ ସୁଚରିତା

Next Post

ନିଆରା ଶୈଳୀରେ ନବୀନଙ୍କ ପ୍ରଚାର

Next Post
ନିଆରା ଶୈଳୀରେ ନବୀନଙ୍କ ପ୍ରଚାର

ନିଆରା ଶୈଳୀରେ ନବୀନଙ୍କ ପ୍ରଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA