ଭୁବନେଶ୍ୱର: ଆଜି ଅପରାହ୍ଣରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ ସଭାଗୃହରେ ସାରା ଓଡ଼ିଶାର ଘରୋଇ ଡାକ୍ତରଖାନା ଓ କର୍ପୋରେଟ ଡାକ୍ତରଖାନାର ଉଦ୍ୟୋକ୍ତା ଓ ସିଇଓମାନଙ୍କ ଏକ ଜରୁରୀ ବୈଠକ ବସିଥିଲା । ସଦ୍ୟ ରାଜ୍ୟ ସରକାର ଲାଗୁ କରିଥିବା ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତର କାର୍ଯ୍ୟକାରିତା ନେଇ ଏଥିରେ ଘୋର ଉଦ୍ବେଗ ପ୍ରକାଶ ପାଇଛି ।








