Wednesday, September 30, 2026 10:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ : ଅଚ୍ୟୁତ ସାମନ୍ତ

ସଂସଦରେ କୋଭିଡ୍‍ ଆଲୋଚନା

by Our Correspondent
02 Dec, 2021- 09:40 PM
in News
1 min read
0
କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଉଦାହରଣ : ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: କୋଭିଡ୍‍ ପରିଚାଳନାରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରି ସମଗ୍ର ଦେଶ ପାଇଁ ଉଦାହରଣ ପାଲଟିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଆଜି ଲୋକସଭାରେ ପ୍ରକାଶ କରିଛନ୍ତି। କୋଭିଡ୍‍ ଉପରେ ଆଲୋଚନାରେ ବିଜୁ ଜନତା ଦଳ ପକ୍ଷରୁ ଅଂଶଗ୍ରହଣ କରି ଶ୍ରୀ ସାମନ୍ତ କୋଭିଡ୍‍ ଯୋଦ୍ଧା ସମସ୍ତ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମୀ, ପୋଲିସ୍‍ ଓ ସାମ୍ବାଦିକଙ୍କ କାର୍ଯ୍ୟ ପାଇଁ ସେମାନଙ୍କୁ କୃତଜ୍ଞତା ଜଣାଇବା ସହ ମୃତ୍ୟୁବରଣ କରିଥିବା କାର୍ଯ୍ୟରତ କରୋନା ଯୋଦ୍ଧାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଉତ୍ତମ କୋଭିଡ୍‍ ପରିଚାଳନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ପ୍ରଶାସନକୁ ସେମାନଙ୍କ କାର୍ଯ୍ୟକୁ ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଥିଲେ। ଏହା ସହ କୋଭିଡ୍‍ ସମୟରେ ସମସ୍ତ ଭାରତୀୟ ଶୃଙ୍ଖଳିତ ଭାବେ ସଚେତନ ରହିବା ସହ କୋଭିଡ୍‍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିଥିବାରୁ ଶ୍ରୀ ସାମନ୍ତ ଭାରତୀୟଙ୍କୁ ଧନ୍ୟବାଦ ଜଣାଇଥିଲେ।

କୋଭିଡ୍‍ ପରିଚାଳନାରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରାକୁ ସଂସଦରେ ଶ୍ରୀ ସାମନ୍ତ ଉଚ୍ଚ ପ୍ରଶଂସା କରିବା ସହ ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକମାନଙ୍କ କାର୍ଯ୍ୟ ଅଭିନନ୍ଦନୀୟ ବୋଲି କହିବା ସହ ଏ ନେଇ ବିସ୍ତୃତ ତଥ୍ୟ ରଖିଥିଲେ। ଓଡ଼ିଶାରେ କରୋନା ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ସମ୍ମୁଖ ଯୋଦ୍ଧା ଭାବେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ମିଶନ ଶକ୍ତିର ମୋ ଜୀବନ କାର୍ଯ୍ୟକ୍ରମରେ ସେମାନେ ଗାଁ ଗାଁ ବୁଲି କରୋନା ଉପରେ ଲୋକଙ୍କୁ ସଚେତନ କରାଇବା ସହ ଲକ୍ଷ ଲକ୍ଷ ମାସ୍କ ତିଆରି କରି ବଣ୍ଟନ କରିଥିଲେ। ଏହା ବ୍ୟତୀତ ତାଲାବନ୍ଦ ସମୟରେ ମାଗଣା ରୋଷଶାଳା ମାଧ୍ୟମରେ ଗ୍ରାମାଞ୍ଚଳର ହଜାର ହଜାର ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବା ସହ ଲୋକଙ୍କ ଘରେ ପନିପରିବା ପହଞ୍ଚାଇ ପାରିଥିଲେ।

କୋଭିଡ୍‍ ସମୟରେ କରୋନା ମୁକାବିଲା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପ୍ରୟାସର ଉଦାହରଣ ଦେବା ସହ ମହାମାରୀ ସମୟରେ ଉନ୍ନୟନ କାର୍ଯ୍ୟକୁ ମଧ୍ୟ ସରକାର ବନ୍ଦ କରି ନ ଥିଲେ ବୋଲି ଶ୍ରୀ ସାମନ୍ତ କହିଥିଲେ। କରୋନା କାଳରେ ରାଜ୍ୟ ସରକାର ୫ଟି ଅଧୀନରେ ମୋ ସ୍କୁଲଠାରୁ ଆରମ୍ଭ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ସରକାର କାର୍ଯ୍ୟକାରୀ କରାଇଥିବା ଶ୍ରୀ ସାମନ୍ତ ଉଦାହରଣ ଦେଇଥିଲେ।

Previous Post

ଭାରତରେ ପଶିଲା ‘ଓମିକ୍ରନ୍’ ଭାରିଏଣ୍ଟ

Next Post

ମମିତା ମାମଲାରେ ମୁହଁ ଖୋଲିଲେ ନବୀନ

Next Post
ମମିତା ମାମଲାରେ ମୁହଁ ଖୋଲିଲେ ନବୀନ

ମମିତା ମାମଲାରେ ମୁହଁ ଖୋଲିଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA