Sunday, July 19, 2026 04:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହାଜର ହେଲେ ମନୋଜ ମିଶ୍ର

ସିଏମଓରୁ ଫାଇଲ୍ ଗାଏବ ମାମଲା

by Our Correspondent
18 Jul, 2026- 07:28 PM
in Latest News, News
1 min read
0
ହାଜର ହେଲେ ମନୋଜ ମିଶ୍ର

ଭୁବନେଶ୍ୱର: କ୍ୟାପିଟାଲ୍ ଥାନାରେ ଆଜି ହାଜର ହୋଇଥିଲେ ପୂର୍ବତନ ଆଇଟି ସଚିବ ମନୋଜ ମିଶ୍ର । ୪ ଦିନ ଆଗରୁ ସେ ଥାନାରେ ହାଜର ହୋଇ ପୁଲିସ ତଦନ୍ତର ସାମନା କରିଛନ୍ତି । ମାମଲାର ତଦନ୍ତକାରୀ ଅଧିକାରୀ ତାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଦୁଇଟି ଫାଇଲ୍ ଗାଏବ ମାମଲାରେ କମିଶନରେଟ୍ ପୁଲିସ ପକ୍ଷରୁ ତାଙ୍କୁ ଏବଂ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ପୂର୍ବତନ ପ୍ରମୁଖ ସଚିବ ତଥା ଅବସରପ୍ରାପ୍ତ ଆଇଏଏସ୍ ରାଜେଶ ବର୍ମାଙ୍କୁ ୩ ଦିନ ତଳେ ସମନ୍ ଜାରି କରାଯାଇଥିଲା । ୨୨ ତାରିଖ ଦିନ ୧୧ଟାରେ କ୍ୟାପିଟାଲ ଥାନାରେ ହାଜର ହେବାକୁ କୁହାଯାଇଥିଲା ।

୨୦୦୮ରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ଏବଂ କନ୍ଧମାଳ ଦଙ୍ଗା ମାମଲାରେ ଜଷ୍ଟିସ୍ ଏ.ଏସ୍. ନାଇଡୁ ତଦନ୍ତ କମିସନ ରିପୋର୍ଟ ଏବଂ ୨୦୧୬ରେ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାର ଆରଡିସି ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ଯୁଗ୍ମ ସଚିବ ଶରତ ଚନ୍ଦ୍ର ମାରାଣ୍ଡି ଏ ନେଇ ଜୁନ୍ ୧୦ରେ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି । ଏତଲା ଆଧାରରେ କ୍ୟାପିଟାଲ ଥାନା ଗୃହ ବିଭାଗକୁ ଯାଇ ତନାଘନା କରିଥିଲେ । ଏହା ପରେ ଦୀର୍ଘ ମାସେ କାଳ ଚୁପ୍ ରହିବା ପରେ ପୁଲିସ ପକ୍ଷରୁ ଜୁଲାଇ ୧୬ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ସଂପୃକ୍ତ ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀଙ୍କୁ ସମନ୍ ପଠାଯାଇଥିଲା ।

ତଦନ୍ତରେ ପୁଲିସକୁ ସମ୍ପୂର୍ଣ୍ଣ ସହଯୋଗ କରାଯାଉଛି ବୋଲି କ୍ୟାପିଟାଲ ଥାନାରୁ ଫେରିଲା ପରେ ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ଆଇଟି ସଚିବ ଶ୍ରୀ ମିଶ୍ର । ତଦନ୍ତ ଚାଲୁଥିବାରୁ ଅଧିକ କିଛି କହିବାକୁ ସେ ମନା କରିଥିଲେ । ଆସନ୍ତା ୨୨ ତାରିଖରେ ଅବସରପ୍ରାପ୍ତ ଆଇଏଏସ୍ ରାଜେଶ ବର୍ମା ହାଜର ହେବେ ବୋଲି କ୍ୟାପିଟାଲ୍ ଥାନା ଆଇଆଇସି କହିଛନ୍ତି ।

Previous Post

ଲୋକଙ୍କ ପାଇଁ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ

Next Post

SCERT ଅଫିସରେ ଘାଣ୍ଟିଲା କ୍ରାଇମବ୍ରାଞ୍ଚ

Next Post
SCERT ଅଫିସରେ ଘାଣ୍ଟିଲା କ୍ରାଇମବ୍ରାଞ୍ଚ

SCERT ଅଫିସରେ ଘାଣ୍ଟିଲା କ୍ରାଇମବ୍ରାଞ୍ଚ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA