Wednesday, April 22, 2026 02:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବେଆଇନ୍‌ ନିଶା କାରବାର ରୋକିବାକୁ ଅବକାରୀ ବିଭାଗର ଜୋରଦାର ଚଢ଼ଉ

ଗତବର୍ଷ ତୁଳନାରେ ଏବର୍ଷ ଅଧିକ ସଫଳ

by Our Correspondent
06 Nov, 2021- 09:22 PM
in Latest News, News
1 min read
0
ବେଆଇନ୍‌ ନିଶା କାରବାର ରୋକିବାକୁ ଅବକାରୀ ବିଭାଗର ଜୋରଦାର ଚଢ଼ଉ

ଭୁବନେଶ୍ୱର : ନିଶା ସାମଗ୍ରୀର ବେଆଇନ୍‌ କାରବାରର କୁପ୍ରଭାବ ଉଭୟ ଯୁବଗୋଷ୍ଠୀ ଓ ସମାଜ ଉପରେ ପଡୁଥିବାବେଳେ ଏହାର ମୂଳୋତ୍ପାଟନ ଲାଗି ରାଜ୍ୟ ଅବକାରୀ ବିଭାଗ ନିର୍ଦ୍ଦେଶ ଦେଇଛି । ତଦନୁଯାୟୀ ଗୁଇନ୍ଦା ସୂଚନା ଆଧାରରେ ଅବକାରୀ ସ୍କ୍ୱାଡ୍‌ର ଧରପଗଡ ଏବେ କାମ ଦେଉଛି । କ୍ଷେତ୍ରସ୍ତରୀୟ ଅଧିକାରୀଙ୍କ ସକ୍ରିୟତା ଏବଂ ନିୟମିତ ଚଢଉ ଯୋଗୁଁ ଅଧିକରୁ ଅଧିକ ସଂଖ୍ୟାରେ ଅବକାରୀ ସାମଗ୍ରୀ ଜବତ ସହିତ ଏହି ବେଆଇନ୍‌ କାରବରେ ଲିପ୍ତ ଅପରାଧି ମଧ୍ୟ ଧରାପଡୁଛନ୍ତି ।

ଚଳିତବର୍ଷ ଅକ୍ଟୋବର ମାସରେ ବାଲେଶ୍ୱର ଜିଲ୍ଲାର ଅବକାରୀ ବିଭାଗ ୧.୫ କିଲୋ ବ୍ରାଉନସୁଗାର ଜବତ କରିଛନ୍ତି । ରାଜ୍ୟ ଅବକାରୀ ଗୁଇନ୍ଦା ସ୍କ୍ୱାଡ୍‌ ଜଳେଶ୍ୱର ଅଞ୍ଚଳରୁ ଏହା ଜବତ କରିବା ସହିତ ନିଶା ବାରବାରରେ ଜଡିତ ଜଣେ ଦୁର୍ଦ୍ଦାନ୍ତ ନିଶାବେପାରୀକୁକ ଗିରଫ କରିଛି । ସେହିଭଳି ବସ୍ତା ଥାନା ଅଞ୍ଚଳର ବିଦ୍ୟାଧରପୁରରୁ ୨.୧ କିଲୋ ବ୍ରାଉନସୁଗାର ଜବତ ସହିତ ଦୁଇଜଣ ଦୁର୍ଦ୍ଦାନ୍ତ ନିଶା ବେପାରୀଙ୍କୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୩କୋଟି ୬୦ଲକ୍ଷ ଟଙ୍କା ହେବ ।

ଅନୁରୂପ ଭାବେ ବ୍ରହ୍ମପୁର ଅବକାରୀ ଜିଲ୍ଲା ପକ୍ଷରୁ ୧୨୫୦ କିଲୋ ଗଞ୍ଜେଇ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୬୨.୫୦ ଲକ୍ଷ ଟଙ୍କା । ଏଥି ସହିତ ଗୋଟିଏ ଟ୍ରକ, ଗୋଟିଏ କାର ଏବଂ ୪ଜଣ ନିଶାବେପାରୀଙ୍କୁ ଗତ ସେପ୍ଟେମ୍ବର ମାସରେ ଗିରଫ କରାଯାଇଛି । ସେହି ମାସରେ କୋରାପୁଟ ଜିଲ୍ଲା ପଡୱା ଥାନା ଅଞ୍ଚଳରୁ ଅବକାରୀ ଟିମ୍‌ ପ୍ରାୟ ୪୨ଲକ୍ଷ ଟଙ୍କା ମୂଲ୍ୟର ୮୪୦ କିଲୋ ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି ।

ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅକ୍ଟୋବର ମାସ ମଧ୍ୟରେ ଅବକାରୀ ବିଭାଗ ପକ୍ଷରୁ ଗତବର୍ଷ ତୁଳନାରେ ଅଧିକ ପରିମାଣରେ ଅବକାରୀ ସାମଗ୍ରୀ ଜବତ ସହିତ ଅଧିକ ଏନ୍‌ଡିପିଏସ୍‌ ମାମଲା ରୁଜୁ କରିଛି । ୨୦୨୧-୨୨ ବର୍ଷରେ ଏହି ସମୟ ମଧ୍ୟରେ ୩୭୭ଟି ଅବକାରୀ ମାମଲା ରୁଜୁ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ମାତ୍ର ୧୧୬ଟି ଥିଲା । ସେହିଭଳି ଏହି ଏପ୍ରିଲ୍‌ରୁ ଅକ୍ଟୋବର ମଧ୍ୟରେ ୪୪୮ଜଣ ବ୍ୟକ୍ତିଙ୍କୁ ନିଶାକାରବାର ମାମଲାରେ ଗିରଫ କରାଯାଇଥିବାବେଳେ ୨୦୨୦-୨୧ ବର୍ଷର ଏହି ସମୟରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୧୪୨ ରହିଥିଲା । ମାମଲା ରୁଜୁ ଓ ଗିରଫ ବ୍ୟକ୍ତିଙ୍କ ଭଳି ଗଞ୍ଜେଇ, ବ୍ରାଉନସୁଗାର ଓ କଫସିରପ ଜବତ ପରିମାଣ ମଧ୍ୟ ବୃଦ୍ଧି ପାଇଛି । ୨୦୨୧-୨୨ ବର୍ଷରେ ଏପ୍ରିଲ୍‌ରୁ ଅକ୍ଟୋବର ମାସ ମଧ୍ୟରେ ୧୪୬ କୁଇଣ୍ଟାଲ ଗଞ୍ଜେଇ, ପ୍ରାୟ ୮କିଲୋ ବ୍ରାଉନସୁଗାର ଓ ୫୧୯ ଲିଟର କଫ ସିରପ ଜବତ ହୋଇଥିବାବେଳେ ୨୦୨୦-୨୧ ବର୍ଷର ଏପ୍ରିଲ୍‌ରୁ ଅକ୍ଟୋବର ମଧ୍ୟରେ ୩୪ କୁଇଣ୍ଟାଲ ଗଞ୍ଜେଇ ଓ ୬୦୭ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ସେହିବର୍ଷ କୌଣସି କଫସିରପ ଜବତ ହୋଇନଥିଲା ।

ରାଜ୍ୟ ଅବକାରୀ ନିର୍ଦ୍ଦେଶାଳୟ ଦ୍ୱାରା ସମସ୍ତ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖାଯିବା ସହିତ କାର୍ଯ୍ୟକ୍ଷମତାକୁ ସୁଦୃଢ କରିବା ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଯାହାର ଫଳ ସ୍ୱରୂପ ବ୍ୟାପକ ଚଢଉ, ଜବତ ଓ ଗିରଫଦାରୀ ଯୋଗୁଁ ଆଗାମୀ ଦିନରେ ରାଜ୍ୟରେ ଅବାକାରୀ ଚୋରା କାରବାର ହ୍ରାସ
ପାଇବ ବୋଲି ଆଶା କରାଯାଉଛି ।

Previous Post

ବିଜେଡ଼ିର ଜୋରଦାର କାଉଣ୍ଟର ଆଟାକ୍

Next Post

ମୋ ଝିଅ ଗୋବିନ୍ଦ ସାହୁ ସହ ରାୟପୁର କେବେବି ଯାଇ ନଥିଲା: ମମିତାଙ୍କ ବାପା

Next Post
ମୋ ଝିଅ ଗୋବିନ୍ଦ ସାହୁ ସହ ରାୟପୁର କେବେବି ଯାଇ ନଥିଲା: ମମିତାଙ୍କ ବାପା

ମୋ ଝିଅ ଗୋବିନ୍ଦ ସାହୁ ସହ ରାୟପୁର କେବେବି ଯାଇ ନଥିଲା: ମମିତାଙ୍କ ବାପା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA