Thursday, October 1, 2026 03:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋ ଝିଅ ଗୋବିନ୍ଦ ସାହୁ ସହ ରାୟପୁର କେବେବି ଯାଇ ନଥିଲା: ମମିତାଙ୍କ ବାପା

'ପୁଲିସ ତଦନ୍ତରେ ଆମେ ସନ୍ତୁଷ୍ଟ, ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ଅଛି'

by Our Correspondent
06 Nov, 2021- 11:43 PM
in Latest News, News
1 min read
0
ମୋ ଝିଅ ଗୋବିନ୍ଦ ସାହୁ ସହ ରାୟପୁର କେବେବି ଯାଇ ନଥିଲା: ମମିତାଙ୍କ ବାପା

ଭୁୁବନେଶ୍ୱର/ବଲାଙ୍ଗୀର: ମମିତା ମେହେର ହତ୍ୟା ଘଟଣାକୁ ନେଇ ବିରୋଧୀ ଦଳ ତମ୍ବିତୋଫାନ ଚଳାଇଥିବା ବେଳେ ଆଜି ତାଙ୍କ ପରିବାର ପକ୍ଷରୁ ଏକ ବଡ଼ ବୟାନ ଆସିଛି । ତାଙ୍କ ଝିଅର ଚରିତ୍ର ସଂହାର ବନ୍ଦ କରିବାକୁ ମମିତାଙ୍କ ବାପା ସୁଚନ୍ଦ୍ର ମେହେର ଏବଂ ବଡ଼ବାପା କୌଶିକ ମେହେର ବିରୋଧୀ ଦଳ ଏବଂ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ହାତଯୋଡି ଆକୁଳ ନିବେଦନ କରିଛନ୍ତି । ପୁଲିସ ତଦନ୍ତରେ ସେମାନେ ସନ୍ତୁଷ୍ଟ ବୋଲି କହିଥିଲା ବେଳେ ନ୍ୟାୟ ପାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସମ୍ପୂର୍ଣ୍ଣ ଭରସା ରଖିଛନ୍ତି । ଏହି ମାମଲାରେ ରାଜନୀତି ବନ୍ଦ କରିବାକୁ ବିରୋଧୀ ଦଳକୁ ସେମାନେ ନିବେଦନ କରିଛନ୍ତି ।

ମମିତାଙ୍କ ବାପା କହିଛନ୍ତି, ମୋ ଝିଅ ହତ୍ୟାକାରୀ ଗୋବିନ୍ଦ ସାହୁ ସହ କେବେ ବି ରାୟପୁର ଯାଇ ନ ଥିଲା । ମୋ ଝିଅର ଚରିତ୍ର ଉପରେ ଅଙ୍ଗୁଳି ଉଠା ନ ଯାଉ । ଝିଅର ଚରିତ୍ର ସଂହାର କରା ନ ଯାଉ । ରାଜନୈତିକ ଦଳ ଓ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏସବୁ ବନ୍ଦ କରନ୍ତୁ । ଆମ ପରିବାରକୁ ବଦନାମ କରିବା ଉଦ୍ୟମ ବନ୍ଦ ହେଉ । ମମିତାର ମୃତୁ୍ୟ ପରେ ଆମେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛୁ । ଆମକୁ ନ୍ୟାୟ ଦରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମକୁ ନ୍ୟାୟ ଦେବେ ବୋଲି ଭରସା ଅଛି । ପୁଲିସ ତଦନ୍ତରେ ଆମେ ସନ୍ତୁଷ୍ଟ । ଦୋଷୀକୁ ଫାଶୀଦଣ୍ଡରେ ଦଣ୍ଡିତ କରାଯିବା ଦରକାର ।

ସମାନ କଥା ଦୋହରାଇଛନ୍ତି ମମିତାଙ୍କ ବଡ଼ବାପା । ଏହି ଦୁଃଖଦ ମାମଲାକୁ ରାଜନୈତିକ ପ୍ରସଙ୍ଗ କରି ତାଙ୍କ ଝିଅ ଏବଂ ପରିବାରକୁ ବଦନାମ କରିବା ଉଦ୍ୟମ ବନ୍ଦ କରିବାକୁ ସେ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଗୋବିନ୍ଦ ସାହୁ ଏବଂ ମମିତା ମେହେରଙ୍କ ମଧ୍ୟରେ ବୁଝାମଣା ପାଇଁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଉଦ୍ୟମ କରିଥିବା ଏବଂ ମନ୍ତ୍ରୀଙ୍କ ରାୟପୁର ଘରେ ସେମାନଙ୍କ ମଧ୍ୟରେ ବୁଝାମଣା ବୈଠକ ହୋଇଥିଲା ବୋଲି ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଥମେ ଅଭିଯୋଗ ଆଣିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ସମାନ ପ୍ରସଙ୍ଗ ଉଠାଇଥିଲେ । ଏହାପରେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀଙ୍କ ରାୟପୁର ଘରେ ଥରେ ନୁହେଁ ବରଂ ଗୋବିନ୍ଦ-ମମିତାଙ୍କୁ ନେଇ ତିନିଥର ବୁଝାମଣା ବୈଠକ ବସିଥିଲା ବୋଲି ଅଭିଯୋଗ ଆଣିଥିଲେ । ଆଗାମୀ ଦିନରେ ଆହୁରି ବିସ୍ଫୋରକ ତଥ୍ୟ ପଦାକୁ ଆସିବ ବୋଲି ବିଜୟ ମହାପାତ୍ର ଦ୍ୱିତୀୟ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଇଥିଲେ ।

Previous Post

ବେଆଇନ୍‌ ନିଶା କାରବାର ରୋକିବାକୁ ଅବକାରୀ ବିଭାଗର ଜୋରଦାର ଚଢ଼ଉ

Next Post

ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତକୁ ନେଇ ଛକାପଂଝା

Next Post
ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତକୁ ନେଇ ଛକାପଂଝା

ମୁଖ୍ୟମନ୍ତ୍ରୀଙ୍କ ଭବାନୀପାଟଣା ଗସ୍ତକୁ ନେଇ ଛକାପଂଝା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA