Tuesday, April 21, 2026 12:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଜେଲ୍ ଗଲେ ବାପ-ପୁଅ

by Our Correspondent
02 Sep, 2021- 10:24 PM
in Crime, Latest News, News
1 min read
0
ଜେଲ୍ ଗଲେ ବାପ-ପୁଅ

ଖୋର୍ଦ୍ଧା: ମାନବବାଦୀ ସଂଗଠନର ମୁଖିଆ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କ ଖେଳ ଖତମ୍ ହୋଇଛି । ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟ ଏହି ବାପ-ପୁଅଙ୍କ ଜାମିନ୍ ଆବେଦନ ନାମଞ୍ଜୁର କରି ଖୋର୍ଦ୍ଧା ସବ୍ ଜେଲ୍ କୁ ପଠାଇ ଦେଇଛନ୍ତି । ସେମାନଙ୍କ ବିରୋଧରେ ଅପହରଣ, ହତ୍ୟା, ହତ୍ୟା ଧମକ, ଅପରାଧିକ ଷଡ଼ଯନ୍ତ୍ର, ପୋଡ଼ି ପ୍ରମାଣ ନଷ୍ଟ ଭଳି ସଙ୍ଗୀନ ଦଫା ଲାଗିଛି ।

ଆଜି ଖୋର୍ଦ୍ଧା ଏସଡିପିଓଙ୍କ ନେତୃତ୍ୱରେ ଏକ ଟିମ୍ ମାନସ ଦାସଙ୍କ ସହିଦନଗର ଘରୁ ତାଙ୍କୁ ଉଠାଇ ନେଇଥିଲା । ପରେ ତାଙ୍କ ପୁଅ ମନୋରଞ୍ଜନଙ୍କୁ ମଧ୍ୟ ଉଠାଇଥିଲା । ସେମାନଙ୍କୁ ଖୋର୍ଦ୍ଧାର ଏକ ଅଜଣା ଜାଗାକୁ ନିଆଯାଇ ଜେରା କରାଯାଇଥିଲା । କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ମଧ୍ୟ ସେଠାରେ ପହଞ୍ଚିଥିଲେ । ପରେ ଆଇଜି ଏକ ସାମ୍ବାଦିକ ସମ୍ମିଳନୀ କରି ବାପ-ପୁଅଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରାଯାଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ ।

ମାନସ ଦାସଙ୍କୁ ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ଗିରଫ କରାଯାଇଥିଲା ବେଳେ ପୁଅ ମନୋରଞ୍ଜନଙ୍କୁ ବାପ-ପୁଅ ମାଗୁଣୀ ନାୟକ ଓ ଆନନ୍ଦ ନାୟକଙ୍କୁ ନିର୍ମମ ମାଡ଼ ଘଟଣାରେ ଗିରଫ କରାଯାଇଥିବା ଆଇଜି ଶ୍ରୀ ଭୋଳ କହିଥିଲେ ।

ଆଇଜିଙ୍କ କହିବାନୁଯାୟୀ, ଅଭିମାନପୁରର ସତ୍ୟବ୍ରତ ନାୟକଙ୍କୁ ହତ୍ୟା କରାଯାଇଥିବା ନେଇ ଅଗଷ୍ଟ ୩ ତାରିଖରେ ତାଙ୍କ ପୁତୁରା ବସନ୍ତ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିଲା । ମାମଲାରେ ପ୍ରତ୍ୟକ୍ଷ ଭାବେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ତଥ୍ୟ ଓ ପ୍ରମାଣରେ ଲାଗିଥିଲା । ଗିରଫଙ୍କ ମଧ୍ୟରୁ ୩ ଜଣଙ୍କୁ ରିମାଣ୍ଡରେ ଆଣି ପଚରାଉଚୁରା କରିଥିଲୁ । ଜେରା ବେଳେ ମାନସଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ଗିରଫ କରାଯାଇଛି ।

ସେ ହତ୍ୟାକାଣ୍ଡରେ ସିଧାସଳଖ ସଂପୃକ୍ତି ନ ଥିଲେ ବି ପରୋକ୍ଷରେ ଅପରାଧ ଘଟାଇଥିଲେ । ମାନସଙ୍କ ବିରୋଧରେ ଅପହରଣ, ହତ୍ୟା, ପୋଡ଼ି ପ୍ରମାଣ ନଷ୍ଟ ଦଫା ଲାଗିଛି । ମାନସଙ୍କ ନାଁରେ ଆଉ ଯେଉଁସବୁ ଅଭିଯୋଗ ଆସିଛି, ତାହାର ତଦନ୍ତ ଚାଲିଛି ବୋଲି ଆଇଜି ଶ୍ରୀ ଭୋଳ କହିଥିଲେ । ସେହିଭଳି କଡ଼ବ ଗାଁର ବାପା-ପୁଅଙ୍କୁ ମାଡ଼ ମାମଲାରେ ମନୋରଞ୍ଜନ ଗିରଫ ହୋଇଥିବା କହିଥିଲେ ।

Previous Post

ଭଣ୍ଡ ଗୁରୁଜୀ ମାନସ ଦାସଙ୍କୁ ଉଠାଇ ନେଲା ପୁଲିସ

Next Post

ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

Next Post
ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

ବିଶ୍ୱ ରାଙ୍କିଙ୍ଗରେ ଉପରକୁ ଉଠିଲା କିଟ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA