Friday, June 26, 2026 12:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରକ୍ତ କୋଷିକା ଉପାଦାନ ସଂଗ୍ରହ ଉପରେ ଗୁରୁତ୍ୱ ଦିଅ

by Our Correspondent
03 Mar, 2025- 09:24 PM
in Health, Latest News, News
1 min read
0
ରକ୍ତ କୋଷିକା ଉପାଦାନ ସଂଗ୍ରହ ଉପରେ ଗୁରୁତ୍ୱ ଦିଅ

ଭୁବନେଶ୍ୱର: ଗୋଟିଏ ରକ୍ତ ଦାନ ତିନି ଜଣଙ୍କ ଜୀବନ ବଞ୍ଚେଇ ପାରେ ଯାହାକି ରକ୍ତ କୋଷିକା ଉପାଦାନ ସଂଗ୍ରହ ଦ୍ଵାରା ସମ୍ଭବ ହୋଇପାରୁଛି। ତେବେ ରାଜ୍ୟ ର ରାଜଧାନୀ ର ପ୍ରମୁଖ ସରକାରୀ ଡାକ୍ତରଖାନା ଏବଂ ମେଡିକାଲ କଲେଜ ରେ ଅବସ୍ଥିତ କ୍ୟାପିଟାଲ ରକ୍ତ କେନ୍ଦ୍ର ରେ ଏହି ସୁବିଧାରୁ ଅନେକ ଲୋକ ବଞ୍ଚିତ ହେଉଛନ୍ତି କାହିଁକି ?

ଆବଶ୍ୟକତା ସମୟରେ ରକ୍ତ ଯୋଗାଡ଼ କରିବାରେ ଏବେ ବି ଓଡ଼ିଶା ସ୍ଵୟଂ ସମ୍ପୂର୍ଣ୍ଣ ହୋଇପାରୁ ନାହିଁ । ସରକାରୀ , ବେସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିଭିନ୍ନ ସମୟରେ ରକ୍ତ ଦାନ ଶିବିର ଆୟୋଜନ କରିବା, ଆବଶ୍ୟକ ସ୍ଥଳେ ସିଧାସଳଖ ରକ୍ତ ମଧ୍ୟ ଦାନ କରିଥାନ୍ତି। ତଥାପି ମଧ୍ୟ ଆବଶ୍ୟକ ସମୟରେ ରକ୍ତ ବଦଳ ରେ ରକ୍ତ ନ୍ୟାୟରେ ରୋଗୀ ଙ୍କ ସମ୍ପର୍କୀୟ ମାନେ ରକ୍ତ ଦାନ କରିଥାନ୍ତି।

ଆଜି ଓଡିଶା ରକ୍ତଦାତା ମହାସଂଘ (FBDOO) ତରଫରୁ ସମ୍ପାଦକ ତ୍ରିଲୋଚନ ଦାଶ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି, କୋଷାଧ୍ୟକ୍ଷ ରାଜେଶ ନାୟକ ଓ ଅନ୍ୟ ସଦସ୍ୟ ମାନେ ତିନି ଦଫା ସମ୍ମିଳିତ ଏକ ଦାବି ପତ୍ର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପଣ୍ଡା ଓ ରାଜ୍ୟ ରକ୍ତଦାନ ପରିଷଦ ର ନିର୍ଦ୍ଦେଶକଙ୍କୁ ଭେଟି ତିନି ଦଫା ସମ୍ମିଳିତ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ପ୍ରମୁଖ ଦାବି ମଧ୍ୟରେ କ୍ୟାପିଟାଲ ବ୍ଲଡ଼ ବ୍ୟାଙ୍କ ରେ ଶହେ ପ୍ରତିଶତ ରକ୍ତ କମ୍ପୋନେଣ୍ଟ କରିବା , ରକ୍ତ ଭଣ୍ଡାରରେ ସ୍ୱେଚ୍ଛାକୃତ ଶିବିର ବଢେଇ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା, ଆଗାମୀ ଗ୍ରୀଷ୍ମ ପ୍ରବାହ ରେ କିପରି ରକ୍ତଦାନ ବୃଦ୍ଧି ହୋଇପାରିବ ଏ ନେଇ ଆଲୋଚନା କରା ଯାଇଥିଲା ।

ସାରା ରାଜ୍ୟରେ ଥିବା ବ୍ଲଡ଼ ସେଣ୍ଟର୍ ରେ ଯଦି ଶହେ ପ୍ରତିଶତ ରକ୍ତ କଣିକା ଉପାଦାନ ସଂଗୃହିତ ହୋଇ ପାରୁଛି ତାହେଲେ କ୍ୟାପିଟାଲ ହସ୍ପିଟାଲରେ କାହିଁକି ପ୍ରତିଦିନ ହାରାହାରି ମାତ୍ର ୨୦ କିମ୍ବା ୨୫ଟି ହେଇପାରୁଛି ବୋଲି ସମ୍ପାଦକ ତ୍ରିଲୋଚନ ଦାଶ ପ୍ରଶ୍ନ କରି ଥିଲେ । ଏହା ଦ୍ବାରା ଅନେକ ଲୋକ ହଇରାଣ ହେବା ସହିତ ଆଗକୁ ସମସ୍ୟା ସୃଷ୍ଟି ହେବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି। ଆଗକୁ ଖରା ର ପ୍ରକୋପ ବୃଦ୍ଧି ସମୟ ରେ ଯଦି କ୍ୟାପିଟାଲ ବ୍ଲଡ ସେଣ୍ଟର୍ ଯଦି କର୍ମଚାରୀ ଅଭାବରୁ ରକ୍ତଦାନ ଶିବିର ଆୟୋଜନ ରେ ସମସ୍ୟା ସୃଷ୍ଟି ହୁଏ ତାହେଲେ ଅନେକ ସମସ୍ୟା ଉପୁଜି ପାରେ ବୋଲି ଅକ୍ଷୟ କୁମାର ରାଉତ ଚିନ୍ତା ପ୍ରକଟ କରିଛନ୍ତି।

କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଆଗାମୀ ଦିନରେ ଏହି ଦିଗରେ ପଦେକ୍ଷପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ମହାନ୍ତି କହିଛନ୍ତି ଯେ ଆଗାମୀ କିଛି ଦିନ ରେ ଯଦି ଦାବି ଗୁଡିକକୁ ପୁନର୍ବିଚାର ନକରାଯାଏ ତାହେଲେ ଓଡ଼ିଶା ରକ୍ତଦାତା ମହାସଂଘ ଆଗାମୀ ଦିନ ରେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଜଣାଇଛନ୍ତି।

Previous Post

ସୋଆ ଛାତ୍ରଛାତ୍ରୀଙ୍କୁ ଜୀବନର ସୂତ୍ର ଶିଖାଇଲେ ଅଭିନେତା ଆଶିଷ ବିଦ୍ୟାର୍ଥୀ

Next Post

ବିଜୁବାବୁଙ୍କୁ ଛୋଟ ଦେଖାଇବାକୁ ଉଦ୍ୟମ!

Next Post
ବିଜୁବାବୁଙ୍କୁ ଛୋଟ ଦେଖାଇବାକୁ ଉଦ୍ୟମ!

ବିଜୁବାବୁଙ୍କୁ ଛୋଟ ଦେଖାଇବାକୁ ଉଦ୍ୟମ!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA