Tuesday, April 21, 2026 08:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ପ୍ରତିଭା ସାହିତ୍ୟ ସଂସଦ ତରଫରୁ ମନସ୍ମିତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

by Our Correspondent
01 Nov, 2021- 07:57 PM
in News
1 min read
0
ପ୍ରତିଭା ସାହିତ୍ୟ ସଂସଦ ତରଫରୁ ମନସ୍ମିତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଭୁୁବନେଶ୍ୱର: ରାଜ୍ୟ ପ୍ରଶାସନିକା ସେବା (O A S) ପରୀକ୍ଷାରେ ଗଡ଼ମାଣତୀର ଗ୍ରାମର ଝିଅ ମନସ୍ମିତା ମହାରଣା କୃତକାର୍ଯ୍ୟ ହୋଇଛନ୍ତି । ମନସ୍ମିତା ବେଗୁନିଆ ବ୍ଲକ ଗଡ଼ମାଣତୀର ଗ୍ରାମର ବସନ୍ତ କୁମାର ମହାରଣାଙ୍କ ଝିଅ । ମନସ୍ମିତାଙ୍କ ବାପା ବିଦ୍ୟୁତ ବିଭାଗର କର୍ମଚାରୀ ଏବଂ ମା ଗୃହିଣୀ ଅଟନ୍ତି । ମନସ୍ମିତା ନିଜର କର୍ତ୍ତବ୍ୟନିଷ୍ଠା ଓ ଅଧ୍ୟବସାୟ ଯୋଗୁଁ ଗଡ଼ମାଣତୀର ସମେତ ବେଗୁନିଆ ବ୍ଲକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ନିଜର ଏହି ସଫଳତା ପାଇଁ ପରିବାରବର୍ଗ ଏବଂ ଗୁରୁଜନ ମାନଙ୍କୁ ସେ ସମସ୍ତ ଶ୍ରେୟ ପ୍ରଦାନ କରିଛନ୍ତି ।

ଆଜି ତାଙ୍କୁ ଗଡ଼ମାଣତୀର ଗ୍ରାମର ପ୍ରତିଭା ସାହିତ୍ୟ ସଂସଦ ତରଫରୁ ଏକ ସଭା ଡକାଯାଇ ମନସ୍ମିତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ସମ୍ବର୍ଦ୍ଧିତ ସଭାକୁ ପରିଚାଳନା କରିଥିଲେ ପ୍ରତିଭା ସାହିତ୍ୟ ସଂସଦର ଉପସଭାପତି ଜମ୍ବେଶ୍ୱର କହଲସିଂହ ଏବଂ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଶିକ୍ଷକ ଜମ୍ବେଶ୍ୱର ମଙ୍ଗରାଜ , ଉପଢୌକନ ଦେଇ ମନୋସ୍ମିତାଙ୍କୁ ସ୍ୱାଗତ କରିଥିଲେ ପ୍ରତିଭା ସାହିତ୍ୟ ସଂସଦ ର ସଭାପତି ବଳରାମ ରଣସିଂହ । ଏହି ସଭାରେ ପୂର୍ବତନ ପ୍ରଧାନଶିକ୍ଷକ ଗୋଦାବରୀଶ ପାଇକରାୟ , ନାରାୟଣ ମୁଦୁଲି , ବନବିହାରି ମହାପାତ୍ର , ପୂର୍ଣ୍ଣଚନ୍ଦ୍ର ରାଉତରାୟ , ଅଭିମନ୍ୟୁ ମହାରଣା , ଟୁକୁନା ଅଧିକାରୀ, ଯଜ୍ଞେଶ୍ବର ସୁନ୍ଦରାୟ ଏବଂ ଗଡ଼ମାଣତୀର ସମେତ ଆଖପାଖ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ଗୁରୁଜନ ମାନେ ମନୋସ୍ମିତା ଙ୍କୁ ଆଶ୍ରିବାଦ ଦେବା ସହ କିପରି ଆଗକୁ ଆଗକୁ ବଢିବ ସେ ପ୍ରେରଣା ଦେଇଥିଲେ । ସଭା ଶେଷରେ ଶିକ୍ଷକ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ମନ୍ତ୍ରୀ ପାଇଁ ନାଟ..ତୃତୀୟ ନୟନ ବିଚାରରେ ଦେବାଳିଆ ପଣ !

Next Post

‘ଦିବ୍ୟଶଙ୍କରଙ୍କ ରାୟପୁର ଘରେ ୩ ଥର ବୁଝାମଣା ବୈଠକ ହୋଇଥିଲା’

Next Post
‘ଦିବ୍ୟଶଙ୍କରଙ୍କ ରାୟପୁର ଘରେ ୩ ଥର ବୁଝାମଣା ବୈଠକ ହୋଇଥିଲା’

'ଦିବ୍ୟଶଙ୍କରଙ୍କ ରାୟପୁର ଘରେ ୩ ଥର ବୁଝାମଣା ବୈଠକ ହୋଇଥିଲା'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA