Monday, March 9, 2026 03:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଅସଲ ହିରୋ ଘାସିରାମ !

by Samar Pradhan
14 Nov, 2025- 09:46 PM
in Latest News, News, Politics
1 min read
0
ଅସଲ ହିରୋ ଘାସିରାମ !

ଭୁୁବନେଶ୍ୱର: ନୂଆପଡ଼ାରେ କଂଗ୍ରେସ ହାରିଛି ସତ ହେଲେ ପ୍ରାର୍ଥୀ ଘାସିରାମ ମାଝୀ ହାରିନାହାନ୍ତି । ନୂଆପଡ଼ାର ଯୋଗ୍ୟ ପ୍ରାର୍ଥୀ ଭାବେ ତାଙ୍କୁ ବିଚାର କରାଯାଉଛି । ଜନସାଧାରଣଙ୍କ ସହ ନିରନ୍ତର ଭାବେ ସୁସମ୍ପର୍କ ରକ୍ଷା କରିବାରେ ସେ ନୂଆପଡ଼ାର ଅପ୍ରତିଦ୍ୱନ୍ଦୀ ନେତା । ଚଳିତ ଉପନିର୍ବାଚନରେ ତାଙ୍କର ଏକନିଷ୍ଠ ଉଦ୍ୟମ ଏବଂ ଲଢ଼ୁଆ ମନୋବୃତ୍ତିକୁ ସବୁଆଡୁ ସାବାସୀ ମିଳିଛି । ଡବଲ ଇଞ୍ଜିନ୍ ଦଳ ଓ କଳକୁ ମୁକାବିଲା କରିବା ତାଙ୍କ ସାମର୍ଥ୍ୟର ବାହାରେ ଥିଲା ବେଳେ ପୁରୁଣା ଶକ୍ତିଶାଳୀ ବିଜେଡିକୁ ପଛରେ ପକାଇବା ତାଙ୍କ ଲୋକପ୍ରିୟତାର ପ୍ରମାଣ ଦେଇଛି ।

ଓକିଲାତିକୁ ବୃତ୍ତ କରିଥିବା ଘାସିରାମ ମାଝୀ ନୂଆପଡ଼ା ରାଜନୀତିରେ ଜଣେ ପୁରୁଣା ଖେଳୁଆଡ଼ । ସାଂଗଠନିକ ଶକ୍ତି ସମ୍ପନ୍ନ ଲୋକପ୍ରିୟ ଆଦିବାସୀ ନେତା । ୨୦୦୯ ରେ ସେ ମାୟାବତୀଙ୍କ ବହୁଜନ ସମାଜବାଦୀ ପାର୍ଟି(ବିଏସପି)ରୁ ନିର୍ବାଚନ ଲଢ଼ି ୧୭,୮୨୩ ଭୋଟ ସହ ଚତୁର୍ଥ ସ୍ଥାନରେ ଥିଲେ । ୨୦୧୪ରେ କଂଗ୍ରେସ ଟିକେଟରେ ଲଢ଼ି ୩୯, ୬୫୪ ଭୋଟ ସହ ତୃତୀୟ ସ୍ଥାନରେ ଥିଲେ । ୨୦୧୯ରେ ପୁନର୍ବାର କଂଗ୍ରେସରୁ ଲଢ଼ିଥିଲେ ଏବଂ ୪୫,୩୧୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ୨୦୨୪ ନିର୍ବାଚନରେ ତକ୍ରାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ବାଚନ ଲଢ଼ିବାରୁ ସେ ସ୍ୱାଧୀନ ଭାବରେ ଲଢ଼ିଥିଲେ ଏବଂ ୫୦,୯୪୧ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଥିଲେ । ଶରତ ୧୫ ହଜାର ଭୋଟରେ ରହିଗଲେ ।

ଚଳିତ ଉପନିର୍ବାଚନରେ ଘାସିରାମଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ । ବିଜେପିର ଜୟ ଢ଼ୋଲକିଆ ଏବଂ ବିଜେଡିର ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ତାଙ୍କର ଲଢ଼େଇ ହୋଇଥିଲା । ତେବେ ତାଙ୍କର ନିଜସ୍ୱ ସାଧନା ଥିଲେ ମଧ୍ୟ ସାଧନ ନ ଥିଲା । ବିଜେପି ଓ ବିଜେଡି ପ୍ରାର୍ଥୀଙ୍କ ତୁଳନାରେ ତାଙ୍କର କାଣିଚାଏ ଆର୍ଥିକ ସମ୍ବଳ ନ ଥିଲା । କଂଗ୍ରେସ ନେତୃତ୍ୱଙ୍କର ଯେତିକି ସହଯୋଗ ରହିବା କଥା ତାହା ମଧ୍ୟ ରହିଲାନି । ପିସିସି ସଭାପତି ଭକ୍ତ ଚରଣ ଦାସ ନୂଆପଡ଼ାରେ ଡେରା ପକାଇଥିଲେ ମଧ୍ୟ ଆର୍ଥିକ ଅସହାୟତା ଦେଖାଇଥିଲେ ।

ଭକ୍ତଙ୍କ ରଣନୀତି ମଧ୍ୟ ଠିକ୍ ନ ଥିଲା । ରାଜ୍ୟର ବରିଷ୍ଠ ନେତାମାନଙ୍କୁ ବିଶ୍ୱାସକୁ ନେଲେ ନାହିଁ କି ସମସ୍ତଙ୍କର ସହଯୋଗ ଲୋଡ଼ିଲେ ନାହିଁ । ଜଣେ ବି କେନ୍ଦ୍ରୀୟ ନେତାଙ୍କୁ ନୂଆପଡ଼ା ଆଣି ପାରିଲେ ନାହିଁ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଗସ୍ତ ଶେଷ ମୁହୂର୍ତ୍ତରେ ବାତିଲ ହୋଇଗଲା ।

ଏହିସବୁ କାରଣରୁ ବିଜେପି ଓ ବିଜେଡିଠାରୁ ପ୍ରଚାରରେ ବହୁ ପଛରେ ରହିଗଲେ ଘାସିରାମ । ତାଙ୍କ ପାଇଁ ବଡ଼ନେତାଙ୍କ ପ୍ରଚାର ନ ଥିଲା କି ରୋଡ୍ ସୋ’ ନ ଥିଲା । ଗୋଟେ ବଡ଼ ସମାବେଶ ବି ହୋଇ ନ ଥିଲା । ଏକା ଏକା ଘରକୁ ଘର ବୁଲି ସେ ଭୋଟ ମାଗିଥିଲେ ।

ଘାସିରାମଙ୍କୁ ପରିଶ୍ରମର ଫଳ ମିଳିଛି । ତାଙ୍କୁ ମିଳିଛି ୪୦,୧୨୧ ଭୋଟ । ଗତଥରଠାରୁ କମ୍ ଭୋଟ ପାଇଥିଲେ ମଧ୍ୟ ବିଜେଡିକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନରେ ଅପରିବର୍ତ୍ତିତ ଅଛନ୍ତି । ଏହା କିଛି କମ କଥା ନୁହେଁ ।

ଏହି ଫଳାଫଳକୁ ନେଇ ନୈରାଶ୍ୟ ଓ ଅସହାୟତା ପ୍ରକାଶ କରିଛନ୍ତି ଘାସିରାମ । ଏଠି କାମ, ସାଧୁତାର ମୂଲ୍ୟ ନାହିଁ । ସବୁ ପଇସାର ଖେଳ । ପଇସା ଦେଲେ ଭୋଟ ମିଳୁଛି । ମୋର ପଇସା ଖର୍ଚ୍ଚ କରିବାର ସାମର୍ଥ୍ୟ ନ ଥିଲା । ଦଳ ପକ୍ଷରୁ ମଧ୍ୟ ସହଯୋଗ ମିଳିଲାନି ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

 

 

 

Previous Post

ବିିହାରରେ ଧର୍ମେନ୍ଦ୍ରଙ୍କ ଧମାକା

Next Post

୧୩୪୫ କୋଟିର ପ୍ରକଳ୍ପ ଉଦ୍‌ଘାଟନ, ୬୦୯ କୋଟିର ପ୍ରକଳ୍ପ ଭିତ୍ତିପ୍ରସ୍ତର

Next Post
୧୩୪୫ କୋଟିର ପ୍ରକଳ୍ପ ଉଦ୍‌ଘାଟନ, ୬୦୯ କୋଟିର ପ୍ରକଳ୍ପ ଭିତ୍ତିପ୍ରସ୍ତର

୧୩୪୫ କୋଟିର ପ୍ରକଳ୍ପ ଉଦ୍‌ଘାଟନ, ୬୦୯ କୋଟିର ପ୍ରକଳ୍ପ ଭିତ୍ତିପ୍ରସ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA