Friday, April 17, 2026 05:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଏମସିର ବର୍ଦ୍ଧିତ ହୋଲଡିଂ ଟାକ୍ସ ସ୍ଥଗିତ

by Our Correspondent
15 Mar, 2021- 03:52 PM
in Latest News, News
1 min read
0
ବିଏମସିର ବର୍ଦ୍ଧିତ ହୋଲଡିଂ ଟାକ୍ସ ସ୍ଥଗିତ

ଭୁବନେଶ୍ୱର: ରାଜଧାନୀରେ ବର୍ଦ୍ଧିତ ହୋଲଡିଂ ଟାକ୍ସକୁ ନେଇ ଲୋକଙ୍କ ଅସନ୍ତୋଷ ଓ ବିରୋଧୀ ଦଳର ଚାପ ଆଗରେ ନଇଁଛନ୍ତି ରାଜ୍ୟ ସରକାର । ହାଇକୋର୍ଟଙ୍କ ନିଷ୍ପତ୍ତି ପର୍ଯ୍ୟନ୍ତ ବର୍ଦ୍ଧିତ ହାରରେ ହୋଲଡିଂ ଟାକ୍ସ ଆଦାୟକୁ ସ୍ଥଗିତ ରଖାଯାଇଛି । ଲୋକଙ୍କ ମନୋଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ବର୍ଦ୍ଧିତ ହାରରେ ହୋଲଡିଂ ଟାକ୍ସ ଆଦାୟ ପାଇଁ ବିଏମସିର ନିଷ୍ପତ୍ତି ଏକ ଫର୍ମୂଲା ବା ବେଂଚ ମାର୍କ ମୂଲ୍ୟାୟନକୁ ଆଧାର କରି କରାଯାଇଥିଲା । ଏହା ବାବଦରେ ମାନ୍ୟବର ହାଇକୋର୍ଟରେ ଏକ କେସ୍ ଦାୟର କରାଯାଇଥିଲା । ବିଭିନ୍ନ ଗୋଷ୍ଠୀ ଓ ଜନସାଧାରଣ ଏହି ବର୍ଦ୍ଧିତ ହାର ସମ୍ବନ୍ଧରେ ସରକାରଙ୍କୁ ଅବଗତ କରିଥିଲେ ।

ସାମଗ୍ରିକ ଭାବେ ଜନସାଧାରଣଙ୍କ ମନୋଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ଶେଷ ଆଦେଶ ବା ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଏହି ବର୍ଦ୍ଧିତ ନିଷ୍ପତ୍ତି ସ୍ଥଗିତ ରହିଲା ବୋଲି ନଗର ଉନ୍ନୟନ ମନ୍ତ୍ରୀ ଜଣାଇଛନ୍ତି ।

ସୂଚନାଥାଉକି, ବିଏମସିର ବର୍ଦ୍ଧିତ ହୋଲଡିଂ ଟାକ୍ସକୁ ନେଇ କରଦାତାଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ସୃଷ୍ଟି ହୋଇଥିଲା । ଆଗକୁ ମହାନଗର ନିଗମ ନିର୍ବାଚନ ଥିବାରୁ ବିଜେପି ଓ କଂଗ୍ରେସ ଏଥିରୁ ରାଜନୈତିକ ଫାଇଦା ଉଠାଇବାକୁ ସୁଯୋଗ ପାଇଥିଲେ । ଆଜି କଂଗ୍ରେସ ପକ୍ଷରୁ ବିଏମସି ଅଫିସ ଘେରାଉ ଡାକରା ଦିଆଯାଇଥିଲା ବେଳେ ଭୁବନେଶ୍ୱର ବନ୍ଦ ପାଇଁ ବିଜେପି ଯୋଜନା କରୁଥିଲା ।

Previous Post

୧୨ ବର୍ଷ ପରେ ସୁମନ୍ତ ମହାନ୍ତି ମର୍ଡର କେସ୍ ର ପଞ୍ଚମ ଅଭିଯୁକ୍ତ ଗିରଫ

Next Post

ତୃତୀୟ ଦିନରେ ବିଧାୟକଙ୍କ ଆତ୍ମହତ୍ୟା ଡ୍ରାମା ଝଡ଼

Next Post
ତୃତୀୟ ଦିନରେ ବିଧାୟକଙ୍କ ଆତ୍ମହତ୍ୟା ଡ୍ରାମା ଝଡ଼

ତୃତୀୟ ଦିନରେ ବିଧାୟକଙ୍କ ଆତ୍ମହତ୍ୟା ଡ୍ରାମା ଝଡ଼

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA