Friday, April 17, 2026 03:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର

୫ ଦିନରେ କମିଶନରେଟ୍ ପୁଲିସକୁ ବଡ଼ ସଫଳତା

by Our Correspondent
15 Apr, 2021- 09:31 PM
in Crime, Latest News, News
1 min read
0
ତେଲେଙ୍ଗାନାରୁ ଧରାପଡ଼ିଲା ହାଇଦର

ଭୁବନେଶ୍ୱର: କମିଶନରେଟ୍ ପୁଲିସକୁ ବଡ଼ ସଫଳତା । କଟକ ବଡ଼ ଡାକ୍ତରଖାନାରୁ ଫେରାର ହେବାର ୫ ଦିନ ପରେ ଧରାପଡ଼ିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର । ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ମଟରସାଇକେଲରେ ବୁଲୁଥିବା ହାଇଦରକୁ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଆଜି ସଂଧ୍ୟାରେ ଧରିବାରେ ସଫଳ ହୋଇଛି । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି । ତାକୁ କଟକ ଅଣାଯାଉଛି ଏବଂ ୨୪ ଘଣ୍ଟା ଭିତରେ କୋର୍ଟରେ ହାଜର କରାଯିବ ବୋଲି କମିଶନର କହିଛନ୍ତି ।

ଗତ ୧୦ ତାରିଖରେ କଟକ ବଡ଼ ଡାକ୍ତରଖାନାରୁ ଫେରାର୍ ହୋଇଥିବା ହାଇଦରକୁ ଧରିବା କମିଶନର ଶ୍ରୀ ପ୍ରିୟଦର୍ଶୀଙ୍କ ନେତୃତ୍ୱ ପାଇଁ ବଡ଼ ଚାଲେଂଜ ଥିଲା । ମାତ୍ର ଏହି ଚାଲେଂଜକୁ ଗ୍ରହଣ କରି ମାତ୍ର ୫ ଦିନରେ ସଫଳତା ଆଣିଛନ୍ତି । ହାଇଦର ଫେରାର ପରେ ପରେ କଟକ ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ଦୁଇଟି ସ୍ୱତନ୍ତ୍ର ସ୍କ୍ୱାଡ୍ ବାହାର ରାଜ୍ୟରେ ଛାନଭିନ୍ କରୁଥିଲା । ଇତିମଧ୍ୟରେ ସେ ବାଲାଂଦେଶ ଚାଲିଯାଇଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରୁ ପୁଲିସ ପାଇଁ ଅଧିକ ଚାଲେଂଜ ସୃଷ୍ଟି କରିଥିଲା ।

ତେବେ ସେ ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲ୍ଲାରେ ଥିବା ଗତକାଲି କୌଣସି ସୂତ୍ରରୁ କମିଶନରେଟ୍ ପୁଲିସକୁ ଖବର ମିଳିବା ପରେ ସ୍ୱତନ୍ତ୍ର ସ୍କାଡ୍ ଅଧିକାରୀମାନେ ସେଠାକୁ ଯାଇଥିଲେ । ତେଲେଙ୍ଗାନା ପୁଲିସ ସହାୟତାରେ ତାକୁ ଧରିବା ପାଇଁ ଜାଲ୍ ବିଛାଯାଇଥିଲା । ହାଇଦରର ଗତିବିଧିକୁ ଟ୍ରାକ୍ କରାଯାଇଥିଲା । ଆଜି ସଂଧ୍ୟାରେ ହାଇଦର ଏକ ମଟରସାଇକେଲରେ ବୁଲୁଥିବା ବେଳେ ପୁଲିସ ଟିମ୍ ତାକୁ କାବୁ କରିନେଇଥିଲେ ।

କମିଶନରେଟ୍ ପୁଲିସର ଏହି ସଫଳତା ପାଇଁ ପୁଲିସ ଡିଜି ଶ୍ରୀ ଅଭୟ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ କଟକ ଡିସିପି ପ୍ରତୀକ ସିଂଙ୍କୁ ସାବାସୀ ଦେଇଛନ୍ତି ।

Previous Post

ଶୁକ୍ରବାରଠାରୁ ସାରା ରାଜ୍ୟରେ ନାଇଟ୍ କର୍ଫ୍ୟୁ

Next Post

୧୨୦ ଘଣ୍ଟାର ‘ଅପରେସନ୍ ହାଇଦର’

Next Post
୧୨୦ ଘଣ୍ଟାର ‘ଅପରେସନ୍ ହାଇଦର’

୧୨୦ ଘଣ୍ଟାର 'ଅପରେସନ୍ ହାଇଦର'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA