ଭୁବନେଶ୍ୱର: ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ହକି ମହାସମର । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ଏବଂ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ୧୭ ଦିନ ବ୍ୟାପୀ ହକି ବିଶ୍ୱକପ୍ ଖେଳାଯିବ । ୪ଟି ପୁଲ୍ ରେ ମୋଟ ୧୬ ଟି ଦେଶ ଏଥିରେ ଭାଗ ନେଉଛନ୍ତି । ପୁଲ୍-ଡିରେ ଭାରତ ରହିଛି । ଆସନ୍ତାକାଲି ଦିନ ୧ଟାରେ କଳିଙ୍ଗ ଷ୍ଟାଡିୟମ୍ ରେ ଆର୍ଜେଣ୍ଟିନା ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଉଦଘାଟନୀ ମ୍ୟାଚ୍ ଖେଳାଯିବ । ସେହିଭଳି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରୁ ଭାରତ ତାହାର ଅଭିଯାନ ଆରମ୍ଭ କରିବ । ସଂଧ୍ୟା ୭ଟାରେ ଭାରତ ଏବଂ ସ୍ପେନ୍ ମଧ୍ୟରେ ଲଢ଼େଇ ହେବ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ ରେ ଉପସ୍ଥିତ ରହି ଭାରତୀୟ ଖେଳାଳୀଙ୍କୁ ଉତ୍ସାହିତ କରିବେ । କାର୍ଯ୍ୟସୂଚୀ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ୪.୪୫ ରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେ ବିଶ୍ୱକପ୍ ଭିଲେଜ ଯିବେ । ସଂଧ୍ୟା ୭ଟାରେ ହକି ମ୍ୟାଚ୍ ଦେଖି ବିଶ୍ୱକପ୍ ଭିଲେଜ୍ ରେ ରାତ୍ରୀଯାପନ କରିବେ । ଶନିବାର ସାଢ଼େ ୧୧ଟାରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବେ ।
ହକି ବିଶ୍ୱକପ୍ ପାଇଁ କେବଳ ଭୁବନେଶ୍ୱର ଓ ରାଉରକେଲା ନୁହେଁ, ସମଗ୍ର ରାଜ୍ୟରେ ଖେଳପ୍ରେମୀଙ୍କ ମଧ୍ୟରେ ଉନ୍ମାଦନା ଦେଖିବାକୁ ମିଳିଛି । କ୍ରମାଗତ ଦ୍ୱିତୀୟ ଥର ପାଇଁ ପୁରୁଷ ହକି ବିଶ୍ୱକପ୍ ଓଡ଼ିଶାରେ ଅନୁଷ୍ଠିତ ହେଉଛି । ୨୦୧୮ ମସିହାରେ ଓଡ଼ିଶାରେ ଏହା ସଫଳତାର ସହ ଅନୁଷ୍ଠିତ ହୋଇଥିଲା ।
ସୂଚନାଥାଉକି, ଗତକାଲି(ବୁଧବାର) କଟକ ବାରବାଟୀ ଷ୍ଟାଡିୟମ୍ ରେ ୨୦୨୩ ହକି ବିଶ୍ୱକପ୍ ର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ ।
ହକି ବିଶ୍ୱକପ୍ କାର୍ଯ୍ୟସୂଚୀ
January 13:
Match 1 – Argentina vs South Africa – 1:00 PM – Bhubaneswar
Match 2- Australia vs France – 3:00 PM – Bhubaneswar
Match 3 – England vs Wales – 5:00 PM – Rourkela
Match 4 – India vs Spain – 7:00 PM – Rourkela
January 14:
Match 5 – New Zealand vs Chile – 1:00 PM – Rourkela
Match 6 – Netherlands vs Malaysia – 3:00 PM – Rourkela
Match 7 – Belgium vs Korea – 5:00 PM – Bhubaneswar
Match 8 – Germany vs Japan – 7:00 PM – Bhubaneswar
January 15:
Match 9 – Spain vs Wales – 5:00 PM – Rourkela
Match 10 – England vs India – 7:00 PM – Rourkela
January 16:
Match 11 – Malaysia vs Chile – 1:00 PM – Rourkela
Match 12 – New Zealand vs Netherlands – 3:00 PM – Rourkela
Match 13 – France vs South Africa – 5:00 PM – Bhubaneswar
Match 14 – Argentina vs Australia – 7:00 PM – Bhubaneswar
January 17:
Match 15 – Korea vs Japan – 5:00 PM – Bhubaneswar
Match 16 – Germany vs Belgium – 7:00 PM – Bhubaneswar
January 19:
Match 17 – Malaysia vs New Zealand – 1:00 PM – Bhubaneswar
Match 18 – Netherlands vs Chile – 3:00 PM – Bhubaneswar
Match 19 – Spain vs England – 5:00 PM – Bhubaneswar
Match 20 – India vs Wales – 7:00 PM – Bhubaneswar
January 20:
Match 21 – Australia vs South Africa – 1:00 PM – Rourkela
Match 22 – France vs Argentina – 3:00 PM – Rourkela
Match 23 – Belgium vs Japan – 5:00 PM – Rourkela
Match 24 – Korea vs Germany – 7:00 PM – Rourkela
Crossovers –
January 22:
Match 25 – 2nd Pool C vs 3rd Pool D – 4:30 PM – Bhubaneswar
Match 26 – 2nd Pool D vs 3rd Pool C – 7:00 PM – Bhubaneswar
January 23:
Match 27 – 2nd Pool A vs 3rd Pool B – 4:30 PM – Bhubaneswar
Match 28 – 2nd Pool B vs 3rd Pool A – 7:00 PM – Bhubaneswar
Quarter-finals –
January 24:
Match 29 – 1st Pool A vs Winner 25 – 4:30 PM – Bhubaneswar
Match 30 – 1st Pool B vs Winner 26 – 7:00 PM – Bhubaneswar
January 25:
Match 31 – 1st Pool C vs Winner 27 – 4:30 PM – Bhubaneswar
Match 32 – 1st Pool D vs Winner 28 – January 25 – 7:00 PM – Bhubaneswar
Semi-finals –
January 27:
Match 37 – Winner 29 vs Winner 32 – 4:30 PM – Bhubaneswar
Match 38 – Winner 30 vs Winner 31 – 7:00 PM T – Bhubaneswar
3rd Place Match –
January 29: Match 43 – Loser 37 vs Loser 38 – 4:30 PM – Bhubaneswar
Final –
January 29: Match 44 – Winner 37 vs Winner 38 – 7:00 PM – Bhubaneswar
9-16 Classification –
January 26:
Match 33 – 4th Pool A vs Loser 25 – 11:30 AM – Rourkela
Match 34 – 4th Pool B vs Loser 26 – 2:00 PM – Rourkela
Match 35 – 4th Pool C vs Loser 27 – 4:30 PM – Rourkela
Match 36 – 4th Pool D vs Loser 28 – 7:00 PM – Rourkela
13-16 Classification –
January 28:
Match 39 – Loser 33 vs Loser 34 – 11:30 AM – Rourkela
Match 40 – Loser 35 vs Loser 36 – 2:00 PM – Rourkela
Match 41 – Winner 33 vs Winner 34 – 4:30 PM – Rourkela
Match 42 – Winner 35 vs Winner 36 – 7:00 PM – Rourkela