ଭୁୁବନେଶ୍ୱର: ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଆଜି ବଡ଼ଧରଣର ଅଦଳବଦଳ କରିଛନ୍ତି । ମୋଟ ୧୯ ଜଣ ଆଇଏଏସ୍ ଙ୍କୁ ନୂଆ ଜାଗାରେ ଅବସ୍ଥାପିତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ସଂଧ୍ୟାରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୁରେଶ କୁମାର ବଶିଷ୍ଟ( ୧୯୯୮ ବ୍ୟାଚ୍)- କୃଷି ଓ କୃଷକ କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ
ଭୂପିନ୍ଦର ସିଂହ ପୁନିଆ(୨୦୦୮)- ଇପିକଲ ପରିଚାଳନା ନିର୍ଦ୍ଦେଶକ
ପ୍ରେମଚନ୍ଦ୍ର ଚୌଧୁରୀ( ୨୦୧୦)- ପଶ୍ଚିମ ଓଡିଶା ବିକାଶ ପରିଷଦର ସିଇଓ
ଅନୁପମ ସାହା(୨୦୧୨)- ଓପେସା ପ୍ରକଳ୍ପ ନିର୍ଦ୍ଦେଶକ
ମୋନାଲିସା ବାନାର୍ଜୀ( ୨୦୧୩)- ବରଗଡ ଜିଲ୍ଲାପାଳ
ୱାଇ.ବିଜୟ (୨୦୧୪ )- ପଶୁ ସମ୍ପଦ ନିର୍ଦ୍ଦେଶକ
ଲିଙ୍ଗରାଜ ପଣ୍ଡା(୨୦୧୫)-ଗଜପତି ଜିଲ୍ଲାପାଳ
ସୁନିଲ ନରଭଣେ(୨୦୧୫)- ସୋନପୁର ଜିଲ୍ଲାପାଳ
ଦିବ୍ୟଜ୍ୟୋତି ପରିଡା(୨୦୧୬)- ରାଉରକେଲା ଏଡିଏମ୍
ବିଶାଳ ସିଂହ(୨୦୧୬)- ମାଲକାନଗିରି ଜିଲ୍ଲାପାଳ
ସୋମେଶ କୁମାର ଉପାଧ୍ୟାୟ(୨୦୧୭)- କଳାହାଣ୍ଡି ପିଡି ଡିଆରଡିଏ
ସୁଶ୍ରୀ ପ ଅନ୍ୱେଶା ରେଡ୍ଡୀ(୨୦୧୭)- ମୟୁରଭଞ୍ଜ ପିଡି, ଡିଆରଡିଏ
ଦିବାକର ଟି.ଏସ. ଓକାକର(୨୦୧୭)- ଓଏସ୍ଡି
ଅକ୍ଷୟ ସୁନୀଲ(୨୦୧୯)- ନବରଙ୍ଗପୁର ଉପଜିଲ୍ଲାପାଳ
ଅନ୍ୟା ଦାସ(୨୦୧୯)- ବାରିପଦା ଉପଜିଲ୍ଲାପାଳ
ଆଦିତ୍ୟ ଗୋଏଲ(୨୦୧୯)- କୁଚିଣ୍ଡା ଉପଜିଲ୍ଲାପାଳ
ମହାଜନ ମନୋଜ ସତ୍ୟାୱନ(୨୦୧୯)- ଟିଟିଲାଗଡ ଉପଜିଲ୍ଲାପାଳ
ପାୱାର ସଚିନ ପ୍ରକାଶ(୨୦୧୯)- ଧର୍ମଗଡ ଉପଜିଲ୍ଲାପାଳ
ଈଶ୍ୱର ଗୌରବ ଶିବାଜୀ(୨୦୧୯)- ଖୋର୍ଦ୍ଧା ଉପଜିଲ୍ଲାପାଳ