Sunday, August 9, 2026 02:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ’

କିଟରେ ଅନ୍ତର୍ଜାତୀୟ ମହିଳା ଦିବସ

by Our Correspondent
07 Mar, 2022- 08:29 PM
in News
1 min read
0
‘ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ’

ଭୁବନେଶ୍ୱର: କିଟ ଓ କିସ୍‍ ପକ୍ଷରୁ ସୋମବାର ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଚଳିତବର୍ଷର ବିଷୟବସ୍ତୁ ସ୍ଥାୟୀ ଭବିଷ୍ୟତ ପାଇଁ ଆଜିର ଲିଙ୍ଗଗତ ସମାନତା ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।

ଏଥିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, ମହିଳା ସଶକ୍ତିକରଣ ପାଇଁ ଆମକୁ ପ୍ରଥମେ ସମାଜର ନିରାଶ୍ରୟ, ଅସହାୟ ମହିଳାଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ପ୍ରେରଣା ଓ ସହାନୁଭୂତି ଯୋଗାଇବା ଉଚିତ। ଉପଯୁକ୍ତ ସମ୍ମାନ ବିନା ଉନ୍ନତି ହୋଇ ନ ପାରେ। ଯେଉଁ ଘରେ, ସମାଜ ଓ ଦେଶରେ ନାରୀଙ୍କ ପ୍ରତି ସମ୍ନାନ ନାହିଁ ସେଠାରେ ଉନ୍ନତି ସମ୍ଭବ ନୁହେଁ। କିଟ୍‍ ଓ କିସ୍‍ ସର୍ବଦା ମହିଳାଙ୍କୁ ସମ୍ମାନ ଦେବା ସହ ବିଭିନ୍ନ କ୍ଷେତ୍ରରେ ଅଗ୍ରାଧିକାର ଦେଇ ଆସୁଛି। ମହିଳାଙ୍କ ସଶକ୍ତିକରଣ ଓ ସେମାନଙ୍କୁ ସେମାନଙ୍କ ଦକ୍ଷତା ନେଇ ସଚେତନ କରାଇବା ଦିଗରେ କିଟ୍‍ ଓ କିସ୍‍ ପକ୍ଷରୁ କନ୍ୟାକିରଣ, କଳିଙ୍ଗ ଫେଲୋସିପ ଆଦି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ।

କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଲେ, ମାତୃତ୍ୱ ହେଉଛି ସକଳ ଶକ୍ତିର ଆଧାର। ସମଗ୍ର ବିଶ୍ୱରେ ମହିଳାମାନେ ହେଉଛନ୍ତି ଶକ୍ତିର ଉତ୍ସ। ବିନା କୌଣସି ସାହାଯ୍ୟ ସହଯୋଗରେ ଜଣେ ମହିଳା ବହୁତ କିଛି କାର୍ଯ୍ୟ ସାଧିତ କରିପାରେ। ମହିଳାମାନେ ଶିକ୍ଷିତ ହେଲେ ସେମାନଙ୍କ ସାମର୍ଥ୍ୟଠାରୁ ଅଧିକ କାର୍ଯ୍ୟ ତୁଲାଇପାରିବେ। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ମହିଳାଙ୍କୁ ସେମାନଙ୍କ ନିଜ ଭାଗ୍ୟ ନିର୍ଦ୍ଧାରଣ ପାଇଁ ଛାଡ଼ିଦେବା ଉଚିତ ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ କିମସର ଉପକୁଳପତି ଡା. ସିବିକେ ମହାନ୍ତି ଯୋଗଦେଇ କହିଲେ, ମହିଳାମାନେ ସେମାନଙ୍କ ଅନ୍ତର୍ନିହିତ ଶକ୍ତିକୁ ଜାଗ୍ରତ କରାଇବା ଉଚିତ। ମହିଳାମାନେ ସବୁବେଳେ ସଶକ୍ତ। ସେମାନେ ପୁରୁଷଙ୍କଠାରୁ କୌଣସି ଗୁଣରେ ଊଣା ନୁହନ୍ତି। ମହିଳାଙ୍କ ମଧ୍ୟରେ ଦକ୍ଷତା ରହିଛି, ମାତ୍ର ଏ ନେଇ ସେମାନଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି ବୋଲି ଡା. ମହାନ୍ତି କହିଥିଲେ।

କିଟ୍‍ ବିଶ୍ୱବିଦ୍ୟାଳୟ ଉପକୁଳପତି ପ୍ରଫେସର ଶରଣଜିତ ସିଂହ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କିଟ୍‍ ଓ କିସ୍‍ ମହିଳା କର୍ମଚାରୀଙ୍କୁ ନେଇ ଏକ ମହିଳା ଫୋରମର ଶୁଭାରମ୍ଭ ହୋଇଥିଲା।

Previous Post

ୟୁକ୍ରେନ୍ ରୁ ଫେରିଲେ ୭୭ ଓଡ଼ିଆ ଛାତ୍ରଛାତ୍ରୀ

Next Post

ମାର୍ଚ୍ଚ ୨୫ରୁ ବିଧାନସଭା

Next Post
ମାର୍ଚ୍ଚ ୨୫ରୁ ବିଧାନସଭା

ମାର୍ଚ୍ଚ ୨୫ରୁ ବିଧାନସଭା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA