Wednesday, September 30, 2026 01:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାର୍ଚ୍ଚ ୨୫ରୁ ବିଧାନସଭା

by Our Correspondent
08 Mar, 2022- 05:38 PM
in Latest News, News
1 min read
0
ମାର୍ଚ୍ଚ ୨୫ରୁ ବିଧାନସଭା

ଭୁବନେଶ୍ୱର: ମାର୍ଚ୍ଚ ୨୫ ରୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଏହା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥର ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷର ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପିତ ହୋଇପାରିବ ନାହିଁ । ଭୋଟ୍ ଅନ୍ ଆକାଉଣ୍ଟ ବା ଲେଖାନୁଦାନ ପ୍ରସ୍ତାବ ଜରିଆରେ ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସର ଖର୍ଚ୍ଚ ବିଧାନସଭାର ଅନୁମୋଦନ ଲାଭ କରିବ ।

ବିଧାନସଭା ପକ୍ଷରୁ ଆଜି ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ମାର୍ଚ୍ଚ ୨୫ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଅଧିବେଶନ । ସେହିଦିନ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ । ମାର୍ଚ୍ଚ ୨୬ ଏବଂ ୨୮ ଦୁଇଦିନ ଏହି ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ ।

ମାର୍ଚ୍ଚ ୨୭ ତାରିଖ ରବିବାର ପାଇଁ ବିଧାନସଭା ବନ୍ଦ ରହୁଥିବା ବେଳେ ୨୯ ତାରିଖକୁ ସରକାରୀ କାର୍ଯ୍ୟ ଦିବସ ଧାର୍ଯ୍ୟ କରାଯାଇଛି । ୩୦ ତାରିଖରେ ଗୃହରେ ଲେଖାନୁଦାନ ପ୍ରସ୍ତାବ ଆଗତ ହୋଇ ଆଲୋଚନା ଆରମ୍ଭ ହେବ । ମାର୍ଚ୍ଚ ୩୧ ତାରିଖରେ ଲେଖାନୁଦାନ ଉପରେ ବିନିଯୋଗ ବିଲ୍ ବିଧାନସଭାରେ ଗୃହୀତ ହେବ ।

ରାଜ୍ୟରେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଭୋଟ୍ ଅନ୍ ଆକାଉଣ୍ଟ ବା ଲେଖାନୁଦାନ ଆଣିବାକୁ ବାଧ୍ୟ ହେଉଛନ୍ତି । କାରଣ ଗୋଟିଏ ଆର୍ଥିକ ବର୍ଷ ଶେଷ ପୂର୍ବରୁ ରାଜ୍ୟ ସରକାର ପରବର୍ତ୍ତୀ ଆର୍ଥିକ ବର୍ଷର ବଜେଟ୍ କୁ ବିଧାନସଭାର ମଂଜୁର କରାଇବା ବାଧ୍ୟତାମୂଳକ । ବିଧାନସଭାର ବିନା ଅନୁମୋଦନରେ ରାଜକୋଷରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇପାରିବ ନାହିଁ ।

ବାର୍ଷିକ ବଜେଟ୍ ଉପସ୍ଥାପନ ପାଇଁ ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ ସବୁ ପ୍ରସ୍ତୁତି ସାରିଥିଲେ ମଧ୍ୟ ଆଦର୍ଶ ଆଚରଣ ବିଧି ଲାଗୁ ଦୃଷ୍ଟିରୁ ତାହା ସମ୍ଭବ ହେଉନାହିଁ । ପୂର୍ବରୁ ୨୦୦୯, ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନ ସମୟରେ ଏଭଳି ଲେଖାନୁଦାନ ପ୍ରସ୍ତାବ ଆସିଥିଲା ।

Previous Post

‘ସଶକ୍ତ ପାଇଁ ମହିଳା ନିଜେ ସଚେତନ ହୁଅନ୍ତୁ’

Next Post

ରାଜଧାନୀ ବସ୍ତି ଭୋଟର ବିକ୍ରୀ ହୁଅନ୍ତି କି?

Next Post
ରାଜଧାନୀ ବସ୍ତି ଭୋଟର ବିକ୍ରୀ ହୁଅନ୍ତି କି?

ରାଜଧାନୀ ବସ୍ତି ଭୋଟର ବିକ୍ରୀ ହୁଅନ୍ତି କି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA