ଭୁବନେଶ୍ୱର: ଆଇପିଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ବଡ଼ ଅଦଳବଦଳ କରିଛନ୍ତି । ଡିଆଇଜିକୁ ପଦୋନ୍ନତି ପାଇଥିବା ଜଗତସିଂହପୁର, ଗଞ୍ଜାମ, ଭଦ୍ରକ ଜିଲ୍ଲା ଏସପିଙ୍କୁ ନୂଆ ନିଯୁକ୍ତି ମିଳିଥିବା ବେଳେ ଏହି ତିନି ଜିଲ୍ଲାକୁ ମିଶାଇ ୧୧ ଜିଲ୍ଲାରେ ନୂଆ ଏସପି ନିଯୁକ୍ତି ପାଇଛନ୍ତି ।
ଅଖିଲେଶ୍ୱର ସିଂ– ଡିଆଇଜି, ଏସଏପି
ବ୍ରିଜେଶ କୁମାର ରାୟ– ଡିଆଇଜି, ଅନୁଗୁଳ
ଚରଣ ସିଂ ମୀନା– ଡିଆଇଜି, ଅଗ୍ନିଶମ ଓ ହୋମଗାର୍ଡ
ସୁଧାଂଶୁ ଶେଖର ମିଶ୍ର– ଏସପି, ଅନୁଗୁଳ
ରାହୁଲ ପିଆର– ଏସପି, ଜଗତସିଂହପୁର
ଜଗମୋହନ ମୀନା– ଏସପି, ଗଞ୍ଜାମ
ଏଲ.ଦିବ୍ୟା– ଏସପି, ଭିଜିଲାନସ
ପ୍ରତ୍ୟୁଷ ଦିବାକର– ଏସପି, ସୁନ୍ଦରଗଡ଼
ବିନୀତ ଅଗ୍ରୱାଲ୍– ଏସପି, ଯାଜପୁର
ବରୁଣ ଗୁଣ୍ଟୁପଲ୍ଲୀ– ଏସପି, ଭଦ୍ରକ
ସାଗରିକା ନାଥ– ଏସପି, ବାଲେଶ୍ୱର
ଗୁଣ୍ଡୁଲା ରେଡ୍ଡୀ– ଏସପି, ନୂଆପଡ଼ା
ଶୁଭେନ୍ଦୁ ପାତ୍ର– ଏସପି, କନ୍ଧମାଳ
ଅଭିନବ ସୋନକାର-ଏସପି, କୋରାପୁଟ
ଜ୍ଞାନ ରଂଜନ ମହାପାତ୍ର-ଏସପି, ଢ଼େଙ୍କାନାଳ