Sunday, April 26, 2026 08:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡିର ‘ଜୟ ଜଗନ୍ନାଥ’

ବିରୋଧୀଙ୍କ ମୁଣ୍ଡ ଟିଣ !

by Our Correspondent
28 Mar, 2023- 11:01 PM
in Latest News, News
1 min read
0
ବିଜେଡିର ‘ଜୟ ଜଗନ୍ନାଥ’

ଭୁବନେଶ୍ୱର: ବିଜେଡି ନେତାଙ୍କ ମୁହଁରୁ ‘ଜୟ ଜଗନ୍ନାଥ’ ସ୍ଲୋଗାନ୍ ଆଜି ସୋସିଆଲ୍ ମିଡିଆରେ ଟ୍ରେଣ୍ଡ କରୁଛି । ଅଚାନକ ଏଭଳି ସ୍ଲୋଗାନ୍ ଆସିବା ପଛର ରହସ୍ୟକୁ ନେଇ ଜୋରଦାର ଆଲୋଚନା ହେଉଛି । ବିରୋଧୀ ଶିବିରରେ ମଧ୍ୟ ଏହାର ଉଷ୍ଣତା ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବେ ସୋସିଆଲ୍ ମିଡିଆରେ ଜମିଥିଲା ବିଜେଡି ନେତାଙ୍କ ‘ଶଙ୍ଖ ମୋର ଗର୍ବ’ ସ୍ଲୋଗାନ୍ । ଏହାକୁ ନେଇ ବହୁତ ଆଲୋଚନା ହେଲା । ଆଜି ବିଜେଡି ପକ୍ଷରୁ ଦ୍ୱିତୀୟ ସ୍ଲୋଗାନ୍ ଭାବେ ବଜାରକୁ ଆସିଛି ‘ଜୟ ଜଗନ୍ନାଥ’ । ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ‘ଜୟ ଜଗନ୍ନାଥ’ କହୁଥିବାର ଏକ ଭିଡିଓ ପ୍ରଥମେ ସୋସିଆଲ୍ ମିଡିଆରେ ଆସିଲା । ଏହା ପରଠୁ ସବୁ ନେତା ଏହି ଧାରାରେ ଯୋଡି ହୋଇଥିବା ଦେଖିବାକୁ ମିଳୁଛି । ଦଳୀୟ ନେତାମାନେ ଜୟ ଜଗନ୍ନାଥ ଭିଡିଓ କରି କରି ସୋସିଆଲ୍ ମିଡିଆରେ ସେୟାର୍ କରୁଛନ୍ତି । ‘ଜୟ ଜଗନ୍ନାଥ’ ସ୍ଲୋଗାନ୍ ରେ ସୋସିଆଲ୍ ମିଡ଼ିଆ ଛାଇ ହୋଇଗଲାଣି ।

ବିଜେଡିର ଏହା ନୂଆ ରଣନୀତି ବୋଲି ବିରୋଧୀ ଶିବିରରେ ଜୋରଦାର ଆଲୋଚନା ଚାଲିଛି । ଅମିତ ଶାହା- ସୁନୀଲ ବଂଶଲଙ୍କ ଓଡ଼ିଶା ଯୋଜନାକୁ ବିଫଳ କରିବା ପାଇଁ ଏହା ବିଜେଡିର ଚାଲ୍ ବୋଲି କୁହାଯାଉଛି । ଆଗକୁ ଶ୍ରୀ ଜଗନ୍ନାଥ ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ ଥିବାରୁ ଏହା ବିଜେପି ପାଇଁ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଛି । ତେବେ ଦଳ ଉପରେ ଏହା ବିଶେଷ ଫରକ ପକାଇବନି ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।

କଂଗ୍ରେସ ନେତା ବିଜୟ ପଟ୍ଟନାୟକ ବିଜେଡିର ‘ଜୟ ଜଗନ୍ନାଥ’ ନାରାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଠାକୁରଙ୍କ ବନ୍ଦନାରେ ଅସୁବିଧା ନାହିଁ, କିନ୍ତୁ ଧର୍ମକୁ ନେଇ ରାଜନୀତି ଅନାବଶ୍ୟକ । ବିଜେପି ମାଇଲେଜ ନେଇଯିବା ଡରରେ ବିଜେଡି ଜୟ ଜଗନ୍ନାଥକୁ ଅସ୍ତ୍ର କରିଛି । ତେବେ କଂଗ୍ରେସ ଏସବୁ ଉଦ୍ଧ୍ୱର୍ରେ । କଂଗ୍ରେସ ସବୁ ଧର୍ମକୁ ସମ୍ମାନ ଦିଏ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ବିଜେଡି ଶିବିରର ଯୁକ୍ତି ହେଉଛି, ମହାପ୍ରଭୁ ଜଗନ୍ନାଥ ହେଉଛି ଆମର ଆରାଧ୍ୟ ଦେବତା । ମହାପ୍ରଭୁଙ୍କୁ ନେଇ ଆମେ ରାଜନୀତି କରୁନୁ । ‘ଜୟ ଜଗନ୍ନାଥ’ କହିଲେ ବିରୋଧୀ ଦଳ ଛାନିଆଁ କାହିଁକି ହେଉଛନ୍ତି ବୋଲି ଓଲଟି ପ୍ରଶ୍ନ କରିଛନ୍ତି ।

Previous Post

ବିଜେଡି ରଣନୀତିରୁ ବଡ଼ ସଙ୍କେତ

Next Post

କୋଚିଂ ଅନୁଷ୍ଠାନ ଉପରେ କେନ୍ଦ୍ରୀୟ ସଂସ୍ଥାର ଚଢ଼ଉ

Next Post
କୋଚିଂ ଅନୁଷ୍ଠାନ ଉପରେ କେନ୍ଦ୍ରୀୟ ସଂସ୍ଥାର ଚଢ଼ଉ

କୋଚିଂ ଅନୁଷ୍ଠାନ ଉପରେ କେନ୍ଦ୍ରୀୟ ସଂସ୍ଥାର ଚଢ଼ଉ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA