ଭୁବନେଶ୍ୱର : ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଆଜି ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଏଥିରେ ୧୭ ଜିଲ୍ଲାପାଳଙ୍କ ବଦଳି ହୋଇଛି । ମୋଟ ୩୮ ଜଣ ଆଇଏଏସ୍ ଅଫିସରଙ୍କ ସମେତ ୪୧ ଜଣ ଅଧିକାରୀଙ୍କର ବଦଳି ହୋଇଛି ।
୧. ତେମଜେଙ୍ଗ ୱାପଙ୍ଗ ଓ –ସାଧାରଣ ଉଦ୍ୟଗ ବିଭାଗ ସଚିବ
୨. ଶ୍ରୀକାନ୍ତ ପୃଷ୍ଟି-ସସ୍ୱଲପୁର ଆରଡିସି
୩. ରଂଜନ କୁମାର ଦାସ– କେନ୍ଦ୍ରାଞ୍ଚଳ ଆରଡିସି ଓ ବ୍ରହ୍ମପୁର ଆରଡିସିର ଅତିରିକ୍ତ ଦାୟିତ୍ୱ
୪. ସମର୍ଥ ବର୍ମା– ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ଅତିରିକ୍ତ ମୁଖ୍ୟ ପ୍ରଶାସକ
୫. ଆଶିଷ ଠାକରେ-ମୟୂରଭଞ୍ଜ ଜିଲ୍ଲାପାଳ
୬. କେ ସୁଦର୍ଶନ ଚକ୍ରବର୍ତ୍ତୀ-ଲଘୁ ଖଣିଜ ଦ୍ରବ୍ୟ ନିର୍ଦ୍ଦେଶକ
୭. ବିନୀତ ଭରଦ୍ୱାଜ– କଟକ ଜିଲ୍ଲାପାଳ
୮. ନିଖିଲ ପବନ କଲ୍ୟାଣ-ଗ୍ରାମ ଉନ୍ନୟନ ନିର୍ଦ୍ଦେଶକ
୯. ବିଜୟ କୁମାର ଦାଶ– ପୁରୀ ଜିଲ୍ଲାପାଳ
୧୦. ମନୀଷା ବାନାର୍ଜୀ-ସାମାଜିକ କଲ୍ୟଣ ନିର୍ଦ୍ଦେଶକ
୧୧. ଚଞ୍ଚଲ ରାଣା-ଖୋର୍ଦ୍ଧା ଜିଲ୍ଲାପାଳ
୧୨. ସ୍ୱଧା ଦେବ ସିଂ-ନୟାଗଡ ଜିଲ୍ଲାପାଳ
୧୩. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ– କଟକ ମହାନଗର ନିଗମ କମିଶନର
୧୪. ଚକ୍ରବର୍ତ୍ତି ସିଂ ରାଠୋର– ପଞ୍ଚାୟତି ରାଜ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ
୧୫. ମହମ୍ମଦ ଅବଦଲ ଅଖତାର-ଅନୁଗୁଳ ଜିଲ୍ଲାପାଳ
୧୬. ଲିଙ୍ଗରାଜ ପଣ୍ଡା-ସମବାୟ ବିଭାଗ ଯୁଗ୍ମ ସଚିବ
୧୭. ଅମ୍ରିତ ରୁତୁରାଜ – ଶ୍ରମ କମିଶନର
୧୮. ଅନନ୍ୟା ଦାଶ-ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗ ଯୁଗ୍ମ ସଚିବ
୧୯. ବିଶାଲ ସିଂ-କେନ୍ଦୁଝର ଜିଲ୍ଲାପାଳ
୨୦. ଡ. ଶୁଭଙ୍କର ମହାପାତ୍ର-ଯାଜପୁର ଜିଲ୍ଲାପାଳ
୨୧. କେରଥି ଭାସନ ଭି-କୋରାପୁଟ ଜିଲ୍ଲାପାଳ
୨୨.ସୂୟାଂସୀ ମୟୂର ବିକାଶ-କେନ୍ଦ୍ରାପଡା ଜିଲ୍ଲାପାଳ
୨୩. ଜେ ସୋନାଲ-ବୌଦ୍ଧ ଜିଲ୍ଲାପାଳ
୨୪. ଅଗ୍ରୱାଲ ଆକ୍ଷୟ ସୁନୀଲ-ସମ୍ବଲପୁର ଜିଲ୍ଲାପାଳ
୨୫. ଆଦିତ୍ୟ ଗୋଏଲ-ବରଗଡ ଜିଲ୍ଲାପାଳ
୨୬. ଅନନ୍ୟା ଦାଶ-ସୋନପୁର ଜିଲ୍ଲାପାଳ
୨୭. ମନୋଜ ସତ୍ୟାନ ମହାଜନ-ରାୟାଗଡା ଜିଲ୍ଲାପାଳ
୨୮. ୟପାୱାର ସଚିନ ପ୍ରକାଶ –ମାଲକାନାଗିରି ଜିଲ୍ଲାପାଳ
୨୯. ଗୌରବ ସିବାଜୀ ଇଶଲୱାର – ବଲାଙ୍ଗିର ଜିଲ୍ଲାପାଳ
୩୦. କୁଳମଣି ଆଶୁତୋଶ ସି-ରାଉରକେଲା ମହାନଗର ନିଗମ କମିଶନର ଓ ରାଉରକେଲା ସ୍ମାର୍ଟ ସିଟି କମିଶନର ଏଡିଏମ ରାଉରକେଲା , ରାଉରକେଲା ଉନ୍ନୟନ କତୃପକ୍ଷ ସଚିବ
୩୧. ମଧୁମିତା-ବ୍ରହ୍ମପୁର ମହାନଗର ନିଗମ କମିଶନର
୩୨. ବିଭୂତି ଭୂଷଣ ନାୟକ – ଏଡିଏମ୍ ମୟୂରଭଞ୍ଜ
୩୩. ଦୀନାହ ଦାସ୍ତାଗର– ଉପଜିଲ୍ଲାପାଳ ବ୍ରହ୍ମପୁର ଗଞ୍ଜାମ
୩୪. ରୀନା ପ୍ରଧାନ-ଉପଜିଲ୍ଲାପାଳ ବାଲିଗୁଡା , କନ୍ଧମାଳ
୩୫. ପ୍ରଥମେଶ ଆରବିନ୍ଦ ରାଜେଶହ୍ରିକେ– ଉପଜିଲ୍ଲାପାଳ ବାଲେଶ୍ୱର
୩୬. କିରନଦୀପ କୌର ସାହୋଟା-ଉପଜିଲ୍ଲାପାଳ ଗୁଣୁପୁର,ରାୟଗଡା
୩୭. ରେହାନ ଖତ୍ରି-ଟିଟଲାଗଡ ଉପଜିଲ୍ଲାପାଳ ବଲାଙ୍ଗିର
୩୮. ଧିମନ ଚକ୍ମା – ଉପଜିଲ୍ଲାପାଳ ଧର୍ମଗଡ କଳାହାଣ୍ଡି
୩୯. ବିମଳେନନ୍ଦୁ ରାୟ(ଓଏଏସ୍)-ଇପିଏମ ନିର୍ଦ୍ଦେଶକ
୪୦. ନୃସିଂହ ଚରଣ ସ୍ୱାଇଁ (ଓଏଏସ୍)- ରାଜସ୍ୱ ବିଭାଗ ସ୍ୱତନ୍ତ୍ର ସଚିବ
୪୧. ନରହରି ସେଠୀ (ଓଏଏସ୍)- ଜଳ ସଂପଦ ବିଭାଗ ଅତିରିକ୍ତ ସଚିବ