Tuesday, April 28, 2026 01:38 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମାଟ୍ରିକ୍ ଡ୍ରପଆଉଟ୍ ଙ୍କୁ ସପ୍ଲିମେଣ୍ଟାରୀ ସୁଯୋଗ

ମନ୍ତ୍ରୀଙ୍କ ସଫେଇ: ଗତବର୍ଷ ତୁଳନାରେ ଡ୍ରପଆଉଟ୍ ହାର କମିଛି

by Our Correspondent
14 Mar, 2023- 08:06 PM
in Latest News, News
1 min read
0
ମାଟ୍ରିକ୍ ଡ୍ରପଆଉଟ୍ ଙ୍କୁ ସପ୍ଲିମେଣ୍ଟାରୀ ସୁଯୋଗ

ଭୁବନେଶ୍ୱର: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ୫ ଲକ୍ଷ ୩୨ ହଜାର ୬୦୩ ପିଲା ଫର୍ମ ପୂରଣ କରିଥିଲେ । ଏ ପର୍ଯ୍ୟନ୍ତ ସରିଥିବା ଓଡିଆ ଓ ଇଂରାଜୀ ଦୁଇଟି ବିଷୟରେ ୧୩ ହଜାର ୫୮ ଜଣ ପିଲା ପରୀକ୍ଷା ଦେଇନାହାନ୍ତି । ଆଜି ବିଧାନସଭାରେ ଗଣଶିକ୍ଷା ବିଭାଗର ଖର୍ଚ୍ଚ ଦାବି ଆଲୋଚନାର ଉତ୍ତର ଦେବା ବେଳେ ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି । ଏହି ଡ୍ରପଆଉଟ୍ ପିଲାଙ୍କୁ ଚିହ୍ନଟ କରାଯିବ ଏବଂ ଅଭିଭାବକମାନଙ୍କ ସହ ଆଲୋଚନା କରାଯାଇ ସପ୍ଲିମେଣ୍ଟାରୀ ପରୀକ୍ଷାରେ ବସିବାର ସୁଯୋଗ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

ପରୀକ୍ଷା ହଲ୍ ରେ ମାଟ୍ରିକ୍ ପରୀକ୍ଷାଙ୍କ ଅନୁପସ୍ଥିତି ଏକ ଚିନ୍ତାଜନକ ବିଷୟ । ଫର୍ମଫିଲପ୍ କରି ଆଡମିଟ୍ କାର୍ଡ ପାଇଥିଲେ ମଧ୍ୟ ୧୩ ହଜାରରୁ ଅଧିକ ପିଲା ପରୀକ୍ଷା ଦେବାକୁ କାହିଁକି ଆସିଲେନି? ତାହାକୁ ନେଇ ଘଣ୍ଟାଚକଟା ଆରମ୍ଭ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଉଦବେଗଜନକ ଖବର ଆସୁଛି । କିଏ ଦାଦନ ଖଟିବାକୁ ସେମାନଙ୍କ ବାପାମାଆଙ୍କ ସହ ବାହାର ରାଜ୍ୟକୁ ଚାଲିଯାଇଛି ତ ଆଉ କେହି ନିଜର ରୋଗିଣା ବାପାମାଆଙ୍କ ପାଇଁ ଅସହାୟତା ପାଇଁ ପରୀକ୍ଷା ଦେବାକୁ ଆସିପାରିନାହିଁ । ବଡ଼କଥା ହେଲା ଏଥିରୁ ଅଧିକାଂଶ ଛାତ୍ରୀଙ୍କର ଏହା ଭିତରେ ବିବାହ ହୋଇଯାଇଛି । ଏହି ସବୁ ତଥ୍ୟ ସରକାରଙ୍କୁ ଚିନ୍ତାରେ ପକାଇଥିଲା ବେଳେ ଗଣଶିକ୍ଷା ବିଭାଗ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ।

ବିଧାନସଭାରେ ମନ୍ତ୍ରୀ ଏହାକୁ ନେଇ ଉଦବେଗ ପ୍ରକାଶ କରିଥିଲେ ମଧ୍ୟ ବିଭାଗର ଦୋଷ ଦୁର୍ବଳତାକୁ ଘୋଡାଇବାକୁ ଯତପରୋନାସ୍ତି ଚେଷ୍ଟା କରିଥିଲେ । ଗତବର୍ଷର ପରିସଂଖ୍ୟାନ ଦେଇ ବରଂ ବାହାବା ନେବାକୁ ଚେଷ୍ଟା କରିଥିଲେ ।

ମନ୍ତ୍ରୀ କହିଥିଲେ, ଗତବର୍ଷ ୨୦୨୧-୨୨ ରେ ୫ ଲକ୍ଷ ୭୧ ହଜାର ୯୦୯ ଜଣ ପିଲା ମାଟ୍ରିକ୍ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । କିନ୍ତୁ ୪୫ ହଜାର ୯୧ ଜଣ ପିଲା ପରୀକ୍ଷା ଦେଇ ନ ଥିଲେ । ଶତକଡ଼ା ହାରରେ ଦେଖିଲେ ଏହି ସଂଖ୍ୟା ୭.୭ ପ୍ରତିଶତ । ଚଳିତ ବର୍ଷ ୫ ଲକ୍ଷ ୩୨ ହଜାର ୬୦୩ ପିଲା ଫର୍ମ ପୂରଣ କରିଥିଲେ ମଧ୍ୟ ୧୩ ହଜାର ୫୮ ପିଲା ଅନୁପସ୍ଥିତ ଅଛନ୍ତି । ଏହି ଅନୁପସ୍ଥିତ ପିଲାଙ୍କ ସଂଖ୍ୟା ୨.୫ ପ୍ରତିଶତ । ବିଭାଗ ପକ୍ଷରୁ ଡୋର ଟୁ ଡୋର୍ କ୍ୟାମ୍ପେନ୍ ଯୋଗୁଁ ଗତବର୍ଷ ତୁଳନାରେ ଏବର୍ଷ ଡ୍ରପଆଉଟ୍ ହାର ସଂଖ୍ୟା କମିଥିବା ସେ ସଫେଇ ରଖିଥିଲେ ।

Previous Post

‘ବିରୋଧୀଦଳ ନେତାଙ୍କୁ ‘୫-ଟି’ ଭୂତ’

Next Post

ଭର୍ତ୍ତୃହରିଙ୍କୁ କଟାକ୍ଷ ଧର୍ମେନ୍ଦ୍ରଙ୍କୁ କଷ୍ଟ ଦେଲା

Next Post
ଭର୍ତ୍ତୃହରିଙ୍କୁ କଟାକ୍ଷ ଧର୍ମେନ୍ଦ୍ରଙ୍କୁ କଷ୍ଟ ଦେଲା

ଭର୍ତ୍ତୃହରିଙ୍କୁ କଟାକ୍ଷ ଧର୍ମେନ୍ଦ୍ରଙ୍କୁ କଷ୍ଟ ଦେଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA