Tuesday, June 23, 2026 03:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପୁସ୍ତକ ଲେଖାଯିବାର ଆବଶ୍ୟକତା ରହିଛି: ପ୍ରଭୁ ଚାୱଲା

ଅତନୁଙ୍କ ଲିଖିତ ପୁସ୍ତକ 'ମୋ ଜୀବନ ମୋ ସମୟ' ଉନ୍ମୋଚିତ

by Our Correspondent
20 Sep, 2024- 09:25 PM
in Latest News, News
1 min read
0
ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ପୁସ୍ତକ ଲେଖାଯିବାର ଆବଶ୍ୟକତା ରହିଛି: ପ୍ରଭୁ ଚାୱଲା

ଭୁବନେଶ୍ୱର: ଓଡ଼ିଶାର ବିକାଶରେ ନବୀନ ପଟ୍ଟନାୟକଙ୍କ ଯେଉଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ସେ ସମ୍ପର୍କରେ ପୁସ୍ତକ ଲେଖାଯିବାର ଆବଶ୍ୟକ ବୋଲି ବିଶିଷ୍ଟ ସାମ୍ବାଦିକ ଦ ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସର ଏଡିଟୋରିଆଲ ଡାଇରେକ୍ଟର ପଦ୍ମଭୂଷଣ ପ୍ରଭୁ ଚାୱଲା ମତ ବ୍ୟକ୍ତ କରିଛନ୍ତି। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ଜୀବନାନୁଭୂତି ସମ୍ପନ୍ନ ପୁସ୍ତକ ‘ ମୋ ଜୀବନ ମୋ ସମୟ ‘ର ଉନ୍ମୋଚନ ଉତ୍ସବରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସେ ଏହା କହିଛନ୍ତି।

ଆଜି ସନ୍ଧ୍ୟାରେ ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁସ୍ତକକୁ ଉନ୍ମୋଚନ କରି ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଜୁ ଜନତା ଦଳର ସଭାପତି ତଥା ବିରୋଧିଦଳ ନେତା ନବୀନ ପଟ୍ଟନାୟକ ଏହି ପୁସ୍ତକର ଲୋକପ୍ରିୟତା କାମନା କରିଥିଲେ।

ପଦ୍ମଭୂଷଣ ପ୍ରଭୁ ଚାୱଲା ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ କହିଥିଲେ ଯେ ସେ ବାରମ୍ବାର ଓଡ଼ିଶା ଆସିଛନ୍ତି। ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ପୂର୍ବର ଓଡ଼ିଶା ଓ ବର୍ତ୍ତମାନର ଓଡ଼ିଶା ମଧ୍ୟରେ କେତେ ଫରକ ଆସିଛି ତାହା ସମସ୍ତେ ଦେଖୁଛନ୍ତି। ନବୀନ ପଟ୍ଟନାୟକ ଓଡ଼ିଶାକୁ ଆସିବା ବେଳେ ଯେଭଳି ପୋଷାକ ଓ ଚପଲ ପିନ୍ଧି ଆସିଥିଲେ, ଏତେ ବର୍ଷ ପରେ ବି ତାକୁ ବଦଳେଇ ନାହାଁନ୍ତି। କିନ୍ତୁ ସେ ଓଡ଼ିଶାର ଚେହେରା ବଦଳେଇ ଦେଇଛନ୍ତି। ଅତନୁ ସବ୍ୟସାଚୀ ନିଜ ପୁସ୍ତକରେ ଏସବୁ ସମ୍ପର୍କରେ ନିଶ୍ଚୟ ଲେଖିଥିବେ। ଭବିଷ୍ୟତରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଅବଦାନ ସମ୍ପର୍କରେ ଅଧିକ ପୁସ୍ତକ ଲେଖାଯିବାର ଆବଶ୍ୟକତା ରହିଛି ବୋଲି ସେ ମତ ରଖିଥିଲେ।

ଉତ୍ସବରେ ସଭାପତିତ୍ୱ କରି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଏହି କାର୍ଯ୍ୟକ୍ରମର ଅତିଥିଦ୍ୱୟ ଏବଂ ଲେଖକଙ୍କ ସମ୍ପର୍କରେ ସୂଚନା ଦେବା ସହିତ ପୁସ୍ତକ ସମ୍ପର୍କରେ ଆଲୋଚନା କରିଥିଲେ। ସେ କହିଥିଲେ ଯେ, ଲେଖକ ଏଇ ବହିରେ ନବୀନ ପଟ୍ଟନାୟକଙ୍କୁ ଜଣେ ନିରପେକ୍ଷ କର୍ମଯୋଗୀ ଭାବେ ବର୍ଣ୍ଣନା କରିଛନ୍ତି। ନବୀନ ବାବୁ ନିଜର ଆତ୍ମଜୀବନୀ ଲେଖିବାକୁ ମଧ୍ୟ ଦାଶ ବେନହୁର ଅନୁରୋଧ କରିଥିଲେ।

କାର୍ଯ୍ୟକ୍ରମରେ ପୁସ୍ତକର ଲେଖକ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ଧନ୍ୟବାଦ ଅର୍ପଣ କରିବା ସହିତ ନିଜ ଲେଖକୀୟ ଅନୁଭୂତି ପ୍ରକାଶ କରିଥିଲେ। ପୁସ୍ତକରେ ସେ ନବୀନ ପଟ୍ଟନାୟକଙ୍କ ସହିତ ନିଜର ବ୍ୟକ୍ତିଗତ ସମ୍ପର୍କ ବିଷୟରେ ଲେଖିଥିବା କେତେକ ଘଟଣା ଏବଂ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ଵର କେତେକ ଦିଗ ଉପରେ ଉଲ୍ଲେଖ କରିଥିଲେ।

Previous Post

ନ୍ୟାୟିକ ତଦନ୍ତ ଦାବି କଲେ ନବୀନ

Next Post

ମୋହନ ସରକାରଙ୍କୁ ‘ପ୍ରଧାନ’ ବିପଦ

Next Post
ମୋହନ ସରକାରଙ୍କୁ ‘ପ୍ରଧାନ’ ବିପଦ

ମୋହନ ସରକାରଙ୍କୁ 'ପ୍ରଧାନ' ବିପଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA