Saturday, November 15, 2025 08:54 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କୁ ପୂର୍ବ ବିଭାଗ, ଜୁଏଲଙ୍କୁ ଆଦିବାସୀ ବ୍ୟାପାର

କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ

by Our Correspondent
10 Jun, 2024- 08:32 PM
in Latest News, National, News
1 min read
0
ଧର୍ମେନ୍ଦ୍ର ଓ ଅଶ୍ୱିନୀଙ୍କୁ ପୂର୍ବ ବିଭାଗ, ଜୁଏଲଙ୍କୁ ଆଦିବାସୀ ବ୍ୟାପାର

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ ପାଳିର ମନ୍ତ୍ରିମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । ରାଜନାଥ ସିଂହ, ଅମିତ ଶାହ, ନୀତିନ ଗଡ଼କରୀ, ନିର୍ମଳା ସୀତାରମଣମ୍, ଏସ. ଜୟଶଙ୍କରଙ୍କ ପୂର୍ବ ବିଭାଗରେ କୌଣସି ପରିବର୍ତ୍ତନ ହୋଇନାହିଁ । ସେହିଭଳି ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ପୂର୍ବଭଳି ଶିକ୍ଷା ବିଭାଗ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ହାତରେ ରେଳ ଓ ଆଇଟି ବିଭାଗ ରହିଛି । ଅଶ୍ୱିନୀଙ୍କୁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ପ୍ରସାରଣ ବିଭାଗର ଦାୟିତ୍ୱ ମଧ୍ୟ ମିଳିଛି । ଜୁଏଲ୍ ଓରାମ୍ ଙ୍କୁ ଆଦିବାସୀ ବିଭାଗ ମିଳିଛି ।

କ୍ୟାବିନେଟ୍ ମନ୍ତ୍ରୀଙ୍କ ବିଭାଗ

୧. ରାଜନାଥ ସିଂହ- ପ୍ରତିରକ୍ଷା
୨. ଅମିତ ଶାହ- ଗୃହ
୩. ନୀତିନ ଗଡ଼କରୀ- ସଡ଼କ ପରିବହନ ଓ ରାଜପଥ ନିର୍ମାଣ
୪. ଜେ.ପି. ନଡ୍ଡା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରସାୟନ ଏବଂ ସାର
୫. ଶିବରାଜ ସିଂହ ଚୌହାନ- କୃଷି ଏବଂ କିଷାନ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ
୬. ନିର୍ମଳା ସୀତାରମଣମ୍- ଅର୍ଥ, କର୍ପୋରେଟ୍ ବ୍ୟାପାର
୭. ଏସ୍. ଜୟଶଙ୍କର- ବୈଦେଶିକ ବ୍ୟାପାର
୮. ମନୋହର ଲାଲ୍ ଖଟ୍ଟର- ଶକ୍ତି, ସହରାଞ୍ଚଳ ବିକାଶ ଓ ଗୃହ ନିର୍ମାଣ
୯. ଏଚ ଡି କୁମାରସ୍ୱାମୀ- ଇସ୍ପାତ, ଭାରି ଶିଳ୍ପ
୧୦. ପୀୟୂଷ ଗୋଏଲ- ଶିଳ୍ପ ଓ ବାଣିଜ୍ୟ
୧୧. ଧର୍ମେନ୍ଦ୍ର ପ୍ରଧାନ- ଶିକ୍ଷା
୧୨. ଜିତନରାମ ମାଂଝୀ- କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ(ଏମଏସଏମଇ)
୧୩. ରାଜୀବ ରଂଜନ(ଲାଲନ୍) ସିଂହ- ପଞ୍ଚାୟତିରାଜ, ମତ୍ସ୍ୟ ଓ ପଶୁପାଳନ
୧୪. ସର୍ବାନନ୍ଦ ସୋନୋୱାଲ୍- ବନ୍ଦର, ସିପିଂ ଏବଂ ୱାଟରୱେଜ୍
୧୫. ଡ. ବୀରେନ୍ଦ୍ର କୁମାର- ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ
୧୬. କେ. ରାମମୋହନ ନାଇଡୁ- ବେସାମରିକ ବିମାନ ଚଳାଚଳ
୧୭. ପ୍ରହଲ୍ଲାଦ ଯୋଶୀ- ଖାଦ୍ୟ, ସାଧାରଣ ବଣ୍ଟନ, ଖାଉଟୀ ବ୍ୟାପାର ଓ ଅକ୍ଷୟ ଶକ୍ତି
୧୮. ଜୁଏଲ୍ ଓରାମ୍- ଆଦିବାସୀ ବ୍ୟାପାର
୧୯. ଗିରିରାଜ ସିଂହ- ବୟନଶିଳ୍ପ
୨୦. ଅଶ୍ୱିନୀ ବୈଷ୍ଣବ- ରେଲୱେ, ସୂଚନା ଓ ପ୍ରସାରଣ, ଇଲେକଟ୍ରୋନିକ୍ସ ଏବଂ ଆଇଟି
୨୧. ଜ୍ୟୋତିରାଦିତ୍ୟ ସିନ୍ଧିଆ- ଯୋଗାଯୋଗ ଏବଂ ଉତ୍ତର-ପୂର୍ବାଞ୍ଚଳ ଉନ୍ନୟନ
୨୨. ଭୂପେନ୍ଦ୍ର ଯାଦବ- ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ
୨୩. ଗଜେନ୍ଦ୍ର ସିଂହ ଶେଖାୱାତ୍- ପର୍ଯ୍ୟଟନ ଓ ସଂସ୍କୃତି
୨୪. ଅନ୍ନପୂର୍ଣ୍ଣା ଦେବୀ- ମହିଳା ଓ ଶିଶୁ କଲ୍ୟାଣ
୨୫. କିରେନ୍ ରିଜ୍ଜୁ- ସଂସଦୀୟ ବ୍ୟାପାର, ସଂଖ୍ୟାଲଘୁ ମନ୍ତ୍ରଣାଳୟ
୨୬. ହରଦୀପ ସିଂହ ପୁରୀ- ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍
୨୭. ଡ. ମନସୁଖ ମାଣ୍ଡଭିୟା- ଶ୍ରମ ଏବଂ ନିଯୁକ୍ତି, ଯୁବ ବ୍ୟାପାର, କ୍ରୀଡ଼ା
୨୮. ଜି.କିଷାନ ରେଡ୍ଡୀ- କୋଇଲା, ଖଣି
୨୯. ଚିରାଗ ପାଶୱାନ୍- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ
୩୦. ସି ଆର ପାଟିଲ- ଜଳଶକ୍ତି

Previous Post

ଶପଥ ନେଲେ ନରେନ୍ଦ୍ର ମୋଦୀ

Next Post

ଗୁରୁଜୀରୁ ଗୁରୁଦାୟିତ୍ୱ: ମୋହନ ମାଝୀ ମୁଖ୍ୟମନ୍ତ୍ରୀ

Next Post
ଗୁରୁଜୀରୁ ଗୁରୁଦାୟିତ୍ୱ: ମୋହନ ମାଝୀ ମୁଖ୍ୟମନ୍ତ୍ରୀ

ଗୁରୁଜୀରୁ ଗୁରୁଦାୟିତ୍ୱ: ମୋହନ ମାଝୀ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA