Wednesday, April 22, 2026 06:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପଞ୍ଚଭୂତରେ ବିଲୀନ ଦେବେନ୍ଦ୍ର ପ୍ରଧାନ

ସ୍ୱର୍ଗଦ୍ୱାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

by Our Correspondent
18 Mar, 2025- 11:34 AM
in Latest News, News
1 min read
0
ପଞ୍ଚଭୂତରେ ବିଲୀନ ଦେବେନ୍ଦ୍ର ପ୍ରଧାନ

ଭୁୁବନେଶ୍ୱର: ପଞ୍ଚଭୂତରେ ବିଲୀନ ହୋଇଛନ୍ତି ଡାକ୍ତର ଦେବେନ୍ଦ୍ର ପ୍ରଧାନ । ପୁରୀ ସ୍ୱର୍ଗଦ୍ୱାରଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସାନପୁଅ ଧର୍ମେନ୍ଦ୍ର ଏବଂ ନାତିନାତୁଣୀମାନଙ୍କ ଉପସ୍ଥିତିରେ ବଡ଼ପୁଅ ସୌମେନ୍ଦ୍ର ମୁଖାଗ୍ନି ଦେଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଅଧିକାଂଶ ମନ୍ତ୍ରୀ, ବିଧାୟକ, ସାଂସଦ ତଥା ବରିଷ୍ଠ ନେତାମାନେ ସେଠାରେ ଉପସ୍ଥିତ ରହି ସ୍ୱର୍ଗତ ପ୍ରଧାନଙ୍କୁ ଶେଷ ସମ୍ମାନ ଦେଇଥିଲେ । ବିଶିଷ୍ଟ ଯୋଗଗୁରୁ ରାମଦେବ ମଧ୍ୟ ଏହି ଅନ୍ତେଷ୍ଟିକ୍ରୟାରେ ସାମିଲ ହୋଇଥିଲେ । ସେହି ମହାନ୍ ଜନନେତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଓ ଘିଅ ଅର୍ପଣ କରି ବିଦାୟ ଦେଇଥିଲେ ।

ସ୍ୱର୍ଗତ ପ୍ରଧାନଙ୍କ ପାର୍ଥିବ ଶରୀର ତାଙ୍କର ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଗତକାଲି ରାତିରେ ରହିଥିଲା । ଶେଷକୃତ୍ୟ ସମ୍ପନ୍ନ ପାଇଁ ଆଜି ସକାଳୁ ପୁରୀ ସ୍ୱର୍ଗଦ୍ୱାରକୁ ଅଣାଯାଇଥିଲା । ବାଟସାରା ବିଭିନ୍ନ ଜାଗାରେ ସାଧାରଣ ଜନତା ଶେଷ ଦର୍ଶନ ପାଇଁ ଭିଡ଼ ଜମାଇଥିଲେ ।

ଏହି ମହାନ୍ ନେତାଙ୍କୁ ଅନ୍ତିିମ ବିଦାୟ ଜଣାଇବା ପାଇଁ ସ୍ୱର୍ଗଦ୍ୱାରରେ ଶୁଭେଚ୍ଛୁମାନଙ୍କର ପ୍ରବଳ ଭିଡ଼ ହୋଇଥିଲା । ଭୁବନେଶ୍ୱରରୁ ଶହ ଶହ ସଂଖ୍ୟାରେ ନେତା ଓ କର୍ମୀମାନେ ସ୍ୱର୍ଗଦ୍ୱାରରେ ଆଗୁଆ ପହଞ୍ଚି ଯାଇଥିଲେ ।
ହିନ୍ଦୁ ରୀତିନୀତିରେ ବିଧି ସମ୍ପନ୍ନ ହେଲା ପରେ ତାଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଏହାପରେ ପାର୍ଥିବ ଶରୀରକୁ ୨୮ ନମ୍ବର ପିଣ୍ଡିରେ ଥିବା ଜୁଇ ଉପରେ ରଖାଯାଇଥିଲା । ହଜାର ହଜାର ଜନତାଙ୍କର ଦେବେନ୍ଦ୍ର ପ୍ରଧାନ ଅମର ରହେ ସ୍ୱରରେ ଗଗନ ପବନ ପ୍ରକମ୍ପିତ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ, ଯୋଗଗୁରୁ ରାମଦେବ, ସାଂସଦ ସମ୍ବିତ ପାତ୍ରଙ୍କ ସମେତ ଅନ୍ୟ ବରିଷ୍ଠ ନେତାମାନେ ଶେଷ ସମ୍ମାନ ପୂର୍ବକ ସେଠାରେ ଉପସ୍ଥିତ ଥିଲେ ।

Previous Post

ଯାଜପୁର ଜିଲ୍ଲାପାଳଙ୍କୁ ବଦଳି କରିବାକୁ ଚକ୍ରାନ୍ତ!

Next Post

ଲୁଲୁଙ୍କୁ ଝୁରିଲେ, କିନ୍ତୁ..

Next Post
ଲୁଲୁଙ୍କୁ ଝୁରିଲେ, କିନ୍ତୁ..

ଲୁଲୁଙ୍କୁ ଝୁରିଲେ, କିନ୍ତୁ..

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA