Tuesday, April 21, 2026 05:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଧରାପଡ଼ିଲା ‘ମୋଷ୍ଟ ୱାଣ୍ଟେଡ୍’ ଗୋବିନ୍ଦ ସାହୁ

by Our Correspondent
19 Oct, 2021- 07:37 PM
in Crime, Latest News, News
1 min read
0
ଧରାପଡ଼ିଲା ‘ମୋଷ୍ଟ ୱାଣ୍ଟେଡ୍’ ଗୋବିନ୍ଦ ସାହୁ

ଭୁବନେଶ୍ୱର/ବଲାଙ୍ଗୀର: ପୋଲିସ ବାରାକ୍ ରୁ ଚମ୍ପଟ୍ ମାରିଥିବା ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ମାଲିକ ‘ମୋଷ୍ଟ ୱାଣ୍ଟେଡ୍’ ଗୋବିନ୍ଦ ସାହୁ ଧରାପଡ଼ିଛି । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍ ବୁଢ଼ିପଦର ଅଞ୍ଚଳର ଏକ ଆଖୁ କିଆରୀରେ ଲୁଚିଥିବା ବେଳେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ମାଡ଼ି ବସିଥିଲା । ସଂଧ୍ୟାରେ ବଲାଙ୍ଗୀର ଏସପିଙ୍କ ଅଫିସ୍ କୁ ଅଣାଯାଇ ପଚରାଉଚୁରା କରାଯାଉଛି । ଗୋବିନ୍ଦକୁ ଧରାଇଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ବଲାଙ୍ଗୀର ଏସପି ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ସେ ଧରାପଡ଼ିଯାଇଛନ୍ତି ।

ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଓ ହତ୍ୟା ମାମଲାରେ ଗୋବିନ୍ଦ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ମମିତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଭିତ୍ତିରେ ଗୋବିନ୍ଦଙ୍କୁ ବଲାଙ୍ଗୀର ପୁଲିସ ଟେକି ଆଣିଥିଲା । ଟିଟିଲାଗଡ଼ ପୁଲିସ ବାରାକ୍ ରେ ତାଙ୍କୁ ରଖି ପଚରାଉଚୁରା କରୁଥିଲା । ବାରାକ୍ ରେ ୪ ଦିନ ବିତାଇଥିବା ଗୋବିନ୍ଦ ଗତ ୧୭ ତାରିଖ ରାତିରେ କାନ୍ଥ ଡେଇଁ ଚମ୍ପଟ୍ ମାରିଥିଲା । ଏହି ଘଟଣାରେ ୩ ଜଣ ପୁଲିସ କନେଷ୍ଟବଳ ସସପେଣ୍ଡ ହୋଇଛନ୍ତି । ଫେରାର ଗୋବିନ୍ଦଙ୍କୁ ଧରିବା ପାଇଁ ବଲାଙ୍ଗୀର ଓ କଳାହାଣ୍ଡି ପୁଲିସ ପକ୍ଷରୁ ୪ ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ତେବେ ମାତ୍ର ୨୪ ଘଣ୍ଟା ଭିତରେ ପୁଲିସକୁ ସଫଳତା ମିଳିଛି ।

ପୁଲିସ ଅବହେଳାରୁ ଗୋବିନ୍ଦ ଚମ୍ପଟ୍ ମାରିଥିଲା ବୋଲି ପଶ୍ଚିମାଞ୍ଚଳ ଡିଆଇଜି ଦୀପକ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱୀକାର କରିଛନ୍ତି । ଏଥିସହ ସେ ଅବିଳମ୍ବେ ଧରାଯିବାର ଶ୍ରେୟ ମଧ୍ୟ ତାଙ୍କ ପୁଲିସକୁ ଦେଇଛନ୍ତି ଡିଆଇଜି ।

Previous Post

ମାଟିତଳୁ ଉଦ୍ଧାର ଗଳିତ ଶବ ମମିତାଙ୍କର !

Next Post

ବିଜେଡ଼ିରେ କୁଲେସିକା, ଆରଥରକୁ ପ୍ରଦୀପ ମାଝୀ !

Next Post
ବିଜେଡ଼ିରେ କୁଲେସିକା, ଆରଥରକୁ ପ୍ରଦୀପ ମାଝୀ !

ବିଜେଡ଼ିରେ କୁଲେସିକା, ଆରଥରକୁ ପ୍ରଦୀପ ମାଝୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA