Wednesday, April 22, 2026 10:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ ଗଢ଼ିଲେ ଛାୟା ମନ୍ତ୍ରିମଣ୍ଡଳ !

୫୦ ବିଧାୟକଙ୍କୁ ବିଭାଗ ବାଣ୍ଟିଲେ

by Our Correspondent
17 Jul, 2024- 06:34 PM
in Latest News, News
1 min read
0
ନବୀନ ଗଢ଼ିଲେ ଛାୟା ମନ୍ତ୍ରିମଣ୍ଡଳ !

ଭୁବନେଶ୍ୱର: ରାଜ୍ୟରେ ଏଥର ସରକାର ଗଢ଼ିବାରେ ସଫଳ ହୋଇ ନ ଥିବା ବିଜେଡି ୫୧ ବିଧାନସଭା ଆସନ ପାଇଛି । ଲଗାତର ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଥିବା ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ବିରୋଧୀ ଦଳ ନେତା ପଦରେ ବସିଛନ୍ତି । ଆରମ୍ଭରୁ ସରକାରରେ ରହି ଆସିଥିବା ବିଜେଡିକୁ ବିରୋଧୀ ଦଳରେ ରହିବା କଷ୍ଟକର ହୋଇଥିବା ବେଳେ ଦଳୀୟ ବିଧାୟକମାନଙ୍କୁ ସରକାରରେ ରହିବାର ଅନୁଭବ ଦେବାକୁ ବୋଧହୁଏ ଚାହିଁଛନ୍ତି ନବୀନ । ସେ ଦଳର ସମସ୍ତ ବିଧାୟକଙ୍କ ହାତରେ ସରକାରୀ ବିଭାଗଗୁଡ଼ିକର ମନିଟରିଂ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ଅବଶ୍ୟ ନବୀନ ନିଜ ପାଖରେ କୌଣସି ବିଭାଗର ମନିଟରିଂ ଦାୟିତ୍ୱ ରଖିନାହାନ୍ତି । ଗୋଟିଏ ଗୋଟିଏ ବିଭାଗକୁ ତିନି ତିନି ଜଣ ବିଧାୟକଙ୍କ ଦାୟିତ୍ୱରେ ଛଡ଼ାଯାଇଛି ।

କେଉଁ ବିଧାୟକଙ୍କୁ କେଉଁ ବିଭାଗ

୧. ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ଆଠଗଡ଼)- ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା
୨. ପ୍ରମିଳା ମଲ୍ଲିକ(ବିଂଝାରପୁର)- ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ସଂସଦୀୟ ବ୍ୟାପାର
୩. ବଦ୍ରିନାରାୟଣ ପାତ୍ର- ମହିଳା ଓ ଶିଶୁ କଲ୍ୟାଣ
୪. ନିରଞ୍ଜନ ପୂଜାରୀ(ଘଷିପୁରା)- ଗୃହ, ଖାଦ୍ୟ ଯୋଗାଣ ଏବଂ ଖାଉଟୀ କଲ୍ୟାଣ
୫. ଅଶ୍ୱିନୀ କୁମାର ପାତ୍ର(ଜଳେଶ୍ୱର)- ବୟନ ଓ ହସ୍ତତନ୍ତ
୬. ପ୍ରତାପ କେଶରୀ ଦେବ(ଆଳି)- ସାଧାରଣ ପ୍ରଶାସନ,ସାଧାରଣ ଅଭିଯୋଗ
୭. ଅରୁଣ କୁମାର ସାହୁ(ନୟାଗଡ଼)- ଜଳସମ୍ପଦ
୮. ଶାରଦା ପ୍ରସାଦ ନାୟକ(ରାଉରକେଲା)- ଶିଳ୍ପ
୯. ପ୍ରସନ୍ନ ଆଚାର୍ଯ୍ୟ(ରେଢ଼ାଖୋଲ)- ଅର୍ଥ ଏବଂ ସାଧାରଣ ଉଦ୍ୟୋଗ
୧୦. ବ୍ରଜ କିଶୋର ପ୍ରଧାନ(ତାଳଚେର)- ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ
୧୧. ରାଜେନ୍ଦ୍ର ଢ଼ୋଲକିଆ(ନୂଆପଡ଼ା)- ବିଦ୍ୟାଳୟ ଏବଂ ଗଣଶିକ୍ଷା
୧୨. ମନୋହର ରାନ୍ଧାରି(ଡ଼ାବୁଗାଁ)- ଆଦିବାସୀ ବ୍ୟାପାର
୧୩. ଯୋଗେଶ କୁମାର ସିଂ(ସୁନ୍ଦରଗଡ଼)- ଆଦିବାସୀ କଲ୍ୟାଣ
୧୪. ବ୍ୟୋମକେଶ ରାୟ(ଚାନ୍ଦବାଲି)- ପୂର୍ତ୍ତ
୧୫. ଦିବ୍ୟଶଙ୍କର ମିଶ୍ର(ଜୁନାଗଡ଼)- ଶକ୍ତି
୧୬. ଗଣେଶ୍ୱର ବେହେରା(କେନ୍ଦ୍ରାପଡ଼ା)- ଇସ୍ପାତ ଓ ଖଣି
୧୭. ବର୍ଷା ସିଂହ ବରିହା(ପଦ୍ମପୁର)- ମିଶନ ଶକ୍ତି
୧୮. ସନାତନ ମହାକୁଡ଼(ଚମ୍ପୁଆ)- କୃଷି ଓ କୃଷକ ସଶକ୍ତିକରଣ
୧୯. ସଞ୍ଜିବ କୁମାର ମଲ୍ଲିକ(ଭଣ୍ଡାରିପୋଖରୀ)- ଏମଏସଏମଇ
୨୦. କଳିକେଶ ନାରାୟଣ ସିଂହଦେଓ(ବଲାଙ୍ଗୀର)- ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା
୨୧. ଅଧିରାଜ ମୋହନ ପାଣିଗ୍ରାହୀ(ଖରିଆର)- ଆଇନ
୨୨. ପ୍ରଦୀପ କୁମାର ଦିଶାରି(ଲାଞ୍ଜିଗଡ଼)- ଅନୁସୂଚିତ ଜାତି ବ୍ୟାପାର
୨୩. ଚକ୍ରମଣି କହଁର(ବାଲିଗୁଡ଼ା)- ଆଦିବାସୀ ବ୍ୟାପାର
୨୪. ଦେବୀରଂଜନ ତ୍ରିପାଠୀ(ବାଙ୍କୀ)- ଗ୍ରାମ୍ୟ ଉନ୍ନୟନ
୨୫. ସୌଭିକ ବିଶ୍ୱାଳ(ଚୌଦ୍ୱାର-କଟକ)- ଏସଏସଇପିଡି
୨୬. ପ୍ରଶାନ୍ତ ବେହେରା(ସାଲେପୁର)- ଅବକାରୀ
୨୭. ଧ୍ରୁବ ଚରଣ ସାହୁ(ରାଜନଗର)- ପର୍ଯ୍ୟଟନ
୨୮. ତୁଷାରକାନ୍ତି ବେହେରା(କାକଟପୁର)- ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ
୨୯. ଅନନ୍ତ ନାରାୟଣ ଜେନା(ଭୁବନେଶ୍ୱର ମଧ୍ୟ)- ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି
୩୦. ସୁଶାନ୍ତ କୁମାର ରାଉତ(ଭୁବନେଶ୍ୱର ଉତ୍ତର)- କ୍ରୀଡ଼ା ଏବଂ ଯୁବ ବ୍ୟାପାର
୩୧. ବିଭୂତି ଭୂଷଣ ବଳବନ୍ତରାୟ(ଜଟଣୀ)- ବାଣିଜ୍ୟ ଏବଂ ପରିବହନ
୩୨. ରମେଶ ଚନ୍ଦ୍ର ବେହେରା(ଦଶପଲ୍ଲା)- ଉଚ୍ଚଶିକ୍ଷା
୩୩. ରୋହିତ ଯୋଶେଫ ତିର୍କୀ(ବୀରମିତ୍ରପୁର)- ସଂଖ୍ୟାଲଘୁ ବ୍ୟାପାର
୩୪. ସୁଦର୍ଶନ ହରିପାଲ(ରେଙ୍ଗାଲି)- ହସ୍ତତନ୍ତ
୩୫. ରୋମାଞ୍ଚ ରଞ୍ଜନ ବିଶ୍ୱାଳ(ଦେବଗଡ଼)- ଯୋଜନା
୩୬. ଅଭିମନ୍ୟୁ ସେଠୀ(ଆନନ୍ଦପୁର)- ପୂର୍ତ୍ତ
୩୭. ଗୌତମ ବୁଦ୍ଧ ଦାସ(ଭୋଗରାଇ)- ସୂଚନା ଓ ଲୋକସମ୍ପର୍କ
୩୮. ସୁବାସିନୀ ଜେନା(ବସ୍ତା)- ମତ୍ସ୍ୟ ଏବଂ ପଶୁ ସମ୍ପଦ
୩୯. ମାଧବ ଧଡ଼ା(ସୋରୋ)- ବିଜ୍ଞାନ ଏବଂ କାରିଗରୀ ବିଦ୍ୟା
୪୦. ବିଶ୍ୱ ରଞ୍ଜନ ମଲ୍ଲିକ(ବରୀ)- ଶ୍ରମ ଏବଂ ଇଏସଆଇ
୪୧. ସୁଜାତା ସାହୁ(ଯାଜପୁର)- ମିଶନ ଶକ୍ତି
୪୨. ନଳିନୀ କାନ୍ତ ପ୍ରଧାନ(ଆଠମଲ୍ଲିକ)- ଗୃହ ଓ ନଗର ଉନ୍ନୟନ
୪୩. ମନୋରମା ମହାନ୍ତି(ନର୍ଲା)- ମହିଳା ଓ ଶିଶୁ ବିକାଶ
୪୪. ଅରବିନ୍ଦ ମହାପାତ୍ର(ପାଟକୁରା)- ଇଲେକଟ୍ରୋନିକ୍ସ ଏବଂ ଆଇଟି
୪୫. ରମାକାନ୍ତ ଭୋଇ(ତିର୍ତ୍ତୋଲ)- ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ
୪୬. ସାରଦା ପ୍ରସନ୍ନ ଜେନା(ବାଲିକୁଦା-ଏରସମା)- ସମବାୟ
୪୭. ସୁନୀଲ କୁମାର ମହାନ୍ତି(ପୁରୀ)- ପର୍ଯ୍ୟଟନ
୪୮. ନବ କିଶୋର ମଲ୍ଲିକ(ଜୟଦେବ)-ଗ୍ରାମ୍ୟ ଉନ୍ନୟନ
୪୯. ପ୍ରଦୀପ କୁମାର ସାହୁ(ବେଗୁନିଆ)- ଗୃହ ଓ ନଗର ଉନ୍ନୟନ
୫୦. ରୂପେଶ କୁମାର ପାଣିଗ୍ରାହୀ(ପାରଳାଖେମୁଣ୍ଡି)- ବିଦ୍ୟାଳୟ ଏବଂ ଗଣଶିକ୍ଷା

 

Previous Post

ଅବସର ପରେ ପୁନଃନିଯୁକ୍ତ ବାବୁଙ୍କ ଉପରୁ ମୋହ ତୁଟୁନି !

Next Post

କିଏ ଛାୟା ମୁଖ୍ୟମନ୍ତ୍ରୀ? ନବୀନ ନା ପାଣ୍ଡିଆନ୍

Next Post
କିଏ ଛାୟା ମୁଖ୍ୟମନ୍ତ୍ରୀ? ନବୀନ ନା ପାଣ୍ଡିଆନ୍

କିଏ ଛାୟା ମୁଖ୍ୟମନ୍ତ୍ରୀ? ନବୀନ ନା ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA