Friday, April 17, 2026 07:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ କ୍ଲାସ୍ ବନ୍ଦ

ଅନଲାଇନ୍ ରେ ପାଠପଢ଼ା ଚାଲିବ

by Our Correspondent
16 Apr, 2021- 05:41 PM
in Latest News, News
1 min read
0
୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ କ୍ଲାସ୍ ବନ୍ଦ

ଭୁବନେଶ୍ୱର: ଆସନ୍ତା ୧୯ ତାରିଖରୁ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଅଫଲାଇନ୍ କ୍ଲାସ୍ ବନ୍ଦ ଘୋଷଣା କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏ ମର୍ମରେ ଚିଠି ଲେଖାଯାଇଛି । ୧୯ ତାରିଖ ସୁଦ୍ଧା ଛାତ୍ରଛାତ୍ରୀମାନେ ହଷ୍ଟେଲ୍ ଖାଲି କରିବାକୁ କୁହାଯାଇଛି ।

ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ୧୯ ତାରିଖରୁ ଅଫଲାଇନ୍ କ୍ଲାସ୍ କିମ୍ବା ପରୀକ୍ଷା ହେବ ନାହିଁ ।୧୯ ତାରିଖରୁ ହେବାକୁ ଥିବା ଥିଓରୀ ଏବଂ ପ୍ରାକ୍ଟିକାଲ୍ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । କୁଳପତି/ଅଧ୍ୟକ୍ଷଙ୍କ ସହ ଆଲୋଚନା ହୋଇ ସଂଶୋଧିତ କାର୍ଯ୍ୟସୂଚୀ ଜଣାଇ ଦିଆଯିବ । ଅନଲାଇନ୍ ରେ ଛାତ୍ରଛାତ୍ରୀଙ୍କ କ୍ଲାସ୍ ହୋଇ ସିଲାବସ୍ ଠିକ୍ ସମୟରେ ସାରିବାକୁ କୁହାଯାଇଛି ।

ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀରେ ଚାଲିବ । ସେମାନଙ୍କ ମଧ୍ୟରେ ରୋଷ୍ଟର୍ ଡୁ୍ୟଟି ହେବ । ଅଫିସ୍ କାର୍ଯ୍ୟ ବାଧା ନ ହେଲା ଭଳି ରୋଷ୍ଟର୍ ଡୁ୍ୟଟି ବାଣ୍ଟିବାକୁ ଅନୁଷ୍ଠାନର ମୁଖ୍ୟମାନଙ୍କୁ କୁହାଯାଇଛି । ଡ୍ୟୁଟି ସମୟ ଅନୁଯାୟୀ ଶିକ୍ଷକମାନେ ଅନୁଷ୍ଠାନ କିମ୍ବା ଘରୁ ଅନଲାଇନ୍ କ୍ଲାସ୍ କରିବେ । ଶିକ୍ଷକ କିମ୍ବା କର୍ମଚାରୀମାନେ ହେଡକ୍ୱାଟର୍ ଛାଡ଼ିପାରିବେ ନାହିଁ ।

ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ ଏବଂ ସଚିବ ଶାଶ୍ୱତ ମିଶ୍ର ସ୍ଥିତି ଉପରେ ସମୀକ୍ଷା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା କଟକଣା ପରିପ୍ରେକ୍ଷୀରେ ୧୯ ତାରିଖରୁ କଲେଜ ଓ ବିଶ୍ୱବିଦ୍ୟାଳୟରେ କ୍ଲାସ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଥିଲା ।

ଅନଲାଇନ୍ କ୍ଲାସ୍ ଭଳି ଅନଲାଇନ୍ ପରୀକ୍ଷା କରିବାକୁ ବିଚାର ବିମର୍ଷ ଚାଲିଥିବା ଜଣାପଡ଼ିଛି । ତେବେ ବିଭାଗ ପକ୍ଷରୁ ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।

୧୯ରୁ କ୍ରୀଡ଼ା ଛାତ୍ରାବାସ ବନ୍ଦ: ୧୯ ତାରିଖରୁ ରାଜ୍ୟର ସମସ୍ତ କ୍ରୀଡ଼ା ଛାତ୍ରାବାସ ବନ୍ଦ ରଖିବାକୁ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତେବାସୀମାନେ ହଷ୍ଟେଲ୍ ଖାଲି କରି ଘରକୁ ଯିବାକୁ କୁହାଯାଇଛି ।

Previous Post

ଶନିବାର, ରବିବାର ଶ୍ରୀମନ୍ଦିର ବନ୍ଦ

Next Post

ନବୀନଙ୍କ ପ୍ରସ୍ତାବ: ଖୋଲା ବଜାରରେ ଟିକା ମିଳୁ

Next Post
ନବୀନଙ୍କ ପ୍ରସ୍ତାବ: ଖୋଲା ବଜାରରେ ଟିକା ମିଳୁ

ନବୀନଙ୍କ ପ୍ରସ୍ତାବ: ଖୋଲା ବଜାରରେ ଟିକା ମିଳୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA