Friday, April 17, 2026 05:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଶନିବାର, ରବିବାର ଶ୍ରୀମନ୍ଦିର ବନ୍ଦ

୨୪ ତାରିଖଠାରୁ ନୂଆ କଟକଣା ଲାଗୁ

by Our Correspondent
16 Apr, 2021- 02:49 PM
in Latest News, News
1 min read
0
ଶନିବାର, ରବିବାର ଶ୍ରୀମନ୍ଦିର ବନ୍ଦ

ପୁରୀ: କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଶ୍ରୀମନ୍ଦିର ଦର୍ଶନ ଉପରେ କଟକଣା ଫେରିଛି । ଏଣିକି ପ୍ରତି ଶନି ଓ ରବିବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ । ଆସନ୍ତା ୨୪ ତାରିଖଠାରୁ ଏହି କଟକଣା ଲାଗୁ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାରଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ପୂର୍ବରୁ କେବଳ ରବିବାର ଦିନ ଦର୍ଶନ ବାରଣ ଥିଲା । ସେଦିନ ଶ୍ରୀମନ୍ଦିର ବନ୍ଦ ରଖାଯାଇ ସାନିଟାଇଜ୍ କରାଯାଉଥିଲା । ତେବେ ବର୍ତ୍ତମାନର କରୋନା ସଂକ୍ରମଣ ଦୃଷ୍ଟିରୁ ଆଜିର ବୈଠକରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାକୁ ନେଇ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ ହୋଇଛି । ଏଥିରେ ସାନିଟାଇଜର ଓ ମାସ୍କ ବ୍ୟବହାର ଉପରେ କଡ଼ା କଟକଣା ଜାରି ହୋଇଛି । ଭକ୍ତ ଓ ସେବାୟତ ସମସ୍ତେ ଭଲଭାବରେ ମାସ୍କ ପିନ୍ଧିବେ ଏବଂ ସାନିଟାଇଜର୍ ବ୍ୟବହାର କରିବେ । ଭିତରବେଡ଼ା, ବ୍ୟାରିକେଡ଼, ବଡ଼ଦାଣ୍ଡ ସାନିଟାଇଜ ହେବ ।

ରାଜ୍ୟ ବାହାରୁ ଆସୁଥିବା ଭକ୍ତମାନେ ଆରଟି-ପିସିଆର୍ ନେଗେଟିଭ୍ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ ହୋଇଛି । ଏହା ୭ ଦିନ ଭିତରର କୋଭିଡ୍ ନେଗେଟିଭ୍ ରିପୋର୍ଟ ହୋଇଥିବା ଦରକାର । ଦୁଇଟି ଯାକ ଡୋଜ୍ ନେଇଥିବା ଟିକା ରିପୋର୍ଟ ଦେଖାଇ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ଭକ୍ତମାନଙ୍କ ପାଇଁ ଭିତରକାଠ ଦର୍ଶନ ବନ୍ଦ କରାଯାଇଛି । ବାହାର କାଠ ନିକଟରୁ ଭକ୍ତମାନେ ବଡଠାକୁରଙ୍କୁ ଦର୍ଶନ କରିବେ ।

ଶ୍ରୀମନ୍ଦିର ଭିତରେ କୋଭିଡ୍ ନିୟମ ଅନୁପାଳନ ପାଇଁ ଶ୍ରୀମନ୍ଦିର, ଜିଲ୍ଲା ପ୍ରଶାସନ ଓ ପୁଲିସର ୩ ଟି ସ୍ୱତନ୍ତ୍ର ଟିମ୍ ନିୟୋଜିତ ହେବେ । ପରଷ୍ପର ମଧ୍ୟରେ ସମନ୍ୱୟ ରଖି ସେମାନେ ନିୟମ ଅନୁପାଳନର ତଦାରଖ କରିବେ ଏବଂ ଆଇନ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

Previous Post

୧୨୦ ଘଣ୍ଟାର ‘ଅପରେସନ୍ ହାଇଦର’

Next Post

୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ କ୍ଲାସ୍ ବନ୍ଦ

Next Post
୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ କ୍ଲାସ୍ ବନ୍ଦ

୧୯ରୁ କଲେଜ, ବିଶ୍ୱବିଦ୍ୟାଳୟ କ୍ଲାସ୍ ବନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA