Saturday, April 18, 2026 06:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡିଆ ପୁଅ ସୋଏବ NEET ଟପ୍ପର୍

ଇତିହାସ ରଚିଲେ: ୭୨୦ରୁ ୭୨୦ ମାର୍କ

by Our Correspondent
16 Oct, 2020- 07:04 PM
in Latest News, News
1 min read
0
ଓଡିଆ ପୁଅ ସୋଏବ NEET ଟପ୍ପର୍

ଭୁୁବନେଶ୍ୱର: ଓଡ଼ିଶା ପାଇଁ ଅତ୍ୟନ୍ତ ଖୁସି ଓ ଗର୍ବର ବିଷୟ । ରାଉରକେଲାର ୧୮ ବର୍ଷୀୟ ଛାତ୍ର ସୋଏବ ଅଫତାବ ସର୍ବଭାରତୀୟ ମେଡ଼ିକାଲ୍ ପ୍ରବେଶିକା ପରୀକ୍ଷା ନିଟ୍ ରେ ସମଗ୍ର ଦେଶରେ ପ୍ରଥମ ହୋଇଛନ୍ତି । ସମୁଦାୟ ୭୨୦ ରୁ ୭୨୦ ନମ୍ବର ରଖି ସେ ରେକର୍ଡ ସୃଷ୍ଟି କରିଛନ୍ତି । ନିଟ୍ ଇତିହାସରେ ପୂର୍ବରୁ କୌଣସି ଛାତ୍ର ଶତ ପ୍ରତିଶତ ନମ୍ବର ରଖି ନ ଥିଲେ । ଗତବର୍ଷର ଟପ୍ପର୍ ୭୨୦ରୁ ୭୦୧ ନମ୍ବର ରଖିଥିଲେ ।

ସୋଏବ ଙ୍କ ଘର ରାଉରକେଲାରେ ହୋଇଥିଲେ ମଧ୍ୟ ରାଜସ୍ଥାନ କୋଟାରେ ରହି ପାଠ ପଢୁଥିଲେ । ତାଙ୍କ ବାପା ଓ ମାଆ ମଧ୍ୟ ରାଜସ୍ଥାନରେ ରହୁଛନ୍ତି । ବାପାଙ୍କର ରାଉରକେଲାରେ ଗୋଟିଏ ଛୋଟ ଚା’ ଦୋକାନ ଥିଲା ବୋଲି ଜଣାପଡ଼ିଛି । ଘରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନ ଥିଲେ ମଧ୍ୟ ପିଲାଦିନୁ ଅତ୍ୟନ୍ତ ମେଧାବୀ ଥିବା ସୋଏବଙ୍କ ପାଠପଢ଼ା ଉପରେ କୌଣସି ପ୍ରଭାବ ପଡ଼ିନାହିଁ । ସୋଏବଙ୍କ ପାଠପଢ଼ାରେ ବାପାମାଆ ସାଲିସ୍ କରିନାହାନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ତାଙ୍କ ମାଆ, ବନ୍ଧୁ ପରିଜନ ଏବଂ ଶିକ୍ଷକମାନଙ୍କର ବିଶେଷ ଉଦ୍ୟମ ଥିଲା ବୋଲି ତାଙ୍କ ବାପା ପ୍ରତିକ୍ରିୟା ଦେଇଛନ୍ତି ।

କୋଭିଡ ଯୋଗୁଁ ଚଳିତବର୍ଷ ଅନିଶ୍ଚିତତା ମଧ୍ୟରେ ଥିଲା ସର୍ବଭାରତୀୟ ନିଟ୍ ପ୍ରବେଶିକା ପରୀକ୍ଷା । ପ୍ରାୟ ୩ ମାସ ବିଳମ୍ବରେ ଗତ ସେପ୍ଟେମ୍ବର ମାସରେ ପରୀକ୍ଷା ହୋଇଥିଲା । ଆଉ ଏହି ପରୀକ୍ଷା ଓଡ଼ିଶା ପାଇଁ ଗୌରବ ଆଣିଦେଇଛି । ସୋଏବଙ୍କ ସଫଳତା ପାଇଁ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି ।

Previous Post

୭୫ ବର୍ଷରେ ନବୀନ

Next Post

ଜାଗୀଙ୍କୁ ଇଓଡବ୍ଲୁରେ ହାଜର ନୋଟିସ୍

Next Post
ଜାଗୀଙ୍କୁ ଇଓଡବ୍ଲୁରେ ହାଜର ନୋଟିସ୍

ଜାଗୀଙ୍କୁ ଇଓଡବ୍ଲୁରେ ହାଜର ନୋଟିସ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA