Saturday, April 18, 2026 04:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଜାଗୀଙ୍କୁ ଇଓଡବ୍ଲୁରେ ହାଜର ନୋଟିସ୍

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା

by Our Correspondent
16 Oct, 2020- 08:01 PM
in Crime, Latest News
1 min read
0
ଜାଗୀଙ୍କୁ ଇଓଡବ୍ଲୁରେ ହାଜର ନୋଟିସ୍

ଭୁବନେଶ୍ୱର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତଭାର କ୍ରାଇବ୍ରାଞ୍ଚ ନେବାର ସପ୍ତାହେ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଗିରଫ ହୋଇନାହାନ୍ତି । ମାମଲାକୁ ଚପାଇଦେବାର ଉଦ୍ୟମ କରିଥିବା ପୀଡ଼ିତାଙ୍କ ମାଆଙ୍କ ବୟାନ ଭିତ୍ତିରେ କ୍ରାଇବ୍ରାଞ୍ଚ ପକ୍ଷରୁ ଓଟିଭି ଏମଡି ଜାଗୀମଙ୍ଗତ ପଣ୍ଡାଙ୍କୁ ଆଜି ସମନ୍ ଜାରି ହୋଇଛି । ଆସନ୍ତାକାଲି ଶନିବାର ଇଓଡବ୍ଲୁରେ ହାଜର ହେବାକୁ ଏଥିରେ କୁହାଯାଇଛି ।

ଆଜି କ୍ରାଇମବ୍ରାଞ୍ଚର ଏକ ୫ ଜଣିଆ ଟିମ୍ ଏହି ସମନ୍ ଦେବାକୁ ଓଟିଭି ଅଫିସ୍ ଯାଇଥିଲେ । ତେବେ କର୍ତ୍ତୃପକ୍ଷ ସେମାନଙ୍କୁ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦେଇ ନ ଥିଲେ । ଶେଷରେ ଜାଗୀଙ୍କ ପକ୍ଷରୁ ଓଟିଭିର ଜଣେ ଅଧିକାରୀ ଏହି ସମନ୍ ଗ୍ରହଣ କରିଥିଲେ ।

ସେହିଭଳି ମହିଳା କମିଶନଙ୍କ ପକ୍ଷରୁ ଜାଗୀଙ୍କୁ ଆଜି ପୁଣି ଏକ ସମନ୍ ଜାରି କରାଯାଇଛି । ଓଟିଭି ବିଶାଖା କମିଟିର ପଦକ୍ଷେପ ସମ୍ପର୍କରେ ତାଙ୍କୁ ପଚରାଉଚୁରା କରାଯିବ ବୋଲି ଜଣାପଡ଼ିଛି ।
ପୂର୍ବଥର ଜାଗୀଙ୍କ ପକ୍ଷରୁ ଜଣେ ଅଧିକାରୀ ମହିଳା କମିଶନଙ୍କ ପାଖରେ ହାଜର ହୋଇ ମଗାଯାଇଥିବା କାଗଜପତ୍ର ଦେଇଥିଲେ । ତେବେ ଆଶ୍ଚର୍ଯ୍ୟର କଥା, ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ଦାୟିତ୍ୱ ମହିଳା କମିଶନଙ୍କ ନୁହେଁ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ସେତେବେଳେ ଗଣମାଧ୍ୟମକୁ କହିଥିଲେ ।

କଟକ ନାବାଳିକା ଗଣଦୁଷ୍କର୍ମ ମାମଲାର ସରଜମିନ୍ ତଦନ୍ତ ପାଇଁ ମହିଳା କମିଶନ ଅଧ୍ୟକ୍ଷା ଯାଇଥିବା ବେଳେ ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲାର ଅନୁଧ୍ୟାନ ତାଙ୍କର ଦାୟିତ୍ୱ ନୁହେଁ ବୋଲି ଅଧ୍ୟକ୍ଷାଙ୍କ ପୂର୍ବ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ସେପଟେ ସାରୁଅ ଜମି କେଳେଙ୍କାରୀ ମାମଲାରେ ଆଜି ଖୋର୍ଦ୍ଧା ପୁଲିସ ଜାଗୀ ପଣ୍ଡାଙ୍କ ବାପା ରଣବୀର ସିଂହଙ୍କୁ ଜେରା କରିଥିଲେ । ମାତ୍ର ଅସୁସ୍ଥତତା ଯୋଗୁଁ ସେ ବେଶୀ ସମୟ ଦେଇପାରି ନ ଥିଲେ । ଆସନ୍ତାକାଲି ତାଙ୍କୁ ପୁଣି ଥରେ ଜେରା କରାଯିବ ।

Previous Post

ଓଡିଆ ପୁଅ ସୋଏବ NEET ଟପ୍ପର୍

Next Post

ଆପଣଙ୍କ ଝିଅ କି ଭଉଣୀ ହୋଇଥିଲେ?

Next Post
ଆପଣଙ୍କ ଝିଅ କି ଭଉଣୀ ହୋଇଥିଲେ?

ଆପଣଙ୍କ ଝିଅ କି ଭଉଣୀ ହୋଇଥିଲେ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA