Saturday, April 25, 2026 09:32 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଣବିକ ଶକ୍ତି କମିସନ ଅଧ୍ୟକ୍ଷ ପଦରେ ଓଡ଼ିଆ ବୈଜ୍ଞାନିକ

ଓଡ଼ିଶା ପାଇଁ ଗର୍ବ ହେଲେ ଅଜିତ୍ ମହାନ୍ତି

by Our Correspondent
30 Apr, 2023- 08:09 PM
in Latest News, News
1 min read
0
ଆଣବିକ ଶକ୍ତି କମିସନ ଅଧ୍ୟକ୍ଷ ପଦରେ ଓଡ଼ିଆ ବୈଜ୍ଞାନିକ

ଭୁବନେଶ୍ୱର: ଆଉ ଜଣେ ଓଡ଼ିଆ ପୁଅକୁ ବିଜ୍ଞାନ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ପଦରେ ଦେଖିବାକୁ ମିଳିଛି । ବିଶିଷ୍ଟ ପଦାର୍ଥ ବିଜ୍ଞାନୀ ଅଜିତ୍ କୁମାର ମହାନ୍ତି ଆଣବିକ ଶକ୍ତି କମିସନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଆଣବିକ ଶକ୍ତି ବିଭାଗର ସଚିବ ଭାବେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିଛି । କେନ୍ଦ୍ର କ୍ୟାବିନେଟ୍ ତାଙ୍କର ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ୬୬ ବର୍ଷ ବୟସ କିମ୍ବା ୨୦୨୫ ଅକ୍ଟୋବର ୧୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।

ଡକ୍ଟର ମହାନ୍ତି ଏବେ ଭାବା ଆଣବିକ ଗବେଷଣା କେନ୍ଦ୍ର(ବାର୍କ)ର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି ।

ଓଡ଼ିଶାରେ ଜନ୍ମିତ ଶ୍ରୀ ମହାନ୍ତି ବାରିପଦା ଏମପିସି କଲେଜରୁ ୧୯୭୯ ମସିହାରେ ପଦାର୍ଥ ବିଜ୍ଞାନ ସମ୍ମାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ରେଭେନସା କଲେଜରୁ ସେ ଏମଏସସି ପାସ୍ କରିଥିଲେ । ଏହାପରେ ସେ ଭାବା ଆଣବିକ ଗବେଷଣା କେନ୍ଦ୍ରର ଟ୍ରେନିଂ ସ୍କୁଲରେ ଶିକ୍ଷାସମାପ୍ତ କରି ଅନୁଷ୍ଠାନର ନ୍ୟୁକ୍ଲିୟର୍ ଫିଜିକ୍ସ ଡିଭିଜନ୍ ରେ ଯୋଗଦେଇଥିଲେ । ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ସେ ଡକ୍ଟୋରେଟ୍ ଡିଗ୍ରୀ ହାସଲ କରିଛନ୍ତି ।

ନ୍ୟୁକ୍ଲିୟର୍ ଫିଜିକ୍ସରେ ଡକ୍ଟର ମହାନ୍ତିଙ୍କ ଅବଦାନ ବେଶ୍ ଉଲ୍ଲେଖନୀୟ । ତାଙ୍କର ବହୁତ ଗବେଷଣାତ୍ମକ ସନ୍ଦର୍ଭ ବିଶ୍ୱସ୍ତରୀୟ ଜର୍ଣ୍ଣାଲରେ ପ୍ରକାଶିତ ହୋଇଛି । ଶାହା ଇନଷ୍ଟିଚ୍ୟୁଟ୍ ଅଫ ନ୍ୟୁକ୍ଲିୟର୍ ଫିଜିକ୍ସର ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଛନ୍ତି । ଇଣ୍ଡିଆନ୍ ଫିଜିକ୍ସ ଆସୋସିଏସନ୍(ଆଇପିଏ)ର ସାଧାରଣ ସମ୍ପାଦକ ଏବଂ ସଭାପତି ଥିଲେ । ନ୍ୟୁକ୍ଲିୟର ଗବେଷଣା କ୍ଷେତ୍ରରେ ବିଶ୍ୱର ସ୍ୱନାମଧନ୍ୟ ସଂଗଠନ ୟୁରେପିଆନ୍ ଅର୍ଗାନାଇଜେସନ୍ ଫର୍ ନ୍ୟୁକ୍ଲିୟର୍ ରିଚର୍ଚ୍ଚରେ ସେ ଦୁଇଥର ସମ୍ମାନଜନକ ସାଇଣ୍ଟିଫିକ୍ ଆସୋସିଏଟ୍ ପଦ ମଣ୍ଡନ କରିଥିଲେ ।

Previous Post

ଶ୍ରୀମନ୍ଦିରରେ ନୂଆ ମୁଖ୍ୟ ପ୍ରଶାସକ ନିଯୁକ୍ତ

Next Post

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ଆଉ ନାହାନ୍ତି

Next Post
ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ଆଉ ନାହାନ୍ତି

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ର ଆଉ ନାହାନ୍ତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA