ଭୁବନେଶ୍ୱର: ବିଜେପିର ୪୦ ଜଣିଆ ଷ୍ଟାର୍ କ୍ୟାମ୍ପନର୍ ତାଲିକା ଆଜି ପ୍ରକାଶ ପାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ଅମିତ୍ ଶାହା, ନୀତିନ ଗଡ଼କରୀ, ସ୍ମୃତି ଇରାନୀ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଅଛନ୍ତି । ଦଳରେ ଥିବା ଓଡ଼ିଆ ଫିଲ୍ମ ଷ୍ଟାର୍ ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି, ହରିହର ମହାପାତ୍ର, ପିଙ୍କି ପ୍ରଧାନ ଏବଂ ଶ୍ରୀତମ ଦାସଙ୍କୁ ଏହି ତାଲିକାରେ ସ୍ଥାନ ଦିଆଯାଇଛି ।
୧.ନରେନ୍ଦ୍ର ମୋଦୀ
୨.ଜଗତ ପ୍ରକାଶ ନଡ୍ଡା
୩.ରାଜନାଥ ସିଂହ
୪.ଅମିତ୍ ଶାହ
୫.ନୀତିନ ଗଡ଼କରୀ
୬.ଯୋଗୀ ଆଦିତ୍ୟନାଥ
୭.ଡ. ମୋହନ ଯାଦବ
୮.ସ୍ମୃତି ଇରାନୀ
୯.ଭୂପେନ୍ଦର ଯାଦବ
୧୦.ଅଶ୍ୱିନୀ ବୈଷ୍ଣବ
୧୧.ଜ୍ୟୋତିରାଦିତ୍ୟ ସିନ୍ଧିଆ
୧୨.ହିମନ୍ତ ବିଶ୍ୱଶର୍ମା
୧୩.ବିଷ୍ଣୁ ଦେଓ ସାଇ
୧୪.ମନମୋହନ ସାମଲ
୧୫.ବୈଜୟନ୍ତ ପଣ୍ଡା
୧୬.ସୁନୀଲ ବଂଶଲ
୧୭.ଧର୍ମେନ୍ଦ୍ର ପ୍ରଧାନ
୧୮.ବିଜୟପାଲ ସିଂହ ତୋମାର
୧୯.ଲତା ଉସେଣ୍ଡି
୨୦.ଶାନ୍ତନୁ ଠାକୁର
୨୧.ବିଶ୍ୱେଶ୍ୱର ଟୁଡୁ
୨୨.ଜୟନାରାୟଣ ମିଶ୍ର
୨୩.ଜୁଏଲ୍ ଓରାମ୍
୨୪.ପ୍ରତାପ ଷଡ଼ଙ୍ଗୀ
୨୫.କେଦାର ନାଥ କାଶ୍ୟପ
୨୬.ଅପରାଜିତା ଷଡ଼ଙ୍ଗୀ
୨୭.ଡ. ସମ୍ବିତ୍ ପାତ୍ର
୨୮.ବସନ୍ତ କୁମାର ପଣ୍ଡା
୨୯.ସୁରେଶ ପୂଜାରୀ
୩୦. କନକ ବର୍ଦ୍ଧନ ସିଂହଦେଓ
୩୧.ସମୀର ମହାନ୍ତି
୩୨.ମାନସ କୁମାର ମହାନ୍ତି
୩୩.ଗୋଲକ ପ୍ରସାଦ ମହାପାତ୍ର
୩୪.ପୂର୍ଣ୍ଣିମା କେରକେଟା
୩୫.ସାରଦା ପ୍ରସାଦ ଶତପଥୀ
୩୬.ରମେଶ ସାହୁ
୩୭.ଅନୁଭବ ମହାନ୍ତି
୩୮.ହରିହର ମହାପାତ୍ର
୩୯.ପିଙ୍କି ପ୍ରଧାନ
୪୦.ଶ୍ରୀତମ ଦାସ