Sunday, April 26, 2026 03:48 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ୟୁକ୍ରେନ୍ ଯୁଦ୍ଧରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ

ପଡ଼ୋଶୀ ୪ ଦେଶରୁ ପିଲାଙ୍କୁ ଆଣିବାକୁ ୪ ପ୍ରତିନିଧି ନିଯୁକ୍ତ

by Our Correspondent
03 Mar, 2022- 11:21 PM
in Latest News, News
1 min read
0
ୟୁକ୍ରେନ୍ ଯୁଦ୍ଧରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ପାଇଁ ପଦକ୍ଷେପ

ଭୁୁବନେଶ୍ୱର: ୟୁକ୍ରେନ୍ ଉପରେ ରୁଷର ଘମାଘୋଟ ଆକ୍ରମଣ ଜାରି ରହିଥିବା ବେଳେ ଏବେ ବି ଶତାଧିକ ଓଡ଼ିଆ ଛାତ୍ରଛାତ୍ରୀ ସେଠାରେ ଫସି ରହିଛନ୍ତି । ଇତିମଧ୍ୟରେ ଅନେକ ଛାତ୍ରଛାତ୍ରୀ ପଡ଼ୋଶୀ ଦେଶ ହଙ୍ଗେରି, ପୋଲାଣ୍ଡ, ରୋମାନିଆ ଏବଂ ସ୍ଲୋଭାକିଆ ପଳାଇ ଆସିଲେଣି ଏବଂ ସେଠାରୁ ଭାରତ ଆସିବାକୁ ଅପେକ୍ଷା କରିଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ବିମାନରେ ସେମାନଙ୍କୁ ଅଣାଯାଉଛି ।

ତେବେ କେନ୍ଦ୍ର ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ସମସ୍ତ ଓଡ଼ିଆଙ୍କୁ ୟୁକ୍ରେନ୍ ରୁ ଉଦ୍ଧାର କରି ଓଡ଼ିଶାରେ ନିରାପଦରେ ପହଞ୍ଚାଇବାର ଦାୟିତ୍ୱ ଓଡ଼ିଶା ସରକାର ନେଇଛନ୍ତି । ୟୁକ୍ରେନ୍ ରୁ ପଳାଇ ଆସି ପଡ଼ୋଶୀ ୪ ଦେଶରେ ଫସି ରହିଥିବା ଓଡ଼ିଆ ପିଲାଙ୍କୁ ଆଣିବାକୁ ରାଜ୍ୟ ସରକାର ୪ ପ୍ରତିନିଧିଙ୍କୁ ଆଜି ନିଯୁକ୍ତି ଦେଇଛନ୍ତି ।

କିଟ୍ ଏବଂ କିସ୍ ବିଶ୍ୱବିଦ୍ୟାଳୟର ଉପସଭାପତି ବିକ୍ରମାଦିତ୍ୟଙ୍କୁ ସମ୍ପୂର୍ଣ୍ଣ ସମନ୍ୱୟ ରକ୍ଷା ଦାୟିତ୍ୱ ସହ ପୋଲାଣ୍ଡ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ନିଯୁକ୍ତି ଦିଆଯାଇଛି । ସେହିଭଳି ୟୁଏନଏଚସିଆରର ବରିଷ୍ଠ ଅଧିକାରୀ ଆରୁଷୀ ରାୟଙ୍କୁ ହଙ୍ଗେରୀ, ୟୁଏନ ପଲିସି ଅଫିସର ବୈଶାଳୀ ମହାନ୍ତିଙ୍କୁ ରୋମାନିଆ ଏବଂ ହଙ୍ଗେରିଠାରେ ଅବସ୍ଥାପିତ କନସଲଟାଣ୍ଟ ଅନୁରାଗ ପଟ୍ଟନାୟକଙ୍କୁ ସ୍ଲୋଭାକିଆ ପାଇଁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ନିଯୁକ୍ତି ଦିଆଯାଇଛି ।

ନୂଆଦିଲ୍ଲୀଠାରେ ଥିବା ଆବାସିକ କମିସନର ନୋଡାଲ୍ ଅଫିସର ଭାବେ କାର୍ଯ୍ୟ କରିବେ । ଏହି ଓଡ଼ିଆ ଛାତ୍ରଛାତ୍ରୀଙ୍କ ଖାଇବା, ପିଇବା ଏବଂ ଯାତାୟତର ସମସ୍ତ ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ବହନ କରାଯିବ । ଗୃହ ବିଭାଗ ପକ୍ଷରୁ ଆଜି ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ, ଖାର୍କିଭ୍ ମେଡ଼ିକାଲ୍ ୟୁନିଭରସିଟିରେ ପଢ଼ୁଥିବା ଅଧିକାଂଶ ଓଡ଼ିଆ ଛାତ୍ରଛାତ୍ରୀ ଇତିମଧ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର ପାଇସାରିଲେଣି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେମାନେ ଏହାର ଶ୍ରେୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ ଯୋଗୁଁ ସ୍ୱତନ୍ତ୍ର ବସ୍ ଯୋଗେ ଖାର୍କିଭ୍ ରୁ ଉଦ୍ଧାର ପାଇଥିବା ଜଣାଇଛନ୍ତି ।

Previous Post

ନିଜ ଲୋକପ୍ରିୟତା ମାପିଲେ ଅପରାଜିତା !

Next Post

‘ଓଡ଼ିଶା ମୋ ପରିବାର’ ରେ ଯୋଡି ହେଲା ଅଙ୍ଗଦାନ କାର୍ଯ୍ୟକ୍ରମ

Next Post
‘ଓଡ଼ିଶା ମୋ ପରିବାର’ ରେ ଯୋଡି ହେଲା ଅଙ୍ଗଦାନ କାର୍ଯ୍ୟକ୍ରମ

'ଓଡ଼ିଶା ମୋ ପରିବାର' ରେ ଯୋଡି ହେଲା ଅଙ୍ଗଦାନ କାର୍ଯ୍ୟକ୍ରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA