Sunday, June 15, 2025 03:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୋଭିଡ୍ କଟକଣାରେ ହେବ ଓପିଏସସି ପରୀକ୍ଷା

by Our Correspondent
15 Jan, 2022- 09:46 PM
in Latest News, News
1 min read
0
କୋଭିଡ୍ କଟକଣାରେ ହେବ ଓପିଏସସି ପରୀକ୍ଷା

ଭୁବନେଶ୍ୱର: କୋଭିଡ୍ କଟକଣାରେ ଓସିଏସ୍ ପରୀକ୍ଷା ଏବଂ ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଅନୁଷ୍ଠିତ କରାଇବାକୁ ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିସନ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ପରୀକ୍ଷା ସ୍ଥଗିତ ରଖିବାକୁ ପରୀକ୍ଷାର୍ଥୀମାନେ ଦାବି କରିଥିଲେ । ମାତ୍ର ଏହି ଦାବିକୁ କମିସନ ଗ୍ରହଣ କରିନାହାନ୍ତି । କୋଭିଡ୍ କଟକଣା ମଧ୍ୟରେ ନିର୍ଦ୍ଧାରିତ ସମୟରେ ପରୀକ୍ଷା ହେବ ବୋଲି ଓପିଏସସି ସଚିବ ଆଜି ଏକ ପ୍ରେସ୍ ରିଲିଜ୍ ରେ ସ୍ପଷ୍ଟ କରିଛନ୍ତି ।

ଓପିଏସସି ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ ମୁଖ୍ୟ ଲିଖିତ ପରୀକ୍ଷା ଜାନୁଆରୀ ୨୦ ରୁ ଫେବ୍ରୁଆରୀ ୮ ମଧ୍ୟରେ ଅନୁଷ୍ଠିତ ହେବ । ସେହିଭଳି ଆସିଷ୍ଟାଣ୍ଟ ସର୍ଜନ ପରୀକ୍ଷା ଜାନୁଆରୀ ୨୩ ରେ ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନେ କୋଭିଡ୍ ଗାଇଡ ଲାଇନ୍ ମାନିବେ ଏବଂ ଏନ- ୯୫ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ଲକ୍ଷଣ ରହିଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠର ବ୍ୟବସ୍ଥା କରାଯିବ । ଓଡ଼ିଶାର ବିଭିନ୍ନ ସହରରେ ହୋଇଥିବା କେନ୍ଦ୍ରରେ ପାଖାପାଖି ୫ ହଜାର ପିଲା ଓସିଏସ୍ ପରୀକ୍ଷା ଦେବେ ।

ସୂଚନାଥାଉକି, କରୋନାର ସଂକ୍ରମଣ ବଢ଼ି ଚାଲିଥିବାରୁ ଓସିଏସ୍ ପରୀକ୍ଷା ସ୍ଥଗିତ ରଖିବାକୁ ପରୀକ୍ଷାର୍ଥୀମାନେ ଦାବି କରିଥିଲେ । ଦୁଇଦିନ ତଳେ ଟୁଇଟରରେ ଏହି ଦାବି ଜୋର ଉଠିଥିଲା । ଭୁବନେଶ୍ୱରରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି ଏବଂ ଏଠାରେ ୬୦% ପରୀକ୍ଷାର୍ଥୀଙ୍କ ସେଣ୍ଟର ପଡ଼ିଥିବାରୁ ପରୀକ୍ଷା ଦେବା ସମ୍ଭବପର ହେବ ନାହିଁ ବୋଲି ସେମାନେ ଯୁକ୍ତି କରିଥିଲେ । ଇତିମଧ୍ୟରେ କରୋନାରେ କିଛି ପରୀକ୍ଷାର୍ଥୀ ଆକ୍ରାନ୍ତ ହୋଇଥିବାରୁ ସେମାନେ ପରୀକ୍ଷା ଦେବାକୁ ଆସିପାରିବେ ନାହିଁ ବୋଲି କୁହାଯାଇଥିଲା ।

Previous Post

ଅନ୍ଧାରରେ ମିିହିର ଦାସଙ୍କ ଶ୍ରେଷ୍ଠ କଳାକୃତି ‘ମାଟିର ବନ୍ଧନ’

Next Post

୬ ବରିଷ୍ଠ ଆଇଏଏସ୍ ଙ୍କୁ ପଦୋନ୍ନତି

Next Post
୬ ବରିଷ୍ଠ ଆଇଏଏସ୍ ଙ୍କୁ ପଦୋନ୍ନତି

୬ ବରିଷ୍ଠ ଆଇଏଏସ୍ ଙ୍କୁ ପଦୋନ୍ନତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA