Sunday, April 26, 2026 06:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସରିଲା ତ୍ରିସ୍ତରୀୟ ପଞ୍ଚାୟତ ଭୋଟ

ପଞ୍ଚମ ପର୍ଯ୍ୟାୟରେ ୭୦% ଉପରେ ମତଦାନ

by Our Correspondent
24 Feb, 2022- 09:00 PM
in Latest News, News
1 min read
0
ସରିଲା ତ୍ରିସ୍ତରୀୟ ପଞ୍ଚାୟତ ଭୋଟ

ଭୁବନେଶ୍ୱର: ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆଜି ଶେଷ ହୋଇଛି । ପଞ୍ଚମ ତଥା ଶେଷ ପର୍ଯ୍ୟାୟରେ ପ୍ରାରମ୍ଭିକ ଆକଳନ ଅନୁଯାୟୀ ୭୦% ରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । କାଲି ଚୂଡ଼ାନ୍ତ ଆକଳନ ବେଳକୁ ଏହି ହାର ବଢ଼ିପାରେ । ଆଜି ମଧ୍ୟ କିଛି ଜାଗାରେ ଭୋଟ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କ ରିପୋର୍ଟ ଭିତ୍ତିରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କମିସନର କହିଛନ୍ତି ।

ଚଳିତ ପଞ୍ଚାୟତ ନିର୍ବାଚନ ବେଳେ ଅନେକ ଜାଗାରେ ଉତ୍ତେଜନା, ଗଣ୍ଡଗୋଳ ଏବଂ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ବିଶୃଙ୍ଖଳା ରୋକିବାକୁ କମିସନ ପ୍ରଥମରୁ ଉଦ୍ୟମ କରିଥିଲେ ମଧ୍ୟ ସେଥିରେ ସଫଳ ହୋଇନାହାନ୍ତି । ପ୍ରଥମ ପର୍ଯ୍ୟାୟରେ ଘଟିଥିବା ବିଶୃଙ୍ଖଳାରେ କମିସନ କ୍ଷୁବ୍ଧ ହୋଇ ଡିଜିଙ୍କୁ ତାଗିଦ୍ କରିଥିଲେ । ତଦନୁଯାୟୀ ପୁଲିସ ପକ୍ଷରୁ ଆଇନଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ବନେ୍ଦାବସ୍ତ ହୋଇଥିଲା । ମାତ୍ର ଗଣ୍ଡଗୋଳ, ହିଂସାକାଣ୍ଡକୁ ସମ୍ପୂର୍ଣ୍ଣ ରୋକାଯାଇପାରିନାହିଁ । କିଛି ଜାଗାରେ ଦୁଇଗୋଷ୍ଠୀ ମୁହାଁମୁହିଁରୁ ପିଟାପିଟି, ହଣାକଟା ଭଳି ତୁମୁଳ କାଣ୍ଡ ଘଟିଥିବା ବେଳେ ଅନେକ ଜାଗାରେ ବୁଥ୍ ଜବରଦଖଲର ଅଭିଯୋଗ ଆସିଥିଲା ।

ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଭ୍ରାଟ୍ ସୃଷ୍ଟି ହୋଇଥିବା ବୁଥ୍ ରେ ଗତ ୨୩ ତାରିଖରେ ସାନି ମତଦାନ ହୋଇଥିଲା । ଶେଷ ଦୁଇଟି ପର୍ଯ୍ୟାୟରେ ବିଭ୍ରାଟ୍ ଘଟିଥିବା ବୁଥ୍ ରେ ଆସନ୍ତାକାଲି ୨୫ ତାରିଖରେ ସାନି ମତଦାନ ହେବ । ଆସନ୍ତା ୨୬, ୨୭ ଓ ୨୮ ତାରିଖ ଦିନ ଭୋଟ ଗଣତି ହେବ ।

୮୫୩ ଜିଲ୍ଲା ପରିଷଦ, ୬,୭୯୪ ସରପଞ୍ଚ, ୬,୭୯୩ ସମିତି ସଭ୍ୟ ଏବଂ ୯୧,୯୧୩ ୱାର୍ଡ ମେମ୍ବର ପଦ ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୦ ଭୋଟରଙ୍କ ମଧ୍ୟରୁ ୭୫ରୁ ୮୦% ଭୋଟର ଭୋଟ ଦେଇଛନ୍ତି ।

Previous Post

ସ୍ୱର୍ଗତଃ ଦେବେନ୍ଦ୍ର ମିଶ୍ରଙ୍କ ସମ୍ମାନାର୍ଥେ ରକ୍ତଦାନ ଶିବିର ଆୟୋଜିତ

Next Post

ଶାସ୍ତ୍ରୀନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

Next Post
ଶାସ୍ତ୍ରୀନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

ଶାସ୍ତ୍ରୀନଗର ବାସିନ୍ଦା ଓ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA