Tuesday, January 20, 2026 07:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନଙ୍କ ପ୍ରଶଂସାରେ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟି

ଅନ୍ୟ ରାଜ୍ୟମାନେ ଓଡ଼ିଶା ମଡ଼େଲ୍ ଆପଣେଇବାକୁ ପରାମର୍ଶ

by Our Correspondent
06 Aug, 2021- 11:41 PM
in Latest News, News
1 min read
0
ନବୀନଙ୍କ ପ୍ରଶଂସାରେ ପାର୍ଲିଆମେଣ୍ଟ ଷ୍ଟାଣ୍ଡିଂ କମିଟି

ନୂଆଦିଲ୍ଲୀ/ ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଉତ୍ତମ ପ୍ରଦର୍ଶନ ଏବଂ ୪୧ ବର୍ଷ ପରେ ପୁରୁଷ ହକି ଦଳକୁ ପଦକ ମିଳିବା ଘଟଣା ସମଗ୍ର ଦେଶବାସୀଙ୍କୁ ଉଲ୍ଲସିତ କରିଥିବା ବେଳେ ଏହାର ପ୍ରାୟୋଜକ ଭାବେ ଓଡ଼ିଶାକୁ ସ୍ୱତନ୍ତ୍ର ସ୍ଥାନ ଦେଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକୁ ଚାରିଆଡୁ ପ୍ରଶଂସା ମିଳୁଛି । ଏପରିକି ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲର ଶ୍ରେୟ ନବୀନଙ୍କୁ ଦେଇଛନ୍ତି ଭାରତୀୟ ପୁରୁଷ ହକି ଦଳର କ୍ୟାପେଟନ୍ ମନପ୍ରୀତ୍ ସିଂ । ଆଜି ପାର୍ଲିଆମେଣ୍ଟ  ଷ୍ଟାଣ୍ଡିଂ କମିଟି ମଧ୍ୟ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । କ୍ରୀଡ଼ାର ଉନ୍ନତି ପାଇଁ ଅନ୍ୟ ରାଜ୍ୟମାନେ ଓଡ଼ିଶା ମଡ଼େଲ୍ ଆପଣେଇବାକୁ ପରାମର୍ଶ ଦେଇଛନ୍ତି ।

‘୨୦୨୧ ଅଲିମ୍ପିକ କ୍ରୀଡ଼ା ପ୍ରସ୍ତୁତି’ ବିଷୟ ଉପରେ ଶିିକ୍ଷା, ମହିଳା, ଶିଶୁ, ଯୁବ ଏବଂ କ୍ରୀଡ଼ା ବିଭାଗ ସମ୍ପର୍କିତ ପାର୍ଲିଆମେଣ୍ଟର ଷ୍ଟାଣ୍ଡିଂ କମିଟିର ଆକ୍ସନ୍ ଟେକେନ୍ ରିପୋର୍ଟ ଆଜି ଉଭୟ ଗୃହରେ ଉପସ୍ଥାପିତ ହୋଇଥିଲା । କମିଟି ରିପୋର୍ଟ ସମ୍ପର୍କରେ ଜାରି ପ୍ରେସ୍ ରିଲିଜ୍ ରେ କୁହାଯାଇଛି,

“The Committee in its collective wisdom has appreciated the efforts taken by Shri. Naveen Patnaik, Hon’ble Chief Minister of Odisha in setting up the High Performance Sports Centres and sponsoring both men’s and women’s Hockey teams through Hockey India since 2018, which has translated into better performance for both these teams at Tokyo Olympics 2021.”

ଖାଲି ସେତିକି ନୁହେଁ, କର୍ପୋରେଟ୍ ପ୍ରାୟୋଜକ ଛଡ଼ା ଅନ୍ୟ ରାଜ୍ୟମାନେ ଓଡ଼ିଶା ମଡ଼େଲ ଅନୁକରଣ କରି ନିର୍ଦ୍ଦିଷ୍ଟ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବା ସହ ଅତ୍ୟାଧୁନିକ ସ୍ପୋଟର୍ସ ସେଣ୍ଟର ପ୍ରତିଷ୍ଠା କରିବାକୁ କମିଟି ପରାମର୍ଶ ଦେଇଥିବା ପ୍ରେସ୍ ରିଲିଜ୍ ରେ କୁହାଯାଇଛି ।

ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଭାରତୀୟ ହକିର ଉତଥାନ କାହାଣୀ ପାର୍ଲିଆମେଣ୍ଟର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ସ୍ଥାନ ପାଇବା ଉଭୟ କ୍ରୀଡ଼ା ଓ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଭାରତୀୟ ପାର୍ଲିଆମେଣ୍ଟରେ ସବୁଦିନ ପାଇଁ ନବୀନଙ୍କ ନାଁରେ ଏହି ଗୌରବମୟ ଅଧ୍ୟାୟ ଲିପିବଦ୍ଧ ହେବା ଦଳୀୟ ମହଲକୁ ଅଧିକ ଉତ୍ସାହିତ କରିଛି ।

Previous Post

ବିରଞ୍ଚି କଳା କାରନାମା: ଚାକିରି ଥୋପରେ ଇନସୁରାନ୍ସ ପଲିସି

Next Post

ଇତିହାସ ରଚିଲେ ନୀରଜ ଚୋପ୍ରା

Next Post
ଇତିହାସ ରଚିଲେ ନୀରଜ ଚୋପ୍ରା

ଇତିହାସ ରଚିଲେ ନୀରଜ ଚୋପ୍ରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19150 shares
    Share 7660 Tweet 4788
  • ନବୀନ..ନବୀନ, ମୋହନ..ମୋହନ

    16594 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7295 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5811 shares
    Share 2324 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5481 shares
    Share 2192 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA